Latest Odisha News

BREAKING NEWS

Browsing Category

ପାଣିପାଗ

ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଢିବ ଶୀତ, ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡିଶାରେ ପୁଣି ଶୀତ ଲହରୀ ଜାରି ରହିବ। ଯାହା ଫଳରେ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଥଣ୍ଡା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ତିନି ଦିନ ମଧ୍ୟରେ ଉତ୍ତର ଓ…

ଘନ କୁହୁଡି ନେଇ ଓଡ଼ିଶାର ୯ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶାର ୯ଟି ଜିଲ୍ଲାରେ ଆସନ୍ତା ଦୁଇ ଦିନ ଧରି ଘନ କୁହୁଡ଼ି ଜାରି ରହିବ। ଏନେଇ ଶନିବାର ଦିନ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୨୪ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ,…

ଓଡ଼ିଶାରେ ଘନ କୁହୁଡ଼ି ଆଲର୍ଟ, ଆଡଭାଇଜାରି ଜାରି କଲେ ଏସଆରସି

ଭୁବନେଶ୍ୱର: ଓଡ଼ିଶାରେ ଘନ କୁହୁଡି ଆଲର୍ଟ ଜାରି ପରେ ରବିବାର ଦିନ ଆଡଭାଇଜାରି ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)। ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାରେ ଘନ କୁହୁଡ଼ି ଆଲର୍ଟ ଜାରି କରାଯିବା ପରେ ସମ୍ଭାବ୍ୟ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏସଆରସି…

ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି, ୭ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଜାରି ରହିଥିବା ବେଳେ ୭ଟି ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସନ୍ଧ୍ୟା ବୁଲେଟିନ ଅନୁଯାୟୀ ୫ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ତନ୍ମଧ୍ୟରେ…

କୁହୁଡି ଚାଦର ତଳେ ସାରା ରାଜ୍ୟ; ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ । ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଯୋଗୁଁ ରାସ୍ତାଘାଟ ଦେଖାଯାଉନଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବର ସମେତ, ପୁରୀ ଓ…

ରାଜ୍ୟରେ କମୁଛି ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହ କମୁଛି ଶୀତର ପ୍ରକୋପ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ଆଉ ୨-୩ ଦିନ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ଅଛି। ମଙ୍ଗଳବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ସର୍ବନିମ୍ନ…

ଆହୁରି ଖସିବ ତାପମାତ୍ରା; ନୂଆବର୍ଷରେ ଶିତରେ ଥରିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆସନ୍ତା ୩୧ ତାରିଖଠାରୁ ତାପମାତ୍ରା ଆହୁରି କମିବା ନେଇ ଅନୁମାନ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସାରା ରାଜ୍ୟରେ ରାତି ତାପମାତ୍ରା ପାଖାପାଖି ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାର ପ୍ରଭାବରେ ନୂଆବର୍ଷର ପ୍ରଥମ ୨…

ଆଜିଠୁ ସାମାନ୍ୟ କମିବ ଶୀତର ପ୍ରକୋପ: ପାଣିପାଗ ବିଭାଗ

ଭୁବନେଶ୍ୱର: ବିଗତ କିଛିଦିନ ହେବ ଅସହ୍ୟ ଶୀତରେ ଥରୁଥିଲା ଓଡିଶା। ତେବେ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ ।…

ଜାନୁଆରୀ ୩୧ ଯାଏଁ ଜାରି ରହିବ ଶୀତ ଲହରୀ: ପାଣିପାଗ ବିଭାଗ

ଭୁବନେଶ୍ୱର: ପ୍ରବଳ ଥଣ୍ଡାରେ ଜନସାଧାରଣ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜାନୁଆରୀ ୩୧ ଯାଏଁ ପାଣିପାଗ ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଶେଷଜ୍ଞ ଭୁବନେଶ୍ୱର ଉମା ଶଙ୍କର…

ଜାଡ଼ରେ ଥରୁଛି ଓଡ଼ିଶା; ଫୁଲବାଣୀରେ ୬ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଥଣ୍ଡା। ହାଡ଼ଭଙ୍ଗା ଶିତରେ ଥରୁଛି ଓଡିଶା। ପ୍ରାୟ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ଟୱଲେ ରହିଛି। କନ୍ଧମାଳରେ ୩ ବର୍ଷର ରେକର୍ଡ଼ ଭାଙ୍ଗିଛି ଶୀତ। ସୂଚନାନୁସାରେ ଫୁଲବାଣୀରେ ପାରଦ ୫.୫ ଡିଗ୍ରିକୁ ଖସିଆସିଛି ଯାହାକି ଏବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା…