କଥାକୁହା ଫଟୋ: ପୁରୁଣା ଗୃହ, ନୁଆ ମୁହଁ
ବିଧାନସଭାର ସଦ୍ୟତମ ଦୃଶ୍ୟ
ପୋଡ଼ା ମାଠିଆ
ପୋଡ଼ା ମାଠିଆ: ପୋଡ଼ା ଭାଗ୍ୟ ନେଇ ଆ' ଉଠିଆ...
ମୋଦିଯୋଗ
ବିଶ୍ୱ ଯୋଗ ଦିବସ ଅବସରରେ ପ୍ରଭାତତାରା ବିଦ୍ୟାଳୟ ପରିସର (ରାଂଚି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗାଭ୍ୟାସ
ରସ ଓ ରଙ୍ଗରେ ଜୀବନ-ତରଙ୍ଗ…
ଓଲିଉଡ଼ର ହାସ୍ୟାଭିନେତା ହୃଷି ଦାସଙ୍କ ସହିତ ଦିବଂଗତ କଳାକାର ସଲିଲ୍ ମିତ୍ର ।
ସରଳ ଜୀବନରୁ କ୍ଷମତାର ଅଳିନ୍ଦ…
ସରଳ ଜୀବନରୁ କ୍ଷମତାର ଅଳିନ୍ଦ...ବାଲେଶ୍ୱର ଲୋକସଭା ମଣ୍ଡଳୀର ନବନିର୍ବାଚିତ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ
ସାଂସଦଙ୍କ ଗାଧୁଆଘର!
ବାଲେଶ୍ୱର ଲୋକସଭା ମଣ୍ଡଳୀର ନବନିର୍ବାଚିତ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଗାଧୁଆଘର