Latest Odisha News

BREAKING NEWS

Browsing Category

ରାଜନୀତି

‘ରାଜସ୍ଥାନ ରାଜନୀତି’, କଂଗ୍ରେସକୁ ଜିତାଇବେ ଆଦିବାସୀ !

ଭୁବନେଶ୍ୱର: ଆସନ୍ନ ନିର୍ବାଚନରେ ଆଦିବାସୀଙ୍କ ଉପରେ ସବୁ ଦଳର ପ୍ରମୁଖ ଫୋକସ ରହିଛି। ମଧ୍ୟପ୍ରଦେଶଠୁ ଆରମ୍ଭ କରି ଛତିଶଗଡ଼ ଓ ରାଜସ୍ଥାନ। ସବୁଠି ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଆଦିବାସୀ। ଏହାକୁ ଆଖି ଆଗରେ ରଖି କଂଗ୍ରେସ ଓ ବିଜେପି ଆଦିବାସୀଙ୍କ ଉପରେ ଫୋକସ କରୁଛନ୍ତି।…

ତେଲେଙ୍ଗାନା ଟକ୍କର, ମୋଦି ରାହୁଲ ଲଢେଇରେ ଫସିଯିବେ କେସିଆର!

ଭୁବନେଶ୍ୱର: ଦିନକୁ ଦିନ ଜମୁଛି ତେଲେଙ୍ଗାନା ରାଜନୀତି। ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ଶାସକ ବିଆରଏସ ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ଶୀର୍ଷ ସ୍ତରରେ ପହଂଚିଲାଣି। ଉଭୟ ଦଳର ନେତା ପରସ୍ପର ବିରୋଧରେ କଡା ଟିପ୍ପଣୀ ଦେବା ସହ ରାସ୍ତାକୁ ଓଲ୍ହାଇଛନ୍ତି। କଂଗ୍ରେସର…

ନବୀନଙ୍କ ନାଁରେ ଆଉ ଏକ ରେକର୍ଡ଼: ଜ୍ୟୋତି ବସୁଙ୍କ ରେକର୍ଡ ସମକକ୍ଷ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ରେକର୍ଡ। ସେବା ଓ ସମର୍ପଣର ୨୫ ବର୍ଷ ପୂର୍ଣ୍ଣ କରିଥିବା ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଏବେ ଏକ ନୂଆ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗର…

ମୋଦିଙ୍କୁ ମହଙ୍ଗା ପଡିବ ଛତିଶଗଡ ମନ୍ତବ୍ୟ !

ଭୁବନେଶ୍ୱର: ମଣିପୁର ହିଂସା ସମ୍ପର୍କିତ ମନ୍ତବ୍ୟରେ ଛତିଶଗଡ଼କୁ ଯୋଡିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ। ମଣିପୁର ହିଂସାକାଣ୍ଡ ଘଟଣା ସହ ଛତିଶଗଡ଼ର ଆଇନଶୃଙ୍ଖଳା ସ୍ଥିତିକୁ ତୁଳନା କରି ମୋଦି ଛତିଶଗଡ଼କୁ ବଦନାମ କରିବାକୁ ଚେଷ୍ଟା…

ପ୍ରିୟଙ୍କାଙ୍କ ତିନି ଶିକାର

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଜନ ଆକ୍ରୋଶ ମହାରାଲିରେ ଯୋଗ ଦେଇ ପ୍ରିୟଙ୍କା ବିଜେପିକୁ ଟାର୍ଗେଟ କରିଛନ୍ତି। ଦେଶର ରାଜନୈତିକ ସ୍ଥିତି ଓ ରାଜନେତାଙ୍କ ବ୍ୟବହାରକୁ ନେଇ ପ୍ରିୟଙ୍କା ମୋଦିଙ୍କୁ ଟାର୍ଗେଟ…

ମୋକିମ୍ ଓ ଚିରଞ୍ଜୀବଙ୍କ ନିଲମ୍ବନକୁ ବିରୋଧ, କଂଗ୍ରେସ ଭବନ ଆଗରେ ସମର୍ଥକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ନିଲମ୍ବନକୁ ନେଇ ବଢ଼ୁଛି ଅଡ଼ୁଆ, ବଢ଼ୁଛି ବିବାଦ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏଆଇସିସି ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରିଥିଲା । ଆଉ ନିଲମ୍ବନ ନିଆଁ ଏବେ କର୍ମୀଙ୍କ ମଧ୍ୟରେ ଆକ୍ରୋଶ ହୋଇ ବ୍ୟାପିବାରେ ଲାଗିଛି । ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ…

ମଣିପୁର ଉଲଗ୍ନ ଭିଡିଓ ଘଟଣା: ମୁଖ୍ୟ ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ଜନତା

ମଣିପୁର: ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। କାକୁତିମିନତୀ ହୋଇ ଛାଡ଼ି ଦେବାକୁ ନେହୁରା ହେଉଥିବା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର ଯୋଗୁ ସମଗ୍ର…

ବିନା ସର୍ତ୍ତରେ ରାହୁଲଙ୍କ ହାତ ଧରିବେ ଶର୍ମିଳା!

ଭୁବନେଶ୍ୱର: କଂଗ୍ରେସର ନୂଆ ଫଣ୍ଡା ଏକତା। ନିଜ ଭିତରେ ଲଢେଇ ନ କରି ସମସ୍ତେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବାକୁ ଦଳ ସବୁଠୁ ଅଧିକ ଧ୍ୟାନ ଦେଉଛି। ତେଲେଙ୍ଗାନାରେ ଏହାର ବଡ଼ ପ୍ରତିଫଳନ ଦେଖିବାକୁ ମିଳିଛି। ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ ଦଳୀୟ ନେତାଙ୍କୁ ମ୍ୟାନେଜ କରି ଗୋଟିଏ…

ଆଇନ ଜାଲରେ ‘ଇଣ୍ଡିଆ’

ଭୁବନେଶ୍ୱର: ଗଠନ ହେବାଠାରୁ ବିବାଦ ଇଣ୍ଡିଆର ପିଛା ଛାଡୁନି। ମିଳିତ ବିରୋଧୀ ମେଣ୍ଟର ନୂଆ ନାଁ ଇଣ୍ଡିଆ ରଖାଯିବା ପରେ ବିଜେପି ଏହାକୁ ତୀଵ୍ର ବିରୋଧ କରିଛି। ଇଣ୍ଡିଆ ନାଁ ପଞ୍ଜିକୃତ ହୋଇପାରିବ କି ନାହିଁ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ସେପଟେ ଠିକ ଏଭଳି ସମୟରେ ବିରୋଧୀ ମେଣ୍ଟର ନାଁ…

ଜଘନ୍ୟ ଅପରାଧରେ ସଂପୃକ୍ତ ବିଜେପି ନେତା ଅପରାଧ ସଂପର୍କରେ ପ୍ରବଚନ ଦେବା ବିଡ଼ମ୍ବନା: ବିଜେଡି

ଭୁବନେଶ୍ୱର: ହତ୍ୟା ମାମଲାଠୁ ଆରମ୍ଭ କରି ସବୁ ପ୍ରକାର ଗୋଲକ ଧନ୍ଦାରେ ସଂପୃକ୍ତ ଓଡ଼ିଶା ବିଜେପିର ଜଣେ କୁହାଳିଆ ନେତା କିଭଳି କଳଙ୍କିତ ଚରିତ୍ରର ବ୍ୟକ୍ତି, ତାହା ସମସ୍ତଙ୍କୁ ଜଣା । ରାଜ୍ୟ ବିଜେପିର ବଡ଼ବଡ଼ ପଦପଦବିରେ ବସିଥିବା ଏଭଳି ଅଭ୍ୟାସଗତ ଅପରାଧୀମାନେ ଅପରାଧ ସଂପର୍କରେ ପ୍ରବଚନ…