Latest Odisha News

BREAKING NEWS

Browsing Category

ରାଜନୀତି

ରାହୁଲଙ୍କ ପାଦରେ ପାଦ ମିଶାଇବ ବିଜେପି!

ଭୁବନେଶ୍ୱର: ଅନ୍ୟତମ ପ୍ରମୁଖ ଦକ୍ଷିଣ ରାଜ୍ୟ ତାମିଲନାଡୁରେ ବିଜେପି ନିଜର ସ୍ଥିତି ଦୃଢ଼ କରିବାକୁ ବଡ଼ ଯୋଜନା କରିଛି। ଏକମାତ୍ର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ହାରିଯିବା ପରେ ଏବେ ଦକ୍ଷିଣରେ ନିଜର ସ୍ଥିତିକୁ ଜାହିର କରିବାକୁ ଦଳ ଯୋଜନା କରୁଛି। ସେଥିପାଇଁ ତାମିଲନାଡୁରେ ଦଳ ରାଜ୍ୟବ୍ୟାପୀ…

ରାଜସ୍ଥାନରେ ରେଡ଼ ଡାଏରୀ, କଂଗ୍ରେସକୁ ଖସାଇବ, ମୋଦିଙ୍କୁ ହସାଇବ!

ଭୁବନେଶ୍ୱର: ଗେହଲଟ ସରକାରରୁ ବହିସ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଗୁଢାଙ୍କ ରେଡ଼ ଡାଏରୀକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ତାଙ୍କୁ ଜେଲକୁ ପଠାଇଲେ କିମ୍ବା ଗୁଳି କଲେ ମଧ୍ୟ ରାଜସ୍ଥାନରେ ଗେହଲଟ ସରକାରର ଦୁର୍ନୀତି ବିରୋଧରେ ଆନ୍ଦୋଳନ…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ଲାଗି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଛନ୍ତି । ତେବେ ଏହା ଉପରେ ଆଲୋଚନା କରାଯାଇ ସମୟ ସ୍ଥିର…

ହରିୟାଣାରେ ବିଜେପି ଉପରେ ଲାଗିଲା ବ୍ୟାନ!

ଭୁବନେଶ୍ୱର: ହରିୟାଣା ବିଜେପିରେ ବଡ଼ ବିଦ୍ରୋହ ଦେଖାଦେଇଛି। ନବମ ଶତାବ୍ଦୀର ଶାସକ ସମ୍ରାଟ ମିହିର ଭୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମକୁ ନେଇ ଦଳ ଭିତରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି କାରଣ ପାଇଁ ବିଜେପିର ବହୁ ନେତା ଦଳରୁ ଇସ୍ତଫା ଦେଇଛନ୍ତି।…

କାନୁଗୋଲୁଙ୍କ ତେଲେଙ୍ଗାନା ଗଣିତ, ୨ ଅଙ୍କ ଛୁଇଁ ପାରିବନି ବିଜେପି, ସଂଖ୍ୟାଠୁ ପଛରେ ପଡିବ ବିଆରଏସ!

ଭୁବନେଶ୍ୱର: ତେଲେଙ୍ଗାନାରେ କଂଗ୍ରେସ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। କେବଳ କେତୋଟି ଦିଗକୁ ଧ୍ୟାନ ଦେଇ ଦଳ କାର୍ଯ୍ୟ କଲେ ସଫଳତା ପାଇପାରିବ। ଦଳର ରଣନୀତିକାର ସୁନୀଲ କାନୁଗୋଲୁ ଏମିତି କିଛି କହିଛନ୍ତି। ଦଳର ରାଜନୈତିକ ପରିଚାଳନା କମିଟି ନିକଟରେ ଏକ ସ୍ୱତନ୍ତ୍ର ପ୍ରେଜେଣ୍ଟସନ…

ଉତ୍ତରାଖଣ୍ଡରେ କଂଗ୍ରେସକୁ ରୋକିବାକୁ ଦିଲ୍ଲୀରେ ଅଙ୍କ କଷିବ ବିଜେପି!

ଭୁବନେଶ୍ୱର: ଉତ୍ତରାଖଣ୍ଡ ଉପରେ ଏବେ ଉଭୟ ଜାତୀୟ ଦଳ ଫୋକସ କରିବା ଆରମ୍ଭ କରିଛନ୍ତି। କିଛି ଦିନ ତଳେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଉତ୍ତରାଖଣ୍ଡ କଂଗ୍ରେସ ନେତୃତ୍ୱ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓଲ୍ହାଇଵାକୁ ପରାମର୍ଶ ଦେଇଥିଲେ।…

ରାଜସ୍ଥାନରେ କଂଗ୍ରେସକୁ ଖେଳାଉଛନ୍ତି ପାଇଲଟ!

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଏବେ ରାଜନୈତିକ ସ୍ଥିତି ଉଷ୍ମ ହେବାରେ ଲାଗିଛି। ଅଶୋକ ଗେହଲଟଙ୍କୁ ଖୋଦ ନିଜ ଦଳର ବିଧାୟକ ଓ ମନ୍ତ୍ରୀ ମାନେ ଟାର୍ଗେଟ କରି ସରକାରର ଅଡୁଆ ବଢ଼ାଇ ଦେଇଛନ୍ତି। ଗୋଟିଏ ପଟେ ପାଇଲଟଙ୍କୁ ଦଳ ଚୁପ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ରାଜ୍ୟରେ ନାରୀ…

ଅପରାଜିତାଙ୍କ ଗସ୍ତବେଳେ ହଟହଟା ହେଲା ବିଜେଡି: ଏମପିଙ୍କ ବିରୋଧ ପାଇଁ ଯାହାକୁ ଆଣିଥିଲେ ସେମାନେ ସ୍ୱାଗତ କଲେ

ଭୁବନେଶ୍ୱର:ଆଣିଥିଲେ ବିରୋଧ କରିବାକୁ  । ହେଲେ ସେମାନେ ସମ୍ବର୍ଦ୍ଧନା, ସ୍ୱାଗତରେ ପୋତି ଦେଲେ । ହୁଳହୁଳି ଆଉ ଫୁଲ ପକାଇ ସେମାନଙ୍କୁ ପାଛୋଟି ନେଲେ । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଗସ୍ତ ସମୟରେ । ଗତକାଲି ଅପରାହ୍ନରେ ସହିଦ ନଗର…

କଂଗ୍ରେସରେ ମିଶିଲେ ଚାରି ପୂର୍ବତନ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବଳ ଯୋଗଡୁଛି କଂଗ୍ରେସ । ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ଚାରି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । ସେମାନେ ହେଲେ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ପଞ୍ଚାନନ ଦାଶ ଏବଂ ବିଶ୍ୱନାଥ ଆଚାର‌୍ୟ୍ୟ, ପୂର୍ବତନ ଓଏଏସ୍ ଅଧିକାରୀ ରବିନ୍ଦ୍ର ନାଥ…

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋକିମ୍-ଚିରଞ୍ଜୀବ ଝଡ଼

ଭୁବନେଶ୍ୱର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନକୁ ନେଇ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଯାହାକୁ ନେଇ ନେତାଙ୍କ ମଧ୍ୟରେ କଥାକଟାକଟି ହୋଇଛି। ଅନେକ ଦଳୀୟ…