Latest Odisha News

BREAKING NEWS

Browsing Category

ରାଜନୀତି

ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ପର୍ସେଣ୍ଟେଜର ସରକାର ଚାଲିଛି: ମନମୋହନ ସାମଲ

ଭୁବନେଶ୍ୱର/କେନ୍ଦୁଝର:ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଫୋକସରେ ସର୍ବଦା ଓଡିଶା ରହିଆସିଛି । କଂଗ୍ରେସ ନେତୃତ୍ୱ ୟୁପିଏ ଶାସନରେ  ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୨ଲକ୍ଷ ୮୩ ହଜାର କୋଟି ଟଙ୍କା ମିଳିଥିବାବେଳେ ମୋଦି ସରକାର ଅମଳରେ ଗତ ୯ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର କୋଟି…

ବିଜେପିକୁ କେରଳ ଝଟକା, ମିଳିଲା ମାତ୍ର ୫ ପ୍ରତିଶତ ଭୋଟ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ କେରଳରେ ବଡ଼ ଝଟକା ଲାଗିଛି। ଭାରତର ପ୍ରମୁଖ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ବଡ଼ ପରାଜୟ ପରେ କୌଣସି ଦକ୍ଷିଣ ରାଜ୍ୟରେ ଦଳର ସ୍ଥିତି ଭଲ ନାହିଁ। କିନ୍ତୁ ଅନ୍ୟତମ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାରେ ଦଳ ଭଲ ପ୍ରଦର୍ଶନ କରି କ୍ଷମତାକୁ…

ଏମପିରେ ମୋଦିଙ୍କ ଆଶୀର୍ବାଦ ସହ ରାହୁଲଙ୍କ ଆକ୍ରୋଶ ଲଢେଇ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି। କ୍ଷମତା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଏଠାରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳ ଲୋଭନୀୟ ଯୋଜନା ଓ ପ୍ରତିଶ୍ରୁତି ମାଧ୍ୟମରେ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ କରିଛନ୍ତି।…

ସୌମ୍ୟଙ୍କୁ ପୁଣି ବିଜେଡି ବାଣ: ଦଳ ଛାଡି ସମ୍ପାଦକୀୟ ଲେଖିବାକୁ କହିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ଵର:ଅରୁଣ ସାହୁ, ଅତନୁ ସବ୍ୟସାଚୀଙ୍କ ପରେ ସୌମ୍ୟଙ୍କୁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ କଟାକ୍ଷ   । ସୌମ୍ୟଙ୍କୁ ସମାଲୋଚନ କରି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଦଳରେ ରହି ଦଳର ନେତା, ସରକାରଙ୍କୁ ସେ ନିରନ୍ତର ସମାଲୋଚନା କରୁଛନ୍ତି । ଏପରି କରିବାକୁ ବ୍ଲାକମେଲ ଟାକ୍ଟିସ…

ସୌମ୍ୟ ବାବୁଙ୍କର ସାହାସ ଅଛି, ସେ ସତକଥା ସାମ୍ନାକୁ ଆଣିଛନ୍ତି-ସାଂସଦ ଅପରାଜିତା

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାହାସ ଅଛି । ସେ ଜଣେ ଅଭିଜ୍ଞ ଲୋକ । ତାଙ୍କ ପାଖରେ ବହୁତ ଅନୁଭବ ରହିଛି । ଜ୍ଞାନ ରହିଛି । ସେ ଭଲ ଲେଖାଲେଖି କରନ୍ତି । ସେ  ସାହାସ କରି ସତ କଥାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି । ଏମିତି କହି ସୌମ୍ୟଙ୍କ ସମର୍ଥନ ଦେଲେ ସାଂସଦ…

ଦଳରୁ ସୌମ୍ୟ ରଞ୍ଜନ ବିଦା ହେବେ, ଏହି ଶବ୍ଦ ବ୍ୟବହାର କରି ବିଜେଡି କରିବ ବହିଷ୍କାର!

ଭୁବନେଶ୍ୱର: ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କେଉଁ ଆଧାରରେ ଦଳ ନିଲମ୍ବନ ବା ବହିଷ୍କାର କରିବ ସେ ନେଇ ବାଟ ପାଇଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଏହି ବିଧାୟକଙ୍କୁ ବହିଷ୍କାର କରିବା ନେଇ ଦଳ ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି। ଅପେକ୍ଷା କେବଳ ଶୀର୍ଷ କ୍ଷମତା …

ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଓ ରାଜ୍ୟ ସଂଯୋଜକ ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଆଜି ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ରାଜ୍ୟ ସଂଯୋଜକଙ୍କ ନାମ…

ଅରୁଣ ଓ ଅତନୁଙ୍କୁ ସୌମ୍ୟ କାହିଁକି କହିଲେ ବ୍ଲାକମେଲିଂ ଶବ୍ଦର ପ୍ରକୃତ ଅର୍ଥ ଜାଣିନାହାନ୍ତି?

ଭୁବନେଶ୍ୱର: ଶାସକ ଦଳ ବିଜେଡିର ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି। ଜଣେ ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଏବେର ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ। ଯାହାର ଜବାବ ଦେବାକୁ ଯାଇ ସୌମ୍ୟ କହିଛନ୍ତି, ତାଙ୍କ…

ରାଜସ୍ଥାନ ଯିବେ ପ୍ରିୟଙ୍କା, ସେପଟେ ଆଶାୟୀଙ୍କ ସହ ଲଢୁଛି ବିଜେପି!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳର ଆଗଧାଡ଼ିର ନେତାମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆସନ୍ତା ୧୦…

କାହାର ହେବ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର!

ଭୁବନେଶ୍ୱର: ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଶାୟୀ ପ୍ରାର୍ଥୀ ମାନେ ତତ୍ପର ହୋଇଉଠିଲେଣି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭିନ୍ନ ଭିନ୍ନ ଅଙ୍କାକଷା ଆରମ୍ଭ କରିଛନ୍ତି। କିନ୍ତୁ ଏସବୁ ଭିତରେ ରାଜ୍ୟର ଏମିତି କିଛି…