Latest Odisha News

BREAKING NEWS

Browsing Category

ରାଜନୀତି

କଣ୍ଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍ ରେ ପୁନର୍ବାର ମତଦାନ କରିବାକୁ ବିଜେପରି ଦାବି

ଭୁବନେଶ୍ୱର: ଓଡିଶାର ଦ୍ବିତୀୟ ପର୍ଯାୟ ନିର୍ବାଚନ ବେଳେ କଣ୍ଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍‌କୁ ବିଜେଡି ଗୁଣ୍ଡାମାନେ ଜବର ଦଖଲ କରିଛନ୍ତି । ଏପରିକି ବୁଥ୍ ବାହାରେ ଭୋଟ୍ ଦେବାକୁ ଅପେକ୍ଷା କରିଥିବା ଭୋଟର ତଥା ବିଜେପି ପ୍ରାର୍ଥୀଙ୍କ ସମର୍ଥକ ମାନଙ୍କୁ ପ୍ରବେଶ କରିବାକୁ…

ମନ୍ମଥଙ୍କ ପାଇଁ ନବୀନଙ୍କ ଅପିଲ୍ ବଢ଼ାଇଲା ଚର୍ଚ୍ଚା, ଅପରାଜିତା ଦେଲେ ବଡ଼ ଆହ୍ବାନ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଅନ୍ୟତମ ଚର୍ଚ୍ଚିତ ଲୋକସଭା ଆସନ ଭୁବନେଶ୍ବର। ଦୀର୍ଘ ଦିନ ଧରି ଏହି ଆସନ ବିଜେଡି ହାତରେ ଥିଲା। କିନ୍ତୁ ୨୦୧୯ରେ ଏହା ବିଜେପି ହାତକୁ ଯାଇଛି। ଚଳିତଥର ବିଜେପିର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ସେ ରାଜଧାନୀ ପାଇଁ ସେଭଳି କିଛି…

‘ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ୍ ପାଇଁ କାମ କରନ୍ତି’

କେନ୍ଦୁଝର: ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀମାନେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜନଜାତି ସମ୍ପ୍ରଦାୟର ଲୋକମାନେ ବହୁତ ଭଲ ପାଆନ୍ତି ଯାହାର ପ୍ରମାଣ ଆଜି ଏହି ଜନସଭାରୁ ମିଳୁଛି ବୋଲି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନୀସଭାରେ କହିଛନ୍ତି…

ସମ୍ବିତଙ୍କ ବିବାଦୀୟ ମନ୍ତବ୍ୟ: ପଲ୍ଲୀରୁ ଦିଲ୍ଲୀ ତେଜିଲା ରାଜନୀତି, ପ୍ରଭାବିତ ହେବ କି ଭୋଟ୍ ବ୍ୟାଙ୍କ?

ଭୁବନେଶ୍ୱର: ଯେଉଁଠୁ ପ୍ରଧାନମନ୍ତ୍ରୀଙ୍କୁ ରୋଡ ଶୋ କରାଇ ବିଜେପି ସାରା ଦେଶର ହିନ୍ଦୁ ଭୋଟରଙ୍କୁ ଗୋଟିଏ ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରୁଥିଲା, ହେଲେ ଦଳୀୟ ପ୍ରାର୍ଥୀଙ୍କ ବିବାଦୀୟ ବୟାନ ବା ପାଟିରୁ ଖସି ଯାଇଥିବା କଥା ପାଇଁ ଅଡୁଆରେ ପଡିଥିବା କୁହାଯାଉଛି। ଆଉ ପୁରୀର ଏହି ବିଜେପି…

‘ଲୋକ ପରିବର୍ତ୍ତନ ଚାହୁଁଛନ୍ତି, ଓଡ଼ିଶାରେ ଏଥର ବିଜେପି ସରକାର ସୁନିଶ୍ଚିତ’

ଭୁବନେଶ୍ୱର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ, ତୃତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଆରି ଭିତରେ ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି । ବଳ ଗୋଟାଉଛି ବିଜେପି । ବିଜେଡି, କଂଗ୍ରେସ ସମେତ ଅନ୍ୟାନ୍ୟ ପ୍ରମୁଖ ରାଜନୈତିକ ଦଳର…

ନିର୍ବାଚନ ବେଳେ ତେଜିଲା ଚିଟଫଣ୍ଡ ପ୍ରସଙ୍ଗ: ମୋଦୀଙ୍କ ପରେ ଶାହ ଦେଲେ ବଡ଼ ଇସାରା

ଭୁବନେଶ୍ୱର: ଗୃହମନ୍ତ୍ରୀ ଅମିତ ଶାହ ସମ୍ବଲପୁରରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ବିଜେପି ରାଜ୍ୟରେ ସରକାର ଗଠନ କରିବାର ୧୮ ମାସ ଭିତରେ ଚିଟଫଣ୍ଡରେ ସାମିଲ ଥିବା ବ୍ୟକ୍ତିଙ୍କୁ ଜେଲରେ ପୁରାଇବ। ଶାହଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଛି ବିତର୍କ। ନିକଟ ଅତୀତରେ ଯେଉଁ କିଛି…

ସମ୍ବିତଙ୍କ ବିବାଦୀୟ ବୟାନ ପ୍ରସଙ୍ଗ: ‘ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖାଯାଉ, ସମ୍ବିତ ନିଜ ସ୍ବାସ୍ଥ୍ୟ ପ୍ରତି…

ଭୁବନେଶ୍ବର: ‘ଜଗନ୍ନାଥ ମୋଦିଙ୍କ ଭକ୍ତ’ ବୟାନ ପରେ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ସେ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି, ବିଜେପି ଓଡିଆ ଅସ୍ମିତାର କଥା କହୁଛି, ପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡିଆ…

ଆମଦାନୀ ନେତାଙ୍କ ବିଧାୟକ ପଦ ସୁରକ୍ଷିତ, କିନ୍ତୁ ବିଜେଡି ଛାଡିଥିବା ନେତାଙ୍କର ହେଉଛି ପଦ ରଦ୍ଦ!

ଭୁବନେଶ୍ୱର: ଆମଦାନୀ ହୋଇଥିବା ଅନ୍ୟ ଦଳର ବିଧାୟକ ଶାସକ ଦଳ ବିଜୁ ଜନତା ଦଳ ପାଇଁ ହୋଇଗଲେ ଗେହ୍ଲା ପୁଅ? କିନ୍ତୁ ଦିନେ ଦଳର ସେନାପତି ହୋଇ ମୈଦାନରେ ଲଢେଇ କରୁଥିଲେ ଆଉ ବିଭିନ୍ନ କାରଣରୁ ନିର୍ବାଚନ ବେଳେ ଏଥର ବିଜେଡି ଛାଡି ଅନ୍ୟ ଦଳରେ ସାମିଲ ହେବା ପରେ ହୋଇଯାଇଛନ୍ତି ପର। ଆଉ ସ୍ଥିତି…

‘ବିଜେପି ଓଡ଼ିଶାବାସୀଙ୍କୁ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛି’

ମୟୂରଭଞ୍ଜ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଦିନକୁ ଦିନ ଓଡ଼ିଶାରେ ପ୍ରଚାର ଜୋରଧରିଛି  ।ଏହିମଧ୍ୟରେ କରଞ୍ଜିଆରେ ଭିକେ ପାଣ୍ଡିଆନ ଆଜି ପ୍ରଚାର କରିଛନ୍ତି  ।ସେ କହିଛନ୍ତି ଠାକୁରମୁଣ୍ଡା-କରଞ୍ଜିଆ ସହିତ ମୋର ବହୁତ…

ମନ୍ମଥଙ୍କ ପାଇଁ ଭୋଟ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଭିଡିଓ ମାଧ୍ୟମରେ ଯୋଡ଼ି ଶଙ୍ଖରେ ଭୋଟ୍ ଦେବା ପାଇଁ…