Latest Odisha News

BREAKING NEWS

Browsing Category

ରାଜନୀତି

ଲଦାଖରେ ମ୍ୟାଚ ଦେଖିଲେ, ବାଇକ ଚଳାଇଲେ, ବିଜେପି ଉପରେ ବର୍ଷିଲେ ରାହୁଲ

ଭୁବନେଶ୍ୱର: ନିଜର ଲଦାଖ ଗସ୍ତ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି। ଲେହ ଠାରେ ଯୁବ ବର୍ଗଙ୍କ ସହ ଆଲୋଚନା ବେଳେ ଭାରତ ସ୍ୱାଧୀନତାର ମୂଳଦୁଆ ସମ୍ବିଧାନ ବୋଲି ରାହୁଲ କହିଛନ୍ତି। ସାମ୍ବିଧାନିକ ଵ୍ୟଵସ୍ଥା ଅନୁଯାୟୀ ବିଭିନ୍ନ ଅନୁଷ୍ଠାନ…

ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପିରୁ ଲଢ଼ିବେ ବଘେଲ

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏକ ବଡ଼ ଗେମ ଖେଳିଛି। ଛତିଶଗଡ଼ରେ କଂଗ୍ରେସ ଶାସନରେ ଥିବାବେଳେ କ୍ଷମତା ବଜାୟ ରଖିବାକୁ ଦଳ ଉଦ୍ୟମକୁ ଜୋରଦାର କରିଛି। ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ ମ୍ୟାନେଜ କରିବା ପାଇଁ ଟି ଏସ ସିଂଦେଓଙ୍କୁ ଶେଷ ପର୍ଯ୍ୟାୟରେ…

ବିଜେପିକୁ ବଦଳାଇଦେଲା କର୍ଣ୍ଣାଟକ, ହାରୁଥିବା ସ୍ଥାନରେ ହେଲା ଆଗୁଆ ପ୍ରାର୍ଥୀ ଘୋଷଣା !

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇନି କିନ୍ତୁ ବିଜେପି ଯଥେଷ୍ଟ ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ନେଇ ରାଜନୈତିକ ଚର୍ଚ୍ଚା ତୀଵ୍ର ହେବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସି ପ୍ରାର୍ଥୀ ଚୟନରେ…

ବିଜେଡିରେ ଫାଟ:ସୌମ୍ୟ ପଟ୍ଟନାୟକଙ୍କ ଟାର୍ଗେଟରେ ୫ଟି ସଚିବ, ରାଜନୈତିକ ମହଲ ସରଗରମ

ଭୁବନେଶ୍ୱର:ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ବିଜେଡି ବିଧାୟକ ତଥା ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ସମ୍ବାଦର ପ୍ରଥମ ପୃଷ୍ଠାର ଆମ ଘରର ହାଲଚାଲ ସ୍ତମ୍ଭରେ ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ…

ରାସ୍ତାକୁ ଓହ୍ଲାଇବ କଂଗ୍ରେସ୍, ୯ ଦଫା ଦାବି ନେଇ ସମସ୍ତ ବ୍ଲକ ଅଫିସ୍ ଘେରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ଵର: ରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ୍ । ୯ ଦଫା ଦାବି ନେଇ ରାଜ୍ୟର ସମସ୍ତ ବ୍ଲକ ଅଫିସ୍ ଘେରାଉ କରିବ ରାଜ୍ୟ କଂଗ୍ରେସ। ରାଜ୍ୟରେ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର, ପାୱାର କଟ୍, ବିଦ୍ୟୁତ ଦର ବୃଦ୍ଧି, ବେକାର ଯୁବକଙ୍କୁ ଚାକିରୀ,ଧାନ କିଣାରେ କଟନି ଛଟନି ବନ୍ଦ, ଚାଷୀଙ୍କୁ…

ମଧ୍ୟପ୍ରଦେଶ ନିର୍ବାଚନରେ ଆପ କରିବ ଖେଳ, କାହାକୁ ହେବ କାଳ?

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦେଶର ପ୍ରମୁଖ ଦଳଗୁଡିକ ମଧ୍ୟପ୍ରଦେଶ ଉପରେ ଅଧିକ ଫୋକସ କରୁଛନ୍ତି। ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ହେବ। କିନ୍ତୁ ଏ ଭିତରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଆକ୍ଟିଭ ହୋଇ ନିର୍ବାଚନ ପ୍ରସ୍ତୁତିରେ ଲାଗି…

ଲଦାଖ ଗଲେ ରାହୁଲ, ଆଗକୁ ୟୁରୋପ ଯିବେ, ପୁଣି କିଛି କହି ଖେଳ କରିବେ!

ଭୁବନେଶ୍ୱର: ନିଜର ରାଜନୈତିକ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତ୍ୟେକ ଦିନ ବ୍ୟବଧାନରେ ଦେଶର କୌଣସି ନା କୌଣସି କୋଣରେ ପହଂଚୁଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କ ସହ ମିସୁଛନ୍ତି। ଭାରତ ଯୋଡୋ ଯାତ୍ରା ପରଠାରୁ ଏହା ବ୍ୟାପକ ହେବାରେ ଲାଗିଛି। ଏହି…

‘୨୫ ବିଧାୟକ ଦଳ ଛାଡିବେ, କର୍ଣ୍ଣାଟକରେ ଭାଙ୍ଗିଯିବ କଂଗ୍ରେସ ସରକାର’

ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନ ପୁର୍ବରୁ କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିଯିବ। ଏଭଳି ଦାବି ରଖିଛନ୍ତି କର୍ଣ୍ଣାଟକର ବରିଷ୍ଠ ବିଜେପି ବିଧାୟକ ବାସନାଗୌଡା ପାଟିଲ ୟାତନାଲ। ଶାସକ ଦଳ କଂଗ୍ରେସର ୨୫ ରୁ ଅଧିକ ବିଧାୟକ ଦଳ ଛାଡିବାକୁ ପ୍ରସ୍ତୁତ ହୋଇ ରହିଥିବା ସେ କହିଛନ୍ତି।…

ଶରଦ ପାୱାରଙ୍କ ଖେଳ ବୁଝିହେଉନି, ପ୍ଲାନ ‘ବି’ ପ୍ରସ୍ତୁତ କଲେ ସହଯୋଗୀ !

ଭୁବନେଶ୍ୱର: ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଗୋଟିଏ ପଟେ ଶରଦ ପାୱାରଙ୍କ ଆଭିମୁଖ୍ୟକୁ ନେଇ ଏମଭିଏ ମେଣ୍ଟ ଦ୍ବନ୍ଦ୍ୱରେ ଥିବା ବେଳେ ଆଉ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଭବିଷ୍ୟତକୁ ନେଇ ନାନା କଳ୍ପନା କଳ୍ପନା ପ୍ରକାଶ ପାଉଛି। ଏଭଳି…

ମମତା ଦିଲ୍ଲୀ ଯିବେ, ଧାରଣା ଦେଇ ହକ ମାଗିବେ, ନ ମିଳିଲେ ପାନେ ଦେବେ!

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଫଣ୍ଡ ରୋକାଯିବା ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଆନ୍ଦୋଳନ କରିବ ତୃଣମୂଳ କଂଗ୍ରେସ। ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏହି ଆନ୍ଦୋଳନର ନେତୃତ୍ୱ ନେବେ। ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ ଟିଏମସି…