Latest Odisha News

BREAKING NEWS

Browsing Category

ରାଜନୀତି

ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି ବିରୋଧି: ପାଣ୍ଡିଆନ

ଭୁବନେଶ୍ଵର: ଏଭଳି ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ବାସ ହରାଉଛି । ବର୍ଷକ ତଳେ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୁରା ଭାଙ୍ଗି ଯାଇଛି । ତାଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି, ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି…

ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମା ସମଲେଇ ମନ୍ଦିର ପାଖରୁ ବିଶାଳ…

ନାମାଙ୍କନ ଭରିଲେ ଅରୁପ୍ ପଟ୍ଟନାୟକ; କହିଲେ, ପୁରୀବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି

ପୁରୀ: ନାମାଙ୍କନ ପତ୍ର ଦାଖଲ କଲେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୁପ୍ ପଟ୍ଟନାୟକ । ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଅରୁପ୍ । ବଗଲାଧର୍ମଶାଳା ଠାରୁ ଏକ ବଡ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ବିରାଟ ପଟୁଆ ଧରି ଅରୁପ୍…

ବିଜେଡି ଛାଡିଲେ ଅନୁଭବ ପଟ୍ଟନାୟକ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅନୁଭବ । ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ ଟିକେଟ୍‌ ଆଶାୟୀ ଥିଲେ। ମାତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା…

‘ଭୋଟ୍ ନଦେଲେ ବିଜୁଳି କାଟି ଦିଆଯିବ’: କଂଗ୍ରେସ ବିଧାୟକଙ୍କ ଧମକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପ୍ରଚାର କ୍ଷେତ୍ରରେ ବିଭିନ୍ନ ପ୍ରକାରର ବିବାଦୀୟ ଘଟଣା ସାମ୍ନାକୁ ଆସୁଛି। କେଉଁଠି ସମ୍ବିଧାନ ହଟାଇବା ଏବଂ ସଂରକ୍ଷଣକୁ ନେଇ ବିବାଦ ଦେଖାଦେଇଛି ତ ଆଉ କେଉଁଠି ସାମ୍ପ୍ରଦାୟିକ ପ୍ରସଙ୍ଗରେ ବିତର୍କ ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ କର୍ଣ୍ଣାଟକର ଜଣେ…

ଆସିଲା ବିଜେଡିର ବଳକା ଥିବା ପାର୍ଥୀ ତାଲିକା

ଭୁବନେଶ୍ଵର: ଆସିଲା ବିଜେଡିର ବାକି ଥିବା ପାର୍ଥୀ ତାଲିକା । ୩ ବିଧାନସଭା ଆସନର ପାର୍ଥୀ ଘୋଷଣା କଲା ବିଜେଡି । ପାର୍ଥୀ ଘୋଷଣା କଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଖଣ୍ଡପଡାରୁ ସାବିତ୍ରୀ…

ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ…

ଭୁବନେଶ୍ବର: ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥି ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଠାରେ ପ୍ରାର୍ଥିପତ୍ର ଦାଖଲ କଲେ ସାଂସଦ ପ୍ରାର୍ଥିନୀ  ଅପରାଜିତା ଷଡ଼ଙ୍ଗୀ । ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ…

ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ: କଂଗ୍ରେସ ଯଦି ଟିକେଟ ଦିଏ ତେବେ ମୁଁ କଙ୍ଗନାଙ୍କୁ ହରେଇ ଦେବି

ମୁମ୍ବାଇ: ଟେଲିଭିଜନର ମୋଷ୍ଟ କଣ୍ଟ୍ରୋଭର୍ସିଆଲ ଅଭିନେତ୍ରୀ ରାଖୀ ସାୱନ୍ତ ପ୍ରତ୍ୟେକ ଦିନ କିଛି ନା କିଛି କାରଣ ପାଇଁ ବିବାଦ ଘରେ ନଜର ଆସନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ ସହ କର୍ମଜୀବନ ସମ୍ପର୍କରେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲୁଥିବା ନଜର ଆସୁଛି। ବର୍ତ୍ତମାନ ପୁଣି…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ବଢିଲା ଭୋଟିଂ ଟାଇମ

ନୂଆଦିଲ୍ଲୀ: ନିର୍ବାଚନର ଉଷ୍ମତା ଯେତିକି ବଢିଚାଲିଛି ଗ୍ରୀଷ୍ମ ପ୍ରବାହର ତାତି  ମଧ୍ୟ ସେତିକି ଶୀର୍ଷରେ ରହିଛି। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସତର୍କ ଅଛନ୍ତି । ବିହାର ପରେ ନିର୍ବାଚନ ଆୟୋଗ ତେଲଙ୍ଗାନାରେ ଭୋଟ ସମୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।ପୂର୍ବ ସମୟ…

କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ବିତୀୟ ନିର୍ବାଚନ କ୍ଷେତ୍ର ଭାବେ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କଲେ କଣ୍ଟାବାଞ୍ଜି ବିଧାନସଭା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସରେ…