Latest Odisha News
Browsing Category

ରାୟଗଡ଼ା

Rayagada

ଲାଲବାହିନୀର ଲଙ୍କାକାଣ୍ଡ: ଜାଳି ଦେଲେ ଠିକା କମ୍ପାନୀର ଗାଡ଼ି

ରାୟଗଡ଼ା: ଲାଲବାହିନୀର ଲଙ୍କାକାଣ୍ଡ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମରେ ହିଂସାକାଣ୍ଡ କରିଛନ୍ତି ମାଓବାଦୀ । ବୁଡାଗୁଡା ଗ୍ରାମରେ ଥିବା ଝଠଝଗଉ ନାମକ ଏକ ଠିକା କମ୍ପାନୀ କ୍ୟାମ୍ପରେ ବ୍ୟାପକ ପୋଡ଼ାଜଳା କରିଛନ୍ତି । ରାସ୍ତା ନିର୍ମାଣ ପାଇଁ ଥିବା ଗୋଟିଏ ଟ୍ରଲି ଓ…

[ଭିଡ଼ିଓ] ମାଣିକେଶ୍ୱରୀ ଓ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ସହରରେ ଥିବା ଜଗନ୍ନାଥ ମନ୍ଦିର ଓ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ଦୃର୍ବୁତ ମାନେ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିନେଇଥିବା ବେଳେ ମନ୍ଦିରରେ ଥିବା ଅଳଙ୍କାର ମଧ୍ୟ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି । ଆଜି ମନ୍ଦିର ପୂଜକ…

[ଭିଡ଼ିଓ] ଯୁଦ୍ଧକାଳୀନ ଭିତ୍ତିରେ ଗୁଣୁପୁର-ଥେରୁବାଲି ରେଳଲାଇନ ସଂଯୋଗୀକରଣ କରାଯିବ

ଗୁଣୁପୁର: ୱାଲଟେର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ଅନୁପମ ଶତପଥିଙ୍କ ଗୁଣୁପୁର ରେଳ ଷ୍ଟେସନ ପରିଦର୍ଶନ । ଖୁବ ଶୀଘ୍ର ଗୁଣୁପୁର ଥେରୁବାଲି ରେଳଲାଇନ ସଂଯୋଗୀକରଣ କରାଯିବ । ରେଳ କ୍ଷେତ୍ରରେ ସମସ୍ତ ବିକାଶ କରାଯିବ ବୋଲି କହିବା ସହିତ କିଛି ଦାବି ପତ୍ର ମଧ୍ୟ ଗ୍ରହଣ କରିଛନ୍ତି । ଏହା…

[ଭିଡିଓ] ବିଷାକ୍ତ ମଦ ପିଇ ଚାଲିଗଲା ଦୁଇଜଣଙ୍କ ଜୀବନ

ରାୟଗଡ଼ା: ବିଷାକ୍ତ ମଦ ସାଜିଲା କାଳ । ଚାଲିଗଲା ଦୁଇଜଣଙ୍କ ଜୀବନ । ଆଗକୁ ପଞ୍ଚାୟତ ନିର୍ବାଚନ ଆସିଥିବା ବେଳେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ନିର୍ବାଚନ ସମୟରେ ମଦ ବଣ୍ଟା ହେବା କିଛି ବଡ଼ କଥା ନୁହେଁ । ହେଲେ ବିଷାକ୍ତ ମଦ ପିଇ ମୃତ୍ୟୁ ମାମଲା…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଗୁଣୁପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଦଳରୁ ପ୍ରତିନିଧିତ୍ୱ କରୁଥିବା ରାୟଗଡା ଜିଲ୍ଲା ଗୁଣୁପୁରର ପ୍ରାର୍ଥୀମାନେ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଥିରେ ବିଜେଡିର ୧୧ଟି ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ନବୀନ…

ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ

ରାୟଗଡ଼ା: ପରଲୋକରେ ବର୍ଷିୟାନ ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ପଦ୍ମଶ୍ରୀ ଶାନ୍ତି ଦେବୀ । ମୃତ୍ୟୁବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା । ଗୁଣୁପୁରସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଶାନ୍ତିଦେବୀଙ୍କ ଅବଦାନ କେବଳ ରାୟଗଡ଼ାରେ ସୀମିତ ନଥିଲା, ତାଙ୍କର…

ରାୟଗଡ଼ା MITS ଇଞ୍ଜିନିୟରିଂ କଲେଜର ୪୯ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ରାୟଗଡ଼ା: ଶିକ୍ଷାନୁଷ୍ଠାରେ ମାଡୁଛି କରୋନା । ଛାତ୍ରଛାତ୍ରୀ ଓ କର୍ମଚାରୀ ପଜିଟିଭ୍ ବାହାରୁଛନ୍ତି । ରାୟଗଡ଼ାରେ ଥିବା ମଝିଘରିଆଣୀ ଇନିଷ୍ଟଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏଣ୍ଡ ସାଇନ୍ସର (MITS) ୪୯ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଗତ ୬ ତାରିଖ ଦିନ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ…

ଘରୋଇ ଇଞ୍ଜିନିୟରିଂ କଲେଜରୁ ୪୬ ଛାତ୍ର କରୋନା ପଜିଟିଭ୍

ରାୟଗଡ଼ା: ଘରୋଇ ଇଞ୍ଜିନିୟରିଂ କଲେଜରେ କରୋନା ବିସ୍ଫୋରଣ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୁଜବଳସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏକାଥରକେ ୪୬ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ୩ଶହ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ…

ରାମନାଗୁଡାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ରାୟଗଡା: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଚାକୁଣ୍ଡା ହାଟପଦା ଠାରେ କଂଗ୍ରେସ କର୍ମୀ ସମ୍ମୀଳନୀ ଅନୁଷ୍ଠିତହୋ ଇଯାଇଛି। ଏଥିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ଜିଲ୍ଲା କଂଗ୍ରେସ…

ଗୁଣୁପୁର ପ୍ରେସ କ୍ଲବର ପ୍ରଥମ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଗୁଣୁପୁର: ଗୁଣୁପୁର ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳାରେ ପ୍ରେସ କ୍ଲବର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁଣୁପୁର ପ୍ରେସ କ୍ଲବର ସଭାପତି ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ । ବୈଠକରେ ଆଗାମୀ ଦିନରେ ପ୍ରେସ କ୍ଲବ ତରଫରୁ କଣ…