Latest Odisha News

BREAKING NEWS

Browsing Category

ରାଜନୀତି

ସହରାଞ୍ଚଳ ଗରୀବ ବସ୍ତି ବାସିନ୍ଦାଙ୍କ ସହ ରାଜନୀତି ନକରି ସମସ୍ତଙ୍କୁ ପଟ୍ଟା ଦିଅନ୍ତୁ ସରକାର: ମନମୋହନ

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳକୁ ଲଗାତାର ଘେରୁଛନ୍ତି ବିରୋଧୀ ଦଳ। ବର୍ତ୍ତମାନ ଜାଗା ମିଶନକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ନକଲି ଲ୍ୟାଣ୍ଡ ରେକର୍ଡ ସାର୍ଟିଫିକେଟ ବାଣ୍ଟୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।…

ବିଜେଡି ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଇପାରନ୍ତି, ଓଡ଼ିଶା ଦେଖିଛି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ଏବେ ସୋସିଆଲ ମିଡିଆରେ ଚାଲିଛି ବାକ୍ ଯୁଦ୍ଧ। ବିଜେଡ଼ି ପ୍ରବକ୍ତା ସସ୍ମିତ ପାତ୍ରଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିଛି ବିଜେପି। ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟ୍ୱିଟ୍ କରି ସସ୍ମିତ ପାତ୍ରଙ୍କୁ ଦେଇଛନ୍ତି ଉତ୍ତର। ସେ କହିଛନ୍ତି,…

ଅପରାଜିତାଙ୍କୁ ଆକ୍ରମଣ ପ୍ରସଙ୍ଗ, ଔଷଧ ବିକଳରେ ବିଜେଡି ତାଟିଆ କାମୁଡୁଛି କହିଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦଙ୍କ ଉପରେ ବିଜେଡିର ପ୍ରାୟୋଜିତ ଆକ୍ରମଣକୁ ନେଇ ଜୋର ଧରିଛି ରାଜନୀତି। ଗତକାଲି ଭୁବନେଶ୍ୱର ସାଂସଦଙ୍କ ଉପରେ ଶାସକ ବିଜେଡିର ପ୍ରାୟୋଜିତ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି କହିଛି ବିଜେପି। ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭାବରେ ବିଜୁ ଜନତା ଦଳ ଏବଂ ରାଜ୍ୟ…

ଏମପିରେ କଂଗ୍ରେସ ଗ୍ୟାରେଣ୍ଟିକୁ ଟକ୍କର ଦେବ ଶିବରାଜଙ୍କ ରାକ୍ଷୀ ଉପହାର !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ପାଞ୍ଚୋଟି ନିର୍ବାଚନ ଗ୍ୟାରେଣ୍ଟି ଶାସକ ବିଜେପିର ମୁଣ୍ଡବିନ୍ଧାର କାରଣ ହୋଇଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ଏମପିର ବିଜେପି ସରକାର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବହୁ ଯୋଜନା ଘୋଷଣା କରୁଛନ୍ତି। ଏହି କ୍ରମରେ ମହିଳାମାନଙ୍କୁ ରାକ୍ଷୀବନ୍ଧନର…

ହିନ୍ଦୁରାଷ୍ଟ୍ର ହେବ ଚନ୍ଦ୍ର !

ଭୁବନେଶ୍ୱର: ଚନ୍ଦ୍ରରେ ଚନ୍ଦ୍ରଯାନ ତିନିର ସଫଳ ଅବତରଣ ଓ କାର୍ଯ୍ୟକୁ ନେଇ ସାରା ବିଶ୍ୱ ଭାରତର ଚର୍ଚ୍ଚା କରୁଛି। ଏପରିକି ଏହାର ସଫଳତାକୁ ନେଇ ମଧ୍ୟ ରାଜନୈତିକ ସ୍ତରରେ ଶ୍ରେୟର ଲଢେଇ ଚାଲିଛି। ଚନ୍ଦ୍ରଯାନ ଯେଉଁ ଜାଗାରେ ଲ୍ୟାଣ୍ଡ କରିଛି ସେ ସ୍ଥାନ ଶିଵଶକ୍ତି ପଏଣ୍ଟ ନାଁରେ ପରିଚୟ ହାସଲ କରିବ…

ଅପରାଜିତା ଭୋଟରଙ୍କୁ ନିଜର ଅହଙ୍କାର ଦେଖାଉଛନ୍ତି-ଶ୍ରୀମୟୀ

ଭୁବନେଶ୍ୱର: ବିଜେଡି-ବିଜେପି ମୁହାଁମୁହିଁ । ଜବାବ-ସୁଆଲରେ ରାଜନୀତି ସରଗରମ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ର କଡା ଜବାବ ଦେଇଥିବାବେଳେ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସାଂସଦ ଅପରାଜିତା ଭୋଟରଙ୍କୁ ନିଜର ଅହଙ୍କାର…

ଶାସନ ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କଟାକ୍ଷ: ଉଠାଇଲେ ଶଶିକଳା ସିଣ୍ଡ୍ରୋମ

ଭୁବନେଶ୍ୱର: ନବୀନଙ୍କୁ ଟେକିଲେ । ହେଲେ ତାଙ୍କ ସରକାର  ଉପରେ ବର୍ଷିଲେ । ପିଠି ଆଉଁସି କଡା ଭାଷାରେ ନବୀନ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ପାଲଟି ଯାଇଛନ୍ତି; ରାଜଧର୍ମ ପାଳନ କରନ୍ତୁ: ସାଂସଦ ଅପରାଜିତା

ଭୁବନେଶ୍ୱର: ପୁଣି ବିଜେଡି ସରକାର ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା । ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ ପାଇଁ ବ୍ୟବହାର କରୁଛନ୍ତି ବୋଲି ସାସଂଦ ଅଭିଯୋଗ ଆଣିଛନ୍ତି । ଏହି ମହିଳାମାନେ ତାଙ୍କୁ ଟେକା, ପଥର, ଅଣ୍ଡା, କଳାପତାକା ଧରି ସାଂସଦଙ୍କୁ…

ନିଜ ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ବିଜେଡ଼ି ନେତା ପାଗଳର ପ୍ରଳାପ କରୁଛନ୍ତି: ଡ. ଯତୀନ ମହାନ୍ତି

ଭୁବନେଶ୍ୱର: ବିଜେଡି ନେତା ଅନୁଭବ ପଟ୍ଟନାୟକଙ୍କୁ ନେଇ ରାଜନୀତି ସରଗରମ ହୋଇ ଉଠିଛି। କିଛି ଦିନ ହେବ ଅନୁଭବ ପଟ୍ଟନାୟକ ଟ୍ୱିଟର ଜରିଆରେ କିଛି ମନ୍ତବ୍ୟ ରଖୁଛନ୍ତି ଏବଂ ସେହି ମନ୍ତବ୍ୟକୁ ନେଇ ରାଜନୀତିରେ ଆରମ୍ଭ ହେଉଛି ବୟାନବାଜି। ଏହାରି ଭିତରେ ଅନୁଭବ ପଟ୍ଟନାୟକଙ୍କୁ ଟ୍ୱିଟ କରି ରାଜ୍ୟ…

ଲୋକପ୍ରତିନିଧିଙ୍କୁ ମିଳୁନି ସୁରକ୍ଷା କିନ୍ତୁ ସଚିବଙ୍କ ହାଇ ସିକ୍ୟୁରିଟି ନେଇ ସରକାରଙ୍କ ଅଧିକ ଚିନ୍ତା: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ସଚିବ ଝଡ଼। ଫାଇବ-ଟି ସଚିବଙ୍କୁ ନେଇ ଚାଲିଛି ବୟାନବାଜି। ସୋସିଆଲ ମିଡିଆ ଏକ୍ସରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳ ପରସ୍ପରଙ୍କ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ। ଏହାରି ଭିତରେ ବିଜେପିର ପୂର୍ବତନ ସଭାପତି ତଥା ଜାତୀୟ କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ସଦସ୍ୟ ସମୀର…