Latest Odisha News
Browsing Category

ରାଜନୀତି

୧୦ରେ ଭୁବନେଶ୍ବରରେ ମୋଦୀଙ୍କ ରୋଡ ଶୋ

ଭୁବନେଶ୍ବର: ପୁଣି ଆସନ୍ତା ସପ୍ତାହରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ଅର୍ଥାତ ୫ ଓ ୬ ତାରିଖର ଗସ୍ତ ପରେ ପୁଣି ୧୦ ଓ ୧୧ ତାରିଖରେ ଓଡିଶା ଆସିବେ ମୋଦୀ । ୨ ଦିନିଆ ଗସ୍ତ ଅର୍ଥାତ୍ ଆଗାମୀ ୧୦ ଓ ୧୧ ତାରିଖରେ  ଭୁବନେଶ୍ବର ଆସୁଛନ୍ତି ମୋଦୀ । ମେ ୧୦ ରେ ଭୁବନେଶ୍ବରରେ…

ପ୍ରାର୍ଥୀ ବଦଳ ଜାଣିପାରି ଫେରାଇ ଦେଲେ ଟିକେଟ: ଅଜୟ କୁମାର

ଭୁବନେଶ୍ୱର: କଂଗ୍ରେସରୁ ପୁରୀ ସାଂସଦ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଟିକେଟ ଫେରାଇବା ପରେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଅଜୟ କୁମାରଙ୍କ କହିବା ଅନୁସାରେ ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥାନ୍ତା । ଏଥିପାଇଁ ଆମେ…

ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ରିପୋର୍ଟ: ୩ ପ୍ରାର୍ଥୀ ଦଶମ ପାସ୍‌ କରି ନାହାନ୍ତି

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ରହିଛି । ସେହିପରି ୩୭…

ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ଦେବାଶିଷ ନାୟକ

ଭୁବନେଶ୍ବର: ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ । ବିଜେପି ଛାଡି କଂଗ୍ରେସ ରେ ଯୋଗ ଦେଲେ ଦେବାଶିଷ । ସେ ଫେବୃଆରୀ ୨୫ ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ମାତ୍ର ୨ ମାସ ୯ ଦିନପରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି ଦେବାଶିଷ । ବରୀରୁ ବିଜେପି ଟିକେଟ ଆଶାୟୀ ଥିଲେ…

ଟିକେଟ୍ ଫେରାଇଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି

ଭୁବନେଶ୍ଵର: ଟିକେଟ୍ ଫେରାଇଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି । ଦଳ ଫଣ୍ଡିଂ ନ ଦେବାରୁ ସୁଚରିତା ଟିକେଟ୍‌ ଫେରାଇଥିବା ନେଇ ଏଆଇସିସିକୁ ଜଣାଇଛନ୍ତି । ବିନା ପାର୍ଟି ଫଣ୍ଡିଂରେ ପ୍ରଚାର କରିବା ସମ୍ଭବ ନୁହେଁ ବୋଲି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ…

ଆଜି ୪ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ନବୀନ

ଭୁବନେଶ୍ଵର: ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା କ୍ଷେତ୍ର ମଧ୍ଯରୁ ୩ଟି ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ୧୦ ଟା ୧୦ରେ…

ଆଜି ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ଓଡିଶା ମୁହାଁ ବିଜେପିର ଶୀର୍ଷ ନେତା । ଆସନ୍ତା ମେ’ ୬ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଆସିବେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏସ.ଜୟଶଙ୍କର । ଭୁବନେଶ୍ବର, କଟକ ଓ ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ…

ଆମେଠି ବଦଳରେ ରାୟବରେଲିରୁ କାହିଁକି ପ୍ରାର୍ଥୀ ହେଲେ ସ୍ପଷ୍ଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆମେଠି ଓ ରାୟବରେଲିରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଚୂଡ଼ାନ୍ତ କରିଛି। ପୂର୍ବରୁ ଆମେଠିରୁ ନିର୍ବାଚିତ ହୋଇଥିବା ରାହୁଲ ଗାନ୍ଧୀ ଏବେ ରାୟବରେଲିରୁ ନିର୍ବାଚନ ଲଢିବାକୁ ନାମାଙ୍କନ ଭରିଛନ୍ତି ଏବଂ ତାଙ୍କ ମା' ସୋନିଆ ଗାନ୍ଧୀଙ୍କ ଠାରୁ ଦାୟିତ୍ୱ ନେବେ ବୋଲି…

ନିର୍ବାଚନ ରଣଭୂମିରେ ମୁହାଁମୁହିଁ: ଫଳାଫଳ ପରେ ରହିଛି କି ପ୍ୟାଚ୍-ଅପ ସମ୍ଭାବନା ?

ଭୁବନେଶ୍ୱର: ନିର୍ବାଚନ ରଣଭୂମିରେ ମୁହାଁମୁହିଁ । ଆରୋପ-ପ୍ରତ୍ୟାରୋପ, କଥା କଟାକଟି। ଜନତାଙ୍କ ଆଗରେ ପରସ୍ପର ବିରୋଧରେ ବିଷ ଓଗାଳୁଛନ୍ତି ବିଜେଡି ଓ ବିଜେପି ନେତା । ହେଲେ ଫଳାଫଳ ଘୋଷଣା ପରେ ରହିଛି କି ପ୍ୟାଚ୍-ଅପ ସମ୍ଭାବନା ? ଉଭୟ ଦଳ ଭିତରେ ରହିଛି କି ଭିତିରି ବୁଝାମଣା ? ମେଣ୍ଟ ନକରି…

ସ୍ୱାଧୀନ ବାଟ ଆପଣାଇ ଘସିପୁରା ନିର୍ବାଚନ ମଇଦାନକୁ ଓହ୍ଲାଇଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦୁଝରର ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଘୋଷଣା ତାଙ୍କ ନିର୍ବାଚନୀ ଅଭିଳାଷକୁ ନେଇ ଚାଲିଥିବା ଗୁଜବକୁ ବନ୍ଦ କରି ଦେଇଛି। କେନ୍ଦୁଝର…