Latest Odisha News

BREAKING NEWS

Browsing Category

ରାଜନୀତି

‘ହାରିବା ଭୟରେ ହିଂସାକୁ ଆପଣାଇଛି ବିଜେଡି’

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ନିର୍ବାଚନୀ ହିଂସା ଓ ପାଣ୍ଡିଆନଙ୍କ ଦ୍ବାରା ଓଡ଼ିଆ ବରପୁତ୍ରଙ୍କୁ ଅପମାନ କୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ବିଜେଡିର ନେତା ମାନେ ଏବେ ରକ୍ତମୁଖା ହୋଇଯାଇଛନ୍ତି । ନିର୍ବାଚନ ଯେତେ…

ଜଟଣୀରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ଵର: ସାଧାରଣ ନିର୍ବାଚନ ପାଇଁ ଚାରିଆଡ଼େ ନିର୍ବାଚନୀ ଉଷ୍ମତା ଲାଗିରହିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାରକୁ ଜୋରଦାର କରୁଛନ୍ତି। ଏହାରିଭିତରେ ଭୁବନେଶ୍ଵର ସାଂସଦ ପାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ପାଇଁ ପ୍ରଚାର କରିବାକୁ ଜଟଣୀରେ…

‘ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି, ବିଜେପି ସରକାର ଆସିଲେ ଉପଯୁକ୍ତ ପ୍ରାପ୍ୟ ମିଳିବ’

ରାଉରକେଲା: ଚାଲିଛି ନିର୍ବାଚନର ପର୍ବ । ଓଡିଶାରେ ଘନ ଘନ ପ୍ରଚାର କରୁଛନ୍ତି କେନ୍ଦ୍ରୀୟ ନେତା । ଆଜି ମଧ୍ୟ ରାଉରକେଲାର ନିର୍ବାଚନୀ ସଭାରେ ଯୋଗ ଦେଇ ବିରୋଧୀଙ୍କ ଉପରେ ଗର୍ଜିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୫ ଟି ରେ ଜିତିବ ବିଜେପି ଏବଂ ୧୪୭ଟି…

କଣ୍ଟାବାଞ୍ଜିରେ `ନବୀନ’ କାର୍ଡ

ଭୁବନେଶ୍ବର: କଣ୍ଟାବାଞ୍ଜି ଲଢେଇରେ ନବୀନ ଟୁଇଷ୍ଟ। ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ଗତଥର ବିଜେପୁର ଫର୍ମୂଲା ସଫଳତା ଆଣିବା ପରେ ଏଥର ପଶ୍ଚିମ ଓଡିଶାରେ ବିଜେଡି ଚଳାଇଛି ନବୀନ ଗୋଟି। ଗତଥର କଣ୍ଟାବାଞ୍ଜିରେ କଂଗ୍ରେସର ହେଭିଓ୍ବେଟ୍…

ସୁନ୍ଦରଗଡରେ ଜୁଏଲ୍ ନା ଦିଲ୍ଲୀପ ?

ଭୁବନେଶ୍ବର: ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଲଢେଇ । ସୁନ୍ଦରଗଡ ମହାସମରରେ ଏଥର ପୁଣି ଜୁଏଲ-ଦିଲ୍ଲୀପ ମୁକାବିଲା । ପୂର୍ବରୁ ୨୦୧୪ରେ ଉଭୟଙ୍କ ଟକ୍କରରେ ବାଜି ମାରିଥିଲେ ଜୁଏଲ୍ ଓରାମ । ଏଥର ସୁନ୍ଦରଗଡ ଗ୍ରାଉଣ୍ଡରେ କିଏ ମାରିବେ ଗୋଲ୍‌? ବିଜେପିରୁ ହେଭିୱେଟ୍ ଜୁଏଲ ଓରାମ ଓ ବିଜେଡିରୁ…

ବାଜିବ ଶଙ୍ଖ ନା ଫୁଟିବ ପଦ୍ମ !

ଭୁବନେଶ୍ବର: ୨୫ବର୍ଷ ହେଲା ବିଜେଡି ଦଖଲରେ ରହିଥିବା ଆସିକା ଲୋକସଭାରେ ଏଥର ଆରପାରର ଲଢେଇ। ବିଜେଡି ଯୁବ ଚେହେରା  ରଞ୍ଜିତା ସାହୁଙ୍କୁ ମଇଦାନକୁ ଓହ୍ଲାଇଛି ତ ଅନିତା ଶୁଭଦର୍ଶିନୀଙ୍କୁ ରିପିଟ୍ କରିଛି ବିଜେପି । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦେବକାନ୍ତ ଶର୍ମା । ତେବେ ବିଜେଡି ଓ ବିଜେପି…

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି, ଭୀମ ଭୋଇଙ୍କୁ କେବଳ କବି କହି ସମ୍ବୋଧନ କଲେ ପାଣ୍ଡିଆନ

ସମ୍ବଲପୁର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ଜୋରସୋରରେ ଲାଗିପଡିଛନ୍ତି ସମସ୍ତ ଦଳ । ଏହା ମଧ୍ୟରେ ଆଜି ସମ୍ବଲପୁରରେ ଜନସଭାକୁ ସମ୍ବୋଧିତ କରିବା ବେଳେ ଏମିତି କିଛି ଭୁଲ ଭଟକା କଥା କହିଦେଲେ ବରିଷ୍ଠ ନେତା ଭିକେ ପାଣ୍ଡିଆନ ଯାହାକୁ…

ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ରଙ୍କ ସହ ଆଉ ଦୁଇ ନେତା

ଭୁବନେଶ୍ବର: ବିଜେପିରୁ ବହିଷ୍କୃତ ହେଲେ ତିନି ବରିଷ୍ଠ ନେତା । ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କୃତ କରାଯାଇଥିବା ସୂଚନା ରହିଛି । ବିଜେପି ଟିକେଟ୍ ନଦେବାରୁ ମାହାଙ୍ଗାରୁ ଶାରଦା…

‘ପୁଣି କ୍ଷମତାକୁ ଆସିଲେ ବିଜୁଳି ବିଲ୍ ଛାଡ କରିବି’

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଠାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଏହି ସମୟରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ । ଏହା ସହିତ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ…

୧୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ ରୋଡ ଶୋ’

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୧୯ ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ସେହିଦିନ ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବେ ମୋଦି । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ୧୯…