Latest Odisha News

BREAKING NEWS

Browsing Category

ସୁନ୍ଦରଗଡ଼

Sundargarh

ସୁନ୍ଦରଗଡ଼ରେ ଗଡ଼ିଲା ସଚେତନତା ରଥ: ‘ମାଣ୍ଡିଆ’ ଉତ୍ପାଦନ ଓ ବ୍ୟବହାର ସମ୍ପର୍କରେ କରିବ ସଚେତନ

ସୁନ୍ଦରଗଡ଼: ମାଣ୍ଡିଆ ଉତ୍ପାଦନ ଏବଂ ଏହାର ବ୍ୟବହାର ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଅଧୀନରେ ନୂଆକରି ସାମିଲ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ଟି ବ୍ଲକର ଚାଷୀଙ୍କୁ ସଚେତନ କରିବା…

‘ରାଉରକେଲା ମହାନଗର ନିଗମ’ ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ଶନିବାର ଦିନ ଜିଲ୍ଲାପାଳ ନିଖିଲ୍ ପୱନ କଲ୍ୟାଣ ବୁଲି ଦେଖିଛନ୍ତି । ରାଉରକେଲା ମହାନଗର ନିଗମର କମିଶନର  ଦିବ୍ୟଜ୍ୟୋତି ପରିଡା ଜିଲ୍ଲାପାଳଙ୍କୁ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ବୁଲି…

ବଣାଇଁ ବିଧାୟକଙ୍କ ପିଏସ୍‌ଓଙ୍କ ଆତ୍ମହତ୍ୟା

ସୁନ୍ଦରଗଡ : ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସଓ ଡମ୍ବରୁ ସାହୁଙ୍କ ଆତ୍ମହତ୍ୟା । ଡମ୍ବରୁ କୁର୍ଡା ସ୍ଥିତ ବାସଭବନରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଜଣାପଡିପାରିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା…

କରୋନା କ୍ରିଏଟିଭିଟି : ଚିତ୍ରରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ସୁନ୍ଦରଗଡର ପୱନ ଗିରି

ସେ ଡାକ୍ତର ହୁଅନ୍ତୁ ଅବା ନର୍ସ, ପୋଲିସ କି ସାମ୍ବାଦିକ ଅବା ସଫେଇ କର୍ମଚାରୀ । ଏମାନଙ୍କ ପାଇଁ କରୋନା ଭଳି ଏକ ମହାମାରୀ ବେଳେ ଆମେ ଘରେ ଶାନ୍ତିରେ ନିଶ୍ୱାସ ନେଇପାରୁଛେ । ସେଥି ପାଇଁ ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମାନଙ୍କୁ କରୋନା ଯୋଦ୍ଧା ବୋଲି ସମ୍ବୋଧନ କରିଛନ୍ତି । ଏହି କରୋନା…

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ରୋଗୀ ଚିହ୍ନଟ, ମୋଟ ସଂଖ୍ୟା ୧୦୩ ଛୁଇଁଲା

ଭୁବନେଶ୍ୱର: ଶନିବାର କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୧୦୦ ଛୁଇଁଥିବା ବେଳେ ଆଜି ଆଉ ତିନି କରୋନା ପଜିଟିଭ୍ ରୋଗୀ ଚିହ୍‌ନଟ ହୋଇଛନ୍ତି । ଏଥି ସହ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଟିହ୍ନଟ ହୋଇଥିବା…

ରାଜ୍ୟରେ କରୋନା ସଂକ୍ରମିତ ୧୦ ଜିଲ୍ଲା ମଧ୍ୟରୁ ୫ କରୋନା ମୁକ୍ତ

ଭୁବନେଶ୍ୱର: ଓଡିଶାର ୧୦ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୫ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କରୋନା ମୁକ୍ତ ହୋଇଥିବା ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କଟକ, ପୁରୀ,…

କର୍ତ୍ତବ୍ୟକୁ ପ୍ରାଥମିକତା: କରୋନା ଡ୍ୟୁଟି ପାଇଁ ବିବାହ ସ୍ଥଗିତ ରଖିଲେ ୨ ମହିଳା ପୋଲିସ

ଭୁବନେଶ୍ୱର: କର୍ମ ହିଁ ଭଗବାନ । କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ । ଏହି ଲୋକ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡିଶା ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଦୁଇ ମହିଳା କନଷ୍ଟେବଳ। ଏହି ଦୁଇ ମହିଳା କନଷ୍ଟେବଳ କରୋନା ପାଇଁ ଡ୍ୟୁଟିରେ କାର୍ଯ୍ୟରତ ଅଛନ୍ତି। ରାଜ୍ୟକୁ ଏଭଳି ସଙ୍କଟ ସମୟରେ…

ରାଉରକେଲାରେ ସେଲ୍ ପକ୍ଷରୁ କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ଆରମ୍ଭ !

ଭୁବନେଶ୍ୱର: ଷ୍ଟିଲ୍ ଅଥରଟି ଅଫ୍ ଇଣ୍ଡିଆ ଉଦ୍ୟମରେ ଇସ୍ପାତ ଜେନେରାଲ ହସ୍ପିଟାଲରେ (IGH) କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ଏହି ଲ୍ୟାବ୍ କରୋନା ମହାମାରୀ ବିରୋଧୀ ଲଢେଇରେ ଓଡିଶାକୁ ମଜବୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । The new…

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ; ୧ ମୃତ, ୧୮ ଗୁରୁତର

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଲାସେ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ଥିବା ଜଣାପଡିଛି । ଦୁର୍ଘଟଣାସ୍ଥଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତର ଆହତ…

ଟିଭି ଫାଟି ମହିଳା ମୃତ; ସ୍ୱାମୀ ଓ ଛୁଆ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡରେ ଶନିବାର ଦିନ ଟିଭି ଫାଟି ମହିଳାଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଖବର ମିଳିଛି । ମୃତ ମହିଳାଙ୍କ ସ୍ୱାମୀ ଓ ୬ମାସର ଶିଶୁ ଗୁରୁତର ଆହତ ହୋଇଛନ୍ତି । ଇଲେକ୍ଟ୍ରି ସର୍ଟ ସର୍କିଟ ଯୋଗୁଁ ଟିଭି ଫାଟିଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳା ଜଣକ ହେଉଛନ୍ତି…