Latest Odisha News
Browsing Category

ପାଣିପାଗ

ଓଡ଼ିଶାର କେଉଁ ୪ଟି ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ସୋମବାର ଦିନ ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ…

ଟାଣ ହେବ ଖରା;ଜାରି ରହିବ ଗ୍ରୀଷ୍ମପ୍ରବାହ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ମାତ୍ର ରବିବାର ଦିନ ଉପକୂଳ ଓଡ଼ିଶା ସମେତ ଅଧିକାଂଶ ସ୍ଥାନରେ ପାଗ କୋହଲା ଥିଲା। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡରୁ ତେଲଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରଫଲାଇପ ଦକ୍ଷିଣ ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ…

ଏପ୍ରିଲ୍ ୮ ଯାଏଁ ଏହିସବୁ ଜିଲ୍ଲାରେ ଝଡବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ହଠାତ୍ ଜଳବାୟୁରେ ପରିବର୍ତ୍ତନ ଦେଖାଦେଇଛି । ଯାହାଫଳରେ ଓଡିଶାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହବର୍ଷା ହେବାନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । ଏଥିସହିତ ପାଣିପାଗ ବିଭାଗ ପକ୍ଷରୁ ଓଡିଶାର ଏହିସବୁ…

ସାରା ରାଜ୍ୟରେ ବଢିଲା ତାପମାତ୍ରା; ୪୧.୧ ଡିଗ୍ରୀ ଛୁଇଁଲା ତାଳଚେର

ଭୁବନେଶ୍ୱର: ସମଗ୍ର ଓଡ଼ିଶାର ତାପମାତ୍ରା ଶୁକ୍ରବାର ଦିନ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି । ଆଜି ରାଜ୍ୟର ୫ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ…

ଏହି ୩ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ରାଜ୍ୟର ୩ଟି ଜିଲ୍ଲାରେ ଗୁରୁବାର ଦିନ ସନ୍ଧ୍ୟାରେ ଝଡ଼ବର୍ଷା ହେବାର ସତର୍କ ସୂଚନା ପ୍ରଦାନ କରିଛି । ଯେଉଁ ୩ଟି ଜିଲ୍ଲାରେ ବଜ୍ରପାତ ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା - ଗଞ୍ଜାମ, ମୟୂରଭଞ୍ଜ…

ବଢୁଛି ତାତି: ଅନୁଗୁଳରେ ୪୦° ଛୁଇଁଲା ପାରଦ

ଭୁବନେଶ୍ୱର: ବଢୁଛି ତାତି । ଦେଖୁଦେଖୁ ରାଜ୍ୟରେ ତାପମାତ୍ରା ବଢିବା ଆରମ୍ଭକଲାଣି। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ନିୟମିତ ଭାବେ ବଢ଼ିଚାଲିଛି। ଆଗକୁ ଆଗକୁ ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର…

ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା: ଜାଣନ୍ତୁ, ଆଜି ରାତିରେ କେଉଁସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା !

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସତର୍କ ସୂଚନା ଅନୁଯାୟୀ ରବିବାର ରାତିରେ ଓଡ଼ିଶାର ଅନେକ ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ରାତି ୮ଟା ୩୦ରୁ ରାତି ୧୧ଟା ୩୦ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବାର…

କରୋନା ଲକଡାଉନ: ଦେଶର ୯୦ରୁ ଅଧିକ ସହରରେ ବାୟୁ ପ୍ରଦୂଷଣର ସର୍ବନିମ୍ନ ସ୍ତର ରେକର୍ଡ

ନୂଆଦିଲ୍ଲୀ: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ କରାଯାଇଛି । ଏହା ମଧ୍ୟରେ ଦେଶ ପାଇଁ ଏକ ଖୁସି ଖବର ଆସିଛି । ଦେଶରେ ବାୟୁ ପ୍ରଦୂଷଣର ମାତ୍ରା କମିଛି । ତେବେ ଦିଲ୍ଲୀ ସମେତ ଦେଶର ୯୦ରୁ ଅଧିକ ସହରରେ ଗତ କିଛି ଦିନ ମଧ୍ୟରେ ସର୍ବନିମ୍ନ ବାୟୁ…

ରାଜ୍ୟର କେଉଁସବୁ ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରବିବାର ଦିନ ଓଡ଼ିଶାର ୧୧ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କୋରାପୁଟ, ଗଜପତି,…

ଆଗାମୀ ୨୪ ଘଣ୍ଟାରେ ବଢିବ ତାପମାତ୍ରା: ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାର ତାପମାତ୍ରା ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । ଆଇଏମଡିର ବୁଲେଟିନ୍ ଅନୁଯାୟୀ, ଆସନ୍ତା ସୋମବାର ଠାରୁ ଦିନର ତାପମାତ୍ରା ୧-୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଗତ ୨୪ ଘଣ୍ଟା ମଧ୍ୟରେ…