Latest Odisha News

BREAKING NEWS

Browsing Category

ରାଜନୀତି

ମେଣ୍ଟ ଚର୍ଚ୍ଚା: ରାତି ରାତି ବଦଳୁଛି ବିଜେପି ନେତାଙ୍କ ବୟାନ

ଭୁବନେଶ୍ବର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ନିର୍ବାଚନ ପୂର୍ବରୁ ମେଣ୍ଟ ହେବା ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପି ନେତାଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିଛି। ଦୁଇ ଦିନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ…

ନିିଜ ଅଭିଭାଷଣ ପ୍ରତି ଅଧିକ ସତର୍କ ରହିବାକୁ ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସାର୍ବଜନୀନ ଅଭିଭାଷଣରେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ନିର୍ବାଚନ କମିଶନ କହିଛନ୍ତି। ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡ଼ା, କଂଗ୍ରେସରେ ଦେଲେ ଯୋଗ

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି କଂଗ୍ରେସ ଦଳରେ ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଦଳରେ ଏବେ ଆରମ୍ଭ ହୋଇଛି ଘର ବାହୁଡ଼ା ପର୍ବ। ଦଳକୁ ଫେରିଲେ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଆଜି ସେ ନୂଆଦିଲ୍ଲୀସ୍ଥିତ କଂଗ୍ରେସ…

ଆମେଠୀରୁ ରାହୁଲ, ରାଏବରେଲିରୁ ପ୍ରିୟଙ୍କା ଲଢ଼ିବା ନେଇ ଚର୍ଚ୍ଚା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ଗଠବନ୍ଧନ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଆମେଠୀରୁ ଲଢ଼ିବେ ନା ନାହିଁ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ରାହୁଲ କେଉଁ ଆସନରୁ ଲଢ଼ିବେ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ କଂଗ୍ରେସର ଜଣେ…

ମେଟ୍ରୋ ସେବାରେ ଉତ୍ତରପ୍ରଦେଶର ନୂଆ ରେକର୍ଡ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଦେଶରେ ନୂଆ ରେକର୍ଡ ସୃଷ୍ଟି କରିଛି । ୟୁପି ଦେଶର ପ୍ରଥମ ରାଜ୍ୟ ଯେଉଁଠି ଅଧିକାଂଶ ସହରରେ ମେଟ୍ରୋ ସୁବିଧା ରହିଛି । ଆଜି ଆଗ୍ରା ମେଟ୍ରୋର ଉଦଘାଟନ ସହିତ ଉତ୍ତରପ୍ରଦେଶ ଏହି ରେକର୍ଡ ହାସଲ କରିଛି । ମେଟ୍ରୋ ସେବା ଆଗ୍ରାର ୨୬ ଲକ୍ଷ ବାସିନ୍ଦା ଏବଂ ସହରକୁ…

ଟିକେଟ୍ କସରତ, ଅପରାହ୍ଣରେ ନବୀନ ଡାକିଲେ ବୈଠକ

ଭୁବନେଶ୍ବର: ଅପରାହ୍ନରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ସାଢେ ୩ଟା ସମୟରେ ନବୀନ ନିବାସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ତେବେ ଆସନ୍ତା ୨୦୨୪ ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଏହି ବୈଠକରେ…

ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ବର: ଓଡ଼ିଶାଗସ୍ତ ସାରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ପରେ ବିଜେପି ନେତାଙ୍କୁ ଦିଲ୍ଳୀ ଡାକରା । ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି | ସନ୍ଧ୍ୟା ୫ ଟା ବେଳେ ଦିଲ୍ଲୀରେ ବସିବା ଗୁରୁତ୍ୱପୂର୍ଣ୍ଣ ବୈଠକ | ଅପରାହ୍ନରେ…

ପଦ୍ମଧରିଲେ ନାଲକୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତି ଦଳ ନିଜ ନିଜର ବହୁମତ ପାଇଁ ଆସନ ହାତେଇବାକୁ ପ୍ରସ୍ତୁତ ହେଉଛନ୍ତି  । ଏହି ସମୟରେ କିଛି ନେତା କର୍ମୀଙ୍କ ଦଳ ଅଦଳବଦଳ ମଧ୍ୟ ଜାରି ରହିଛି । ଲଗାତାର କିଛି ଦିନ ହେବ ବିଜେପି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ…

ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କୋଲକାତା: ଶାକାର ହେଲା ଶହେ ବର୍ଷର ସ୍ବପ୍ନ। ପାଣି ତଳେ ଚାଲିଲା ମେଟ୍ରୋ ରେଳ। ପଶ୍ଚିମବଙ୍ଗରେ ଦେଶର ପ୍ରଥମ ଅଣ୍ଡର ଓ୍ବାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସବୁଜ ପତାକା ଦେଖାଇ ଏହି ଅଣ୍ଡରଓ୍ବାଟର ମେଟ୍ରୋକୁ ଉଦଘାଟନ କରିଛନ୍ତି ମୋଦୀ। ଉଦଘାଟନ…

ନେତା ମାଳ ମାଳ, ବିଦ୍ରୋହ ଆଶଙ୍କା: ବିଜେଡିକୁ ଘାରିଛି ‘ଭୁବନେଶ୍ୱର’ ଚିନ୍ତା

ଭୁବନେଶ୍ୱର: ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ବିଜେଡିକୁ ଘାରିଛି ଦଳରେ ବିଦ୍ରୋହ ଆଶଙ୍କା। ୧୪୭ ଆସନରେ ଯଦିଓ ଦାବିଦାର ଅନେକ ଅଛନ୍ତି କିନ୍ତୁ ସେଥିମଧ୍ୟରୁ ବିଦ୍ରୋହ ଆଶଙ୍କା କମ୍ ରହିଛି। ହେଲେ ରାଜଧାନୀ ଭୁବନେଶ୍ବରରେ ଆଶାୟୀଙ୍କ ସଂଖ୍ୟା ଯେମିତି ବିଦ୍ରୋହୀଙ୍କ ସଂଖ୍ୟା ସେପରି। ଉତ୍ତର,…