Latest Odisha News

BREAKING NEWS

Browsing Category

ରାଜନୀତି

ପାଖଉଛି ନିର୍ବାଚନ, ବଢୁଛି ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ୍ବ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତକି ପାଖେଇ ଆସୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ ସେତିକି ବଢ଼ିବାରେ ଲାଗିଛି। ବିହାର ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବିଜେପିର ଏହି ଶୀର୍ଷ ନେତା ଚଳିତଥର ନିର୍ବାଚନ ଲଢ଼ିବେ…

‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ନିଷ୍ପତ୍ତି: ରାଜ୍ୟ ରାଜନୀତି ସରଗରମ, ଘେରିଲେ ବିରୋଧୀ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କ 'ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ' ଗଠନ ନିଷ୍ପତ୍ତିକୁ ନେଇ ସମାଲୋଚନା କରିଛନ୍ତି। ଯାହା ଏହି ପଦକ୍ଷେପକୁ ବିବାଦୀୟ କରିପକାଇଛି। ବିଜେପି ଓ କଂଗ୍ରେସ ଦଳ ଅଭିଯୋଗ କରିଛନ୍ତି ଯେ, ସରକାର ରାଜନୈତିକ ଫାଇଦା ପାଇଁ…

‘ରାଜ୍ୟ ବିଜେପି’ ସତରେ ଲଢ଼ିବ ନା ଖାଲି ଲଢେଇ କଥା କହିବ?

ଭୁବନେଶ୍ୱର: ଓଡିଶାକୁ ନେଇ ବିଜେପିର ସ୍ୱତନ୍ତ୍ର ପ୍ଲାନ କଣ ? ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ଦାୟିତ୍ୱ ନେଇ ମନମୋହନ ସାମଲ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ଓଡିଶା ଫେରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଁ…

ବିଜେପି ଉପରେ ସତ୍ୟପାଲଙ୍କ ରାଗ କାହିଁକି?

ଭୁବନେଶ୍ୱର: କାହିଁକି ବିଜେପି ଉପରେ ଖପ୍ପା ପୂର୍ବତନ ବିଜେପି ନେତା ସତ୍ୟପାଲ ମଲ୍ଲିକ। ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବିଧାୟକ, ସାଂସଦ ତଥା ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ବହୁ ବର୍ଷ କାର୍ଯ୍ୟ କରିଥିବା ସତ୍ୟପାଲ କାହିଁକି ଲଗାତର ଭାବେ ବିଜେପିକୁ ଟାର୍ଗେଟ କରୁଛନ୍ତି ତାକୁ ନେଇ…

ମୋଦିଙ୍କ ସମର୍ଥନରେ ଶରଦ !

ଭୁବନେଶ୍ୱର: ଦେଶର ଜଣେ ପ୍ରମୁଖ ରାଜନୈତିକ ଚେହେରା ହେଉଛନ୍ତି ଶରଦ ପାୱାର। ତାଙ୍କ ନେତୃତ୍ୱରେ ଚାଲୁଥିବା ଦଳ ଏନସିପିର ଉପସ୍ଥିତି ବିଭିନ୍ନ ରାଜ୍ୟରେ ରହିଛି। ଭାରତୀୟ ରାଜନୀତିର ଏହି ଅନୁଭବୀ ନେତାଙ୍କ ଯୋଗୁ ବିଜେପି ବିରୋଧୀ ମଞ୍ଚ ବେଶ ଶକ୍ତିଶାଳୀ ହେଉଥିବା ଦେଖାଯାଉଥିଲା। ଏପରିକି…

‘କର୍ଣ୍ଣାଟକ ନିର୍ବାଚନ’ ଖେଳୁଛି କଂଗ୍ରେସ, ଭାବୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି କଂଗ୍ରେସ ବିଜେପି ଲଢେଇ ସେତିକି ତୀବ୍ର ହେଉଛି। ତିନି ଦିନ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ହେବ। ଗୋଟିଏ ପଟେ କଂଗ୍ରେସ ୨୨୪ ଆସନ ମଧ୍ୟରୁ ୧୬୬ ସିଟ ପାଇଁ…

ରାହୁଲଙ୍କୁ ଆହୁରି ଲୋକପ୍ରିୟ କରିଚାଲିଛି ବିଜେପି !

ଭୁବନେଶ୍ୱର: ରାହୁଲଙ୍କୁ ଲଗାତର ଟାର୍ଗେଟ। ରାଜନୈତିକ ନେତାମାନେ ପରସ୍ପର ବିରୋଧରେ ଟିପ୍ପଣୀ ଦେବା କିମ୍ବା ବିବାଦୀୟ ଟିପ୍ପଣୀ ଦେବା ମଧ୍ୟ କିଛି ନୂଆ ନୁହେଁ। ନିର୍ବାଚନ ଆସିଲେ ଏହି ଟିପ୍ପଣୀ ବହୁଳ ଭାବେ ଦେଖାଯାଏ। କିନ୍ତୁ ବିବାଦୀୟ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀ ସର୍ବାଧିକ ଟାର୍ଗେଟର…

ରାହୁଲଙ୍କ ଉପରେ ବର୍ଷିଲେ ରବିଶଙ୍କର, ପଚାରିଲେ ଆପଣଙ୍କ ପ୍ରକୃତ ଏଜେଣ୍ଡା କଣ ?

ବିହାରର ପାଟଣାରୁ ସୋମବାର ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ । ରବିଶଙ୍କର ପଚାରିଛନ୍ତି, ରାହୁଲ ଗାନ୍ଧି କଣ ବୋଫର୍ସ ଦୁର୍ନୀତି ବିରୋଧରେ କିଛି କେବେ କହିଛନ୍ତି, ନା ନ୍ୟାସନାଲ ହେରାଲଡ୍ କେସ ଉପରେ, ଯେଉଁଥିରେ ସେ…

ପିଏମ୍ ମୋଦିଙ୍କୁ କାଉଣ୍ଟର, ଆମ୍ ଆଦମୀ ପାର୍ଟି ଆରମ୍ଭ କଲା ‘ଡିଗ୍ରୀ ଦେଖାଅ’ ଅଭିଯାନ

ନୂଆଦିଲ୍ଲୀ: ସାର୍ଟିଫିକେଟ୍ ଲଢ଼େଇକୁ ଶାଣିତ କଲା ଆମ୍ ଆଦମୀ ପାର୍ଟି । ଶନିବାର ଆପ୍ ପକ୍ଷରୁ ତୁମ ‘ଡିଗ୍ରୀ ଦେଖାଅ’ ଅଭିଯାନ ଆରମ୍ଭ ହୋଇଛି । ବିଜେପି ନେତାଙ୍କୁ ଶିକ୍ଷାଗତ ପ୍ରମାଣପତ୍ର ଦେଖାଇବାକୁ ଦଳ ଚ୍ୟାଲେଞ୍ଜ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷା ପ୍ରମାଣ ପତ୍ର…