Latest Odisha News

BREAKING NEWS

Browsing Category

ରାଜନୀତି

କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ବେଙ୍ଗଳୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଯାହାକୁ ନେଇ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଆଶା କରାଯାଉଛି ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପରେ ଛାଡ଼ିଦେବେ ବିଧାୟକ । ତେବେ…

ମୋଦି ଫେଲ୍, ଯୋଗୀ ପାସ୍ !

ଭୁବନେଶ୍ୱର: ଗୋଟିଏ ପଟେ କର୍ଣ୍ଣାଟକ ବିଜେପିକୁ ଝଟକା ଦେଇଥିବା ବେଳେ ସେପଟେ ଉତ୍ତରପ୍ରଦେଶ ବିଜେପିକୁ ଶୁଭ ଖବର ଦେଇଛି। ଉତ୍ତରପ୍ରଦେଶ ନଗର ନିଗମ ନିର୍ବାଚନରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି। ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳଗୁଡିକୁ ବହୁ ପଛରେ ପକାଇ ବିଜେପି…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ଡରାଉଛନ୍ତି ଉଦ୍ଧବ !

ଭୁବନେଶ୍ୱର: ଶିବସେନା ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ରାଜନୀତି ଉଗ୍ର ରୁପ ନେବାରେ ଲାଗିଛି। ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ବୋଲି ବିରୋଧୀ ଆଶା ରଖିଥିବା ବେଳେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପ୍ରିମକୋର୍ଟ ଏ…

କର୍ଣ୍ଣାଟକରେ ମୋଦିଙ୍କୁ ହରାଇଦେଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକରେ କାମ କଲାନି ମୋଦିଙ୍କ ଯାଦୁ। କଂଗ୍ରେସର ବହୁ ସଂଖ୍ୟାରେ ବିଜୟ ବିଜେପିର ସମସ୍ତ ଉଦ୍ୟମକୁ ଫିକା ପକାଇ ଦେଇଛି। କର୍ଣ୍ଣାଟକରେ ୯ ଦିନ ଧରି ବିଜେପିର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୮ ଟି ବଡ଼ ସାଧାରଣ ସଭା, ୬ ଟି ଦୀର୍ଘ ସମୟର ରୋଡ଼ ଶୋର କିଛି…

ଝାରସୁଗୁଡ଼ା ବିଜୟ ପରେ ବର୍ଷିଲେ ନବୀନ, କହିଲେ ସିଙ୍ଗଲ୍ କି ଡବଲ୍ ଇଞ୍ଜିନ୍ ନୁହଁ…

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଜିତିବା ପରେ ବର୍ଷିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ଆୟୋଜନ କରିଥିବା ବିଜୟ ଉତ୍ସବରେ ନବୀନ ଜୋରଦାର୍ ବର୍ଷିଛନ୍ତି । ନବୀନ କହିଛନ୍ତି, ପଦ୍ମପୁରରେ ବି ବିରୋଧୀ ଦଳ…

ଝାରସୁଗୁଡା ଉପନିର୍ବାଚନ; ନୋଟାରେ ପଡିଲା ୨,୦୭୩ ଭାେଟ

ଝାରସୁଗୁଡା:ଝାରସୁଗୁଡା ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଯାଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବାଜିମାତ କରିଛନ୍ତି । ଦୀପାଳିଙ୍କୁ ମିଳିଛି ଏକ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ । ପୋଷ୍ଟାଲ ଭୋଟକୁ ମିଶାଇ ଦୀପାଳିଙ୍କ ଖାତାକୁ ଯାଇଛି ୧ ଲକ୍ଷ ୭ ହଜାର ୧୯୮ ଭୋଟ । ଉପ…

ଜିତିବା ପରେ ଦୀପାଳିଙ୍କ ସହ କଥା ହେଲେ ନବୀନ, କହିଲେ ‘ଝାରସୁଗୁଡ଼ାର ବିକାଶ ପାଇଁ କାମ କର’

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ଦାସ ବିଜୟ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଐତିହାସିକ ବିଜୟ ପାଇଁ ଫୋନରେ ନବୀନ, ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଝାରସୁଗୁଡ଼ାର ଦ୍ରୁତ ବିକାଶ ପାଇଁ କାମ କରିବାକୁ…

ଝାରସୁଗୁଡ଼ା ଫଳାଫଳର ସମୀକ୍ଷା କରିବୁ: ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାର ୭୨୧ ଭୋଟ୍ ବ୍ୟବଧ୍ୟାନରେ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ବିଜୟୀ ହୋଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି…

ଜଳନ୍ଧର ଲୋକସଭା ଉପନିର୍ବାଚନ, ଆପ୍ ଆଗୁଆ

ଜଳନ୍ଧର: ପଞ୍ଜାବର ଜଳନ୍ଧର ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟ୍ ଗଣତିରେ ଆମ୍ ଆଦମୀ ପାର୍ଟି ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଆପ୍ ପ୍ରାର୍ଥୀ ସୁଶୀଲ କୁମାର ରିଙ୍କୁ କଂଗ୍ରେସର କର୍ମଜିତ କୌରଙ୍କ ଠାରୁ ୫୭ ହଜାର ୬୮୭ ଭୋଟରେ ଆଗୁଆ ଅଛନ୍ତି । ନିର୍ବାଚନ କମିଶନଙ୍କ ୱେବସାଇଟ୍…

ଝାରସୁଗୁଡା ଉପନିର୍ବାଚନ: ବଢିଲା ବିଜେଡି-ବିଜେପି ଭୋଟ; ଖସିଲା କଂଗ୍ରେସ

ଝାରସୁୁଗୁଡା:ଝାରସୁଗୁଡା ଉପନିର୍ବାଚନରେ ବିଜେଡି ମାରିଛି ବାଜିମାତ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ସେ ୧ ଲକ୍ଷ ହଜାର ୩ ଭୋଟ୍ ପାଇଁ ଉପ ନିର୍ବାଚନ ଜିତିଛନ୍ତି । ୨୦୧୯ ନିର୍ବାଚନ ତୁଳନାରେ  ଉପ ନିର୍ବାଚନରେ ବିଜେପି-ବିଜେଡିର ଭୋଟ ବଢିଥିବା ଲକ୍ଷ୍ୟ…