Latest Odisha News

BREAKING NEWS

Browsing Category

ରାଜନୀତି

ଛତିଶଗଡରେ ଗରିବ ଅସ୍ତ୍ରରେ ମୋଦିଙ୍କ ଆକ୍ରମଣ, ବସ୍ତର ବନ୍ଦ କରିଦେଲା କଂଗ୍ରେସ!

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟକୁ ମାରାଥନ ଗସ୍ତ କରୁଛନ୍ତି। ଏହି କ୍ରମରେ ମୋଦି ଛତିଶଗଡ଼ ଗସ୍ତ କରିଛନ୍ତି। ଛତିଶଗଡ଼ ଜଗଦଲପୁରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବିହାରରେ…

‘କାଳେ ବେଦାନ୍ତ ପ୍ରସଙ୍ଗ ଉଠାଇବେ ତେଣୁ ମିଳିମିଶି ଗୃହକୁ ଅଚଳ କରିଦେଲେ ବିଜେପି-ବିଜେଡି’

ଭୁବନେଶ୍ୱର: ବିଜେଡି ଓ ବିଜେପି ମିଶି ବିଧାନସଭାକୁ ବନ୍ଦ କରୁଛନ୍ତି। କାଳେ ବେଦାନ୍ତ ଜମି ପ୍ରସଙ୍ଗରେ ଆଲୋଚନା ହେବ ସେଥିପାଇଁ ଉଭୟେ ମିଳିମିଶି ଗୃହକୁ ବନ୍ଦ କରି ଦେଇଛନ୍ତି ବିଜେଡି-ବିଜେପି । ଏମିତି କହି ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଯଦି…

ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୪ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବି

ଭୁବନେଶ୍ୱର: ସୁରୁଖୁରୁରେ ଚାଲିପାରୁନି ବିଧାନସଭା । ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତାକାଲି ସରିବାକୁ ଥିବାବେଳେ ଆଜି ମଧ୍ୟ ବିରୋଧିଙ୍କ ହଟ୍ଟଗୋଳ ପାଇଁ ମୁଲତବି ରହିଲା ଗୃହ । ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ବିରୋଧି ନାରାବାଜି କରିବା ଆରମ୍ଭ କରିଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ…

ଏସସିବିରେ ବିଦ୍ୟୁତ ବିଭ୍ରାଟ ପରେ ପାଣି ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ଓ ବ୍ୟସ୍ତବହୁଳ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ବିଜୁଳି ସମସ୍ୟା ପରେ ପାଣି ସମସ୍ୟା ଦେଖାଦେଇଛି। ଫଳରେ ରୋଗୀ ଓ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ବିଜୁଳି ସମସ୍ୟା ନେଇ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ…

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ: ରାଜନୀତିରେ କେବଳ ନିର୍ବାଚନ ଜିତିବା ସବୁ କିଛି ନୁହେଁ, ଲୋକଙ୍କ ସେବା ସର୍ବୋପରି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଏହି ଜନସମ୍ପର୍କ ପଦଯାତ୍ରାକୁ ନେଇ ବିଜେଡି-ବିଜେପି ମଧ୍ୟରେ ଚାଲିଛି ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।…

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ସୌମ୍ୟ ପଟ୍ଟନାୟକ: ଜୟନାରାୟଣ

ଭୁବନେଶ୍ୱର: ଦିନକ ପରେ ୪୦ ବର୍ଷରେ ପଦାର୍ପଣ ଦୈନିକ ଖବରକାଗଜ ‘ସମ୍ବାଦ’ । ହେଲେ ତା ପୂର୍ବରୁ ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ ସମ୍ପାଦକ ପଦରୁ ଛାଡିବା ପରେ ସବୁ ଦାୟିତ୍ୱ ଝିଅ ତନୟା ପଟ୍ଟନାୟକଙ୍କୁ ଦେଇଛନ୍ତି । ଏବେ ସମ୍ବାଦର ନୂଆ…

ମୋଦୀଙ୍କ ତେଲଙ୍ଗାନା ଗସ୍ତ ପୂର୍ବରୁ ବିଜେପି-ବିଆର୍‌ଏସ୍‌ ମଧ୍ୟରେ ପୋଷ୍ଟର ୱାର୍

ହାଇଦ୍ରାବାଦ: ଆସୁଛି ନିର୍ବାଚନା। ସଜବାଜ ହେଉଛନ୍ତି ସମସ୍ତ ଦଳର ନେତା। ନିଜ ଦଳର କ୍ଷମତା ପ୍ରଦର୍ଶନ କରିବା ଲାଗି କିଛି ନେତା କିଛି ରାଜ୍ୟ ଗସ୍ତ କରି ସମ୍ବୋଧିତ ମଧ୍ୟ କରୁଛନ୍ତି। ଏହାକୁ ବିରୋଧ ମଧ୍ୟ କରୁଛନ୍ତି ବିରୋଧୀ ନେତା। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର…

ରାହୁଲ କହିଲେ ଏମପିରେ ହେବ ଗାନ୍ଧୀ ଗୋଡସେ ଲଢେଇ

ଭୁବନେଶ୍ୱର: ସରଗରମ ହେଉଛି ମଧ୍ୟପ୍ରଦେଶ ରାଜନୀତି। ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭିନ୍ନ ଭିନ୍ନ ସର୍ଭେ ରିପୋର୍ଟ ବି ଆସୁଛି। ବିଜେପି ନିଜର ରଣନୀତି ବଦଳାଇବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନଙ୍କୁ ନିର୍ବାଚନ ମଇଦାନକୁ ଓଲ୍ହାଉଛି। କିନ୍ତୁ ଟାଇମସ ନାଓ ନବଭାରତ ପକ୍ଷରୁ…

ବାଲେଶ୍ୱର ସଦରରେ ଏଥର ଜୀବନ ପ୍ରଦୀପ ଖେଳିବେ ଖେଳ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେଉଁ କେତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ହେଉଛି ସେଥିମଧ୍ୟରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ୟତମ। ୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ଦଖଲକୁ ଯାଇଥିଲା। ଲଗାତର ଦୁଇଥର ବିଜେଡି ଟିକେଟରୁ ଜିତିଥିବା ଜୀବନ…

ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ଜୟନାରାୟଣ: ବିଜେଡି କହିଲା, ‘ଏଠି କେହି ଅସୁରକ୍ଷିତ ନୁହଁନ୍ତି’

ଭୁବନେଶ୍ୱର:ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ   ବିରୋଧୀ ଦଳ ନେତା ଜୟନାରାୟଣ  ମିଶ୍ର ।  ଜୟାରାୟଣ କହିଲେ,  ମୋ ଜୀବନ ପ୍ରତି ବିପଦ ଅଛି। ମୋର ଯାହା ହେବ ସେଥିପାଇଁ ନବୀନ ବାବୁ ଦାୟୀ ରହିବେ ଗତ କିଛି ଦିନହେବ ସରକାର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ…