Latest Odisha News

BREAKING NEWS

Browsing Category

ରାଜନୀତି

ପାଞ୍ଚ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ ଏହି ନେତାମାନଙ୍କୁ

ଭୁବନେଶ୍ୱର: ବିଜେଡି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଘୋଷଣା ହୋଇଥିବା ଛଅ ବିଧାନସଭା ଆସନରୁ  ବରୀ ବିଧାୟକ ସୁନନ୍ଦା ଦାସ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏବଂ ବାଲିକୁଦା ଏରସମାରୁ ରଘୁ ନନ୍ଦନ ଦାସ ଏବଂ ରାଘନାଥପାଲିରୁ ସୁବ୍ରତ ତରାଇଙ୍କ ଟିକେଟ୍ କଟିଛି।…

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା

ଭୁବନେଶ୍ଵର: ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା । ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ୧୩୫ ପାର୍ଥୀ ତାଲିକା ଘୋଷଣା ସରିଥିବା ବେଳେ ଆଉ ୧୨ ଟି ବିଧାନସଭା ପାର୍ଥୀ ଘୋଷଣା ବାକି ଥିଲା । ସେଥିରୁ ଆଜି…

ଆସନ୍ତା ୨୪ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ହିଞ୍ଜିଳିରୁ ଭୋଟଭିକ୍ଷା ଆରମ୍ଭ

ଭୁବନେଶ୍ୱର: ଭୋଟ୍‍ ଆଉ ୩ ସପ୍ତାହ। ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ଦିନକୁ ଦିନ ରାଜନୈତିକ ପରିବେଶ ଗରମ ହେଉଥିବା ବେଳେ ପ୍ରତିଟି ଦଳ ପକ୍ଷରୁ କିପରି…

ଜୟପୁର ବିଧାନସଭା ବିଜେପିରୁ ଲଢ଼ିବେ ଗୌତମ ସାମନ୍ତରାଏ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ରବିବାର ଦିନ କୋରାପୁଟ ଜିଲ୍ଲାର ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଜୟପୁର ବିଧାନସଭା ବିଜେପିରୁ ଲଢ଼ିବେ ଗୌତମ ସାମନ୍ତରାଏ । ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟ କହିଛି ଯେ କୋରାପୁଟ ଲୋକସଭା…

ଯେଉଁମାନେ ନିର୍ବାଚନରେ ​​ଜିତିପାରନ୍ତି ନାହିଁ ସେମାନଙ୍କୁ ରାଜ୍ୟସଭା ମାଧ୍ୟମରେ ଜିତାଇ ଦିଆଯାଉଛି: ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ସମାପ୍ତ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। ବିଜେପିର ଷ୍ଟାର ପ୍ରଚାରକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାଜସ୍ଥାନର ଜାଲୋରରେ ପହଞ୍ଚିଛନ୍ତି। ଏଠାରେ ସମ୍ବୋଧିତ କରିବା ବେଳେ…

କଂଗ୍ରେସକୁ ବଡ଼ ଝଟକା: ଦଳୀୟ ପ୍ରାର୍ଥୀଙ୍କୁ ମିଳିଲାନି ଗୋଟିଏ ବି ପ୍ରସ୍ତାବକ, ନିର୍ବାଚନ ଅଧିକାରୀ ଖାରଜ କଲେ…

ସୁରାଟ: ଗୁଜୁରାଟରେ କଂଗ୍ରେସକୁ ବଡ଼ ଝଟକା। ସୁରାଟରୁ ଦଳର ଲୋକସଭା ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କ ନାମାଙ୍କନପତ୍ ଖାରଜ କରିଦିଆଯାଇଛି। କାରଣ ତାଙ୍କର ତିନିଜଣ ପ୍ରସ୍ତାବକ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ଲିଖିତ ସତ୍ୟପାଠରେ ଦାବି କରିଛନ୍ତି ଯେ ସେ ତାଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ…

ବିଜେପି ପାଇଁ ଖୁସି ଖବର, ଏନଡିଏକୁ ସମର୍ଥନ ଘୋଷଣା କଲେ ଚିରଞ୍ଜୀବୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ବିଜେପିକୁ ବଡ ଖୁସି ଖବର । ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପାଇଁ ମେଗାଷ୍ଟାର ଚିରଞ୍ଜୀବୀ ଟିଡିପି-ଜନସେନା-ବିଜେପି ସହଯୋଗୀ ଦଳକୁ ସମର୍ଥନ କରିଛନ୍ତି । ୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜନ ପରେ କଂଗ୍ରେସର ପୂର୍ବତନ ଏମ୍‌ପି ତଥା କେନ୍ଦ୍ର ମନ୍ତ୍ରୀ…

ଅବଶିଷ୍ଟ ଆସନ ଘୋଷଣା ପୂର୍ବରୁ ତିନି ଦଳ ମଧ୍ୟରେ ଛକାପଞ୍ଝା, ଜାଣନ୍ତୁ କେଉଁ ଦଳକୁ କ’ଣ ଚିନ୍ତା?

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କେତେକ ଆସନରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନି। କାରଣ ଏଭଳି କିଛି ଆସନ ରହିଛି ଯେଉଁଠି ତିନି ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।…

ବିରୋଧୀଙ୍କ ତୀବ୍ର ସମାଲୋଚନା ବେଳେ ଇଡିର ପିଠି ଥାପୁଡାଇଲେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲ ଏସିଆନେଟକୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ଯେତେବେଳେ ବିରୋଧୀ ଇଡି, ସିବିଆଇର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇ କଡା ସମାଲୋଚନା କରୁଛନ୍ତି ସେହି…

ପାଞ୍ଚ ବର୍ଷର ବିରତି ପରେ ରାଉରକେଲାବାସୀଙ୍କ ଆସ୍ଥା ଭାଜନ ହୋଇପାରିବେ ତ ଦିଲ୍ଲୀପ ରାୟ?

ରାଉରକେଲା: ଇସ୍ପାତ ନଗରୀ ଭାବେ ପରିଚିତ ରାଉରକେଲାରେ ବିଧାନସଭା ନିର୍ବାଚନରେ ଏକ ହାଇପ୍ରୋଫାଇଲ ନିର୍ବାଚନୀ ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ଏହି ଲଢ଼େଇରେ ବିଜେପିର ଦିଲ୍ଲୀପ ରାୟ ଓ ବିଜେଡିର ସାରଦା ନାୟକ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଉରକେଲାର…