Latest Odisha News
Browsing Category

ରାଜନୀତି

କଂଗ୍ରେସର ‘ମିଶନ୍-୧୩୫’ କ’ଣ ? ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ୱାର ରୁମ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସାତୋଟି ପର୍ଯ୍ୟାୟ ମଧ୍ୟରୁ ଚାରୋଟି ପର୍ଯ୍ୟାୟରେ ଭୋଟ୍ ସମାପ୍ତ ହୋଇଛି। ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଗୋଟିଏ ପଟେ ଗତ ନିର୍ବାଚନରେ ​​ଜିତିଥିବା ଆସନ ଅପେକ୍ଷା ଏଥର ବିଜେପି ଅଧିକ ଆସନରେ ବିଜୟ ଦାବି କରୁଛି। ଏଥି ସହିତ ଯଥାସମ୍ଭବ ଆସନ…

ରାଜଧାନୀ ରାଜରାସ୍ତାରେ ନଡ୍ଡା, କରୁଛନ୍ତି ପାଓ୍ବାର ସୋ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ନିଜର ପାଓ୍ବାର ସୋ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆଜି ସକାଳ ପାଖାପାଖି ୧୦ ଟା ବେଳକୁ ମାଉସୀ ମା ମନ୍ଦିର ଠାରୁ ନିଜର କର୍ମୀ ଓ ସହଯୋଗୀ ସହିତ ରୋଡ ସୋ ଆରମ୍ଭ କରିଛନ୍ତି ନଡ୍ଡା । ଏଥିସହିତ ଏହି ରୋଡ ସୋରେ ଭୁବନେଶ୍ବର…

ଖଲ୍ଲିକୋଟରେ ରାଜନୈତିକ ହିଂସା: ଚାଲିଗଲା ଜଣଙ୍କର ଜୀବନ, ୭ ଆହତ

ବ୍ରହ୍ମପୁର: ଖଲ୍ଲିକୋଟରେ ରାଜନୈତିକ ହିଂସା। ଜଣେ ଗୁରୁତରଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଅନ୍ୟ ଜଣେ ଗୁରୁତରଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି। ନିର୍ବାଚନ ପାଇଁ ସରଗରମ ରହିଛି…

ନବୀନ, ନଡ୍ଡାଙ୍କ ପ୍ରଚାରରେ ଦୁଲୁକିବ ରାଜଧାନୀ: ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡିର ମେଗା ରୋଡ଼ ସୋ’

ଭୁବନେଶ୍ୱର: ଆଜି ନିର୍ବାଚନ ପ୍ରଚାରରେ ଦୁଲୁକିବ ରାଜଧାନୀ। ବିଜେଡି ଓ ବିଜେପିର ଦୁଇ ହେବିୱେଟ ମେଗା ରୋଡ ସୋ କରିବେ। ସକାଳ ସାଢେ ୯ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମାଉସୀ ମା’ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏହି ଶୋ’ କରିବେ। ସନ୍ଧ୍ୟାରେ ବିଜେଡି ସୁପ୍ରିମୋ…

ଝାରସୁଗୁଡାରେ ବିଜେପିକୁ ଝଟକା, ବିଜେଡିରେ ସାମିଲ ହେଲେ ରାଧାରାଣୀ ପଣ୍ଡା

ଝାରସୁଗୁଡା: ବରଗଡ ଲୋକସଭା ଆସନ ତଥା ଏହା ଅଧୀନରେ ଆସୁଥିବା ଝାରସୁଗୁଡାର ବ୍ରଜରାଜନଗରରେ ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା। ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ବିଜେପି ଛାଡ଼ି ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବ୍ରଜରାଜନଗରର ପୂର୍ବତନ ବିଧାୟକ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି…

ହିଞ୍ଜିଳି, କଣ୍ଟାବାଞ୍ଜିରେ ଶାହ ଏବଂ ନଡ଼୍ଡାଙ୍କ ପ୍ରଚାର କାର୍ଯ୍ୟକ୍ରମ ବାତିଲ ପଛର ଉଦ୍ଦେଶ୍ୟକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ବୟାନବାଜି ଚାଲିଛି। ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ପ୍ରଚାର କରି ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଏବେ କିନ୍ତୁ ନବୀନ ପ୍ରାର୍ଥୀପତ୍ର ଦାଖଲ କରିଥିବା ହିଞ୍ଜିଳି ଏବଂ କଣ୍ଟାବଞ୍ଜିରେ ବିଜେପିର ଶୀର୍ଷ ନେତାଙ୍କ ପ୍ରଚାର…

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ଵର: ଆପଣଙ୍କ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଲିଙ୍ଗରାଜଙ୍କ କାମକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କଲେ, ଏହା ଠିକ୍‌ କଥା କି? ସାଂସଦ ଭାବେ ତାଙ୍କ କାମ ହେଉଛି କେନ୍ଦ୍ର ସରକାରଙ୍କଠାରୁ ବଡ ବଡ ଯୋଜନା ଆଣିବେ । ଫ୍ଲାଇ ଓଭର, ଆଇଟି ପାର୍କ, ଏମଏସଏମଇ, ଦକ୍ଷତା ବିକାଶ ଆଦି ଯୋଜନାରେ ହଜାର…

ପ୍ରଚାର ବେଳେ ସନା ମହାକୁଡଙ୍କ ବେକରେ ପଡ଼ିଲା ଜୋତା ମାଳ!

କେନ୍ଦୁଝର: ପ୍ରଚାର ବେଳେ ସନା ମହାକୁଡଙ୍କ ବେକରେ ପଡ଼ିଲା ଜୋତାମାଳ! କେନ୍ଦୁଝରର ଏହି ପ୍ରଭାବଶାଳୀ ବ୍ୟକ୍ତି ଚଳିତଥର ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ପ୍ରଚାର ବେଳେ ତାଙ୍କ ବେକରେ କିଏ ଜଣେ ଆସି ଜୋତା ମାଳ ପକାଇ ଦେଇଛି। ଯାହାକୁ ନେଇ କେନ୍ଦୁଝର ରାଜନୀତି ସରଗରମ। ସନା…

ମୋଦୀ ଗରିବଙ୍କୁ ଚାଉଳ ଦେଲେ, ନବୀନ ତାଙ୍କ ଫଟୋ ଥିବା ବ୍ଯାଗ ଦେଲେ: ଶାହ

ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ହାତଛଡ଼ା କରୁନଥିବା ବିଜେପି ଜୋରସୋରରେ ଆଜି ଷ୍ଟାର କ୍ୟାମ୍ପେନର ତଥା ଦଳର ଦ୍ବିତୀୟ ନେତା ଅମିତ ଶାହଙ୍କୁ ଆଣି…

ସବୁଠି ଅସନ୍ତୋଷ! ବିଜେଡି ପ୍ରାର୍ଥୀ ରୀତା, ଲତିକାଙ୍କ ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଘେରିଲେ ଲୋକେ

ଭୁବନେଶ୍ୱର: ବଢୁଛି କି ଶାସକ ଦଳ ବିରୋଧରେ ଜନତାଙ୍କ ଆକ୍ରୋଶ? ଦିନ କେଇଟା ଭିତରେ ବିଜେଡିର ପ୍ରମୁଖ ନେତାଙ୍କୁ ପ୍ରଚାର ବେଳେ ଲୋକେ ଘେରି ପ୍ରଶ୍ନ କରିବା ଏବେ ଚିନ୍ତାର ବିଷୟ ପାଲଟିଛି। ଯଦିଓ ଶାସକ ଦଳର ତୁଙ୍ଗ ନେତା ରେକର୍ଡ ମାର୍ଜିନରେ ବିଜୟୀ ହେବେ ବୋଲି ଦମ୍ବୋକ୍ତି ପ୍ରକାଶ…