Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ଆଉ ଶୁଣିବାକୁ ମିଳିବ ନାହିଁ ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ ସ୍ବର

ସୋନପୁର: ପଶ୍ଚିମ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ କଣ୍ଠରୁ ଆଉ ଶୁଣିବାକୁ ମିଳିବ ନାହିଁ ଉଜଲମତି ରାଧା ମାଇଁ ତ ପରି ହୃଦୟ ଛୁଆଁ ସମ୍ବଲପୁରୀ ସଂଗୀତ । ଆଜି ସୁବର୍ଣ୍ଣପୁର ସହରର ଘୋଡାଘାଟପଡା ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ…

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର

ସମ୍ୱଲପୁର: ଭକ୍ତଙ୍କ ପାଇଁ ଖୋଲିଲା ସମ୍ୱଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । ଆଜିଠୁ କରୋନା କଟକଣାରେ ପୁଣି ଥରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ୨୧ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ସମଲେଶ୍ୱରୀ । ସକାଳ ୬ଟାରୁ ଦିନ ୧୧ଟା ଓ ଦିନ ଗୋଟାଏରୁ…

ବୁର୍ଲା ଭୀମସାରରେ ଡ଼ାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର: ଛାତରୁ ଡ଼େଇଁ ପଡ଼ିଲେ ମେଡ଼ିକାଲ ଛାତ୍ରୀ । ବୁର୍ଲା ଭୀମସାରରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ୩ ମହଲାରୁ ଡ଼େଇଁ ଛାତ୍ରୀ ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ଛାତ୍ରୀ ଜଣକ ହେଲେ ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ରୀ । ତାଙ୍କ ଘର ବିଶାଖାପାଟଣାରେ ବୋଲି ଜଣାପଡ଼ିଛି । ସୂଚନା…

ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି, ଚାଷ ଜମି କ୍ଷତିଗ୍ରସ୍ତ

ସମ୍ବଲପୁର: ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି । ସମ୍ବଲପୁର ଠେଲକୁଲି ସ୍ଥିତ JSW ଭୂଷଣ କାରଖାନାର ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି। ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପାଣି ମାଡ଼ି ଆସିବା ଯୋଗୁ ନିକଟରେ ଥିବା…

ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

ସମ୍ବଲପୁର: ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା  । ହତ୍ୟା ସେ ପୁଣି ଅନ୍ୟ କୌଣସି ସ୍ଥାନରେ ନୁହେଁ  ବରଂ ଥାନା ସାମ୍ନାରେ । ଅଭିଯୋଗ କରିବାକୁ ଆସୁଥିଲେ ମହିଳା, ତେବେ ସେହି ଥାନା ସାମ୍ନାରେ ହିଁ ଅଭିଯୁକ୍ତ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର । ଏମିତି ଚାଞ୍ଚଲ୍ୟକର ଘଟଣା…

ଭିମ୍‌ସାରରେ ପୁଣି ୪ ଡାକ୍ତରଙ୍କ ସହ ୬ ଜଣ କର୍ମଚାରୀ କରୋନା ପଜିଟିଭ

ସମ୍ବଲପୁର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ବୁର୍ଲା ଭିମ୍‌ସାର ମେଡିକାଲରେ ୪ ଜଣ ଡାକ୍ତର ଓ ୬ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ମେଡିକାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଏବେ…

ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସମ୍ବଲପୁରରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ୁଛି । ବୁର୍ଲା ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା । ୧୫ ଓ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ରହିବା…

ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସମ୍ବଲପୁରରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ୁଛି । ବୁର୍ଲା ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା । ୧୫ ଓ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ରହିବା…

ବୁର୍ଲା ଭିସୁଟରେ ଅଫଲାଇନ୍ କ୍ଲାସ ବାତିଲ

ସମ୍ବଲପୁର: ବୁର୍ଲା ଭିସୁଟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକ ଦୃଷ୍ଟିରେ ରଖି ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟାର ଅଫଲାଇନ୍ ପରୀକ୍ଷା ସ୍ଥଗିତ ରଖାଯାଇଛି । କ୍ୟାମ୍ପସ ଛାଡ଼ିଲେ ଛାତ୍ରଛାତ୍ରୀ । କୋଭିଡ଼ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ଅଙ୍ଗିରା ହଷ୍ଟେଲରେ ଆଇସୋଲେସନରେ…

ସୋ’ରୁମରୁ ୩୫ହଜାର ଟଙ୍କିଆ ଶାଢୀ ଚୋରି କରି ସହକାରୀ ରାଜସ୍ୱ ନିରୀକ୍ଷକ ଗିରଫ

ସମ୍ବଲପୁର : ପାଟଶାଢୀ ଚୋରି କରିବା ପଡିଲ ମହଙ୍ଗା । ସୋ ରୁମରୁ ୩୫ ହଜାର ଟଙ୍କା ମୂଲ୍ୟର ଶାଢୀ ଚୋରି କରି ଗିରଫ ହେଲେ ସହକାରୀ ରାଜସ୍ୱ ନିରୀକ୍ଷକ । ସମ୍ବଲପୁର ଜିଲ୍ଲା ଜୁଜୁମୁରା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ସହକାରୀ ରାଜସ୍ୱ ନିରୀକ୍ଷକ ଏରଆଇ ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଟାଉନ…