Latest Odisha News

BREAKING NEWS

Browsing Category

ରାଜନୀତି

ପୁଞ୍ଜି ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବର୍ଷିଲେ ବିଜୟ

ଭୁବନେଶ୍ବର : ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ବିଜୟ ପଚାରିଛନ୍ତି, ବିଦେଶ ଭ୍ରମଣ ଫଳରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ କେତେ ପୁଞ୍ଜି ଆସିଛି । ଏଥିସହ ସେ…

ଝାରସୁଗୁଡା ଉପନିର୍ବାଚନ ପରିଚାଳନା ପାଇଁ ୩ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର:ଝାରସୁଗୁଡା ଉପ ନିର୍ବାଚନ ପାଇଁ ପାଗ ଭିଡିଲେଣି ତିନି ପ୍ରମୁଖ ଦଳ । ତେବ ସବୁଠାରୁ ଆଗରେ ରହିଛି ବିଜେଡି । ପ୍ରଥମେ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ନିର୍ବାଚନ ପରିଚାଳନା ପାଇଁ  ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ ।   ଏହି ତିନି…

‘କୋଟିଆ’ କାହାକୁ କେତେ ଲାଭ ଦେବ ?

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କୋଟିଆକୁ ନେଇ ଏକ ବଡ଼ ରାଜନୈତିକ ଲଢେଇ ଆରମ୍ଭ ହୋଇଛି। ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ଗୋ ବ୍ୟାକ ନାରା ଦେବା ପରେ ରାଜନୀତି ତୀବ୍ର ହୋଇଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଗସ୍ତ…

ଯେବେ ବିଜେପି ନିଜକୁ ଦୁର୍ବଳ ଅନୁଭବ କରେ, ହିଂସାର ସାହାରା ନିଏ : ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : ରାମ ନବମୀରେ ହୋଇଥିବା ହିଂସା ପ୍ରସଙ୍ଗରେ ଜାତୀୟ ରାଜନୀତି ବେଶ ଉଷ୍ମ ରହିଛି । ଆଉ ଏତିକି ବେଳେ ବିଜେପିକୁ ଆକ୍ଷେପ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। ବିଜେପି ଉପରେ ଗୁରୁତର ଅଭିଯୋଗ ଆଣି ଖଡଗେ କହିଛନ୍ତି ଯେ, ଯେତେବେଳେ ବିଜେପି ନିଜକୁ…

‘ରାହୁଲ’ ଦଣ୍ଡ ଭୋଗିଲେ ସଫଳ, ଦଣ୍ଡ କମିଲେ ବିଫଳ !

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଓ ସଦସ୍ୟ ପଦ ରଦ୍ଦ ଘଟଣା କେଉଁ ମୋଡ଼ ନେବ। ଆଇନଗତ ଲଢେଇ ପାଇଁ କଂଗ୍ରେସ ନିଷ୍ପତ୍ତି ନେବା ସହ ସେ ଦିଗରେ ଆଗେଇଛି। କିନ୍ତୁ ଏହା କଂଗ୍ରେସ ପାଇଁ ଲାଭଦାୟୀ ହେବ ନା ପୁଣି ସ୍ଥିତିକୁ ସାଧାରଣ କରିଦେବ ତାକୁ ନେଇ ଚର୍ଚା ଆରମ୍ଭ ହୋଇଛି। ରାହୁଲଙ୍କୁ…

ହିନ୍ଦୋଳ ଏନଏସିର ୧୬ଟି ଓ୍ବାର୍ଡ ପାଇଁ ଚାଲିଛି ମତଦାନ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଢେଙ୍କାନାଳ ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନିଜର ନେତା ବାଛୁଛନ୍ତି ୯ ହଜାର ୮୬୩ ଜଣ ଭୋଟର। ଏହି କ୍ରମରେ ଆଜି(ସୋମବାର) ସକାଳ ୮ରୁ ମତଦାନ ଜାରି ରହିଛି । ୧୬ଟି ମତଦାନ କେନ୍ଦ୍ରରୁ ୮ଟି ଉତ୍ତେଜନା ପ୍ରବଣ ଏବଂ ୪ଟି ଅତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ, ୨ଟି ପିଙ୍କ୍ ବୁଥ ରହିଛି। ସେପଟେ ଭୋଟିଂ…

ଅତାବିରା ଏନଏସି ନିର୍ବାଚନ ପାଇଁ ମତଦାନ ଜାରି, ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ବରଗଡ଼ : ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ୧୬ଟି ମତଦାନ କେନ୍ଦ୍ରରେ ସୋମବାର ସକାଳ ୮ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୧୬ଟି ମତଦାନ କେନ୍ଦ୍ର ଭିତରୁ ୭ଟି ସମ୍ବେଦନଶୀଳ ଓ ୩ଟି ଅତି ସମ୍ବେଦନଶୀଳ କେନ୍ଦ୍ର ରହିଛି। ଅତାବିରା ବାଳିକା ହାଇସ୍କୁଲର ୨ ନମ୍ବର ବୁଥ୍‌କୁ…

ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ଜୟନାରାୟଣ: ବିଜେଡି

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏପ୍ରିଲ ପହିଲା ଦିନ ସାରା ଓଡ଼ିଶା ଉତ୍ସାହ ଓ ଉଦ୍ଦୀପନାର ସହ ଓଡ଼ିଶା ଦିବସ ପାଳନ କରୁଥିବା ବେଳେ ଏଭଳି ଏକ ପବିତ୍ର ଦିନରେ  ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ରେଳ ପ୍ରକଳ୍ପ ଘୋଷଣାକୁ ଏପ୍ରିଲ ଫୁଲ୍ ବୋଲି…

ଜାତୀୟ ରାଜପଥ ସମସ୍ୟା ନେଇ ସାଂସଦ ଅପରାଜିତାଙ୍କୁ ଘେରିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ଉତ୍କଳ ଦିବସରେ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ କେନ୍ଦ୍ରକୁ ଶ୍ରେୟ ଦେଇ ଟ୍ୱିଟ୍ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତାଙ୍କ ଶ୍ରେୟ ଟ୍ୱିଟର ଦିନକ ପରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଅପରାଜିତାଙ୍କୁ ଟ୍ୱିଟ୍ କରି…

ବିଜେପିର କଂଗ୍ରେସ ଫାଇଲ୍: ପ୍ରଥମ ଏପିସୋଡରେ ୪.୮୨ ଲକ୍ଷ କୋଟି ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ଓ ବିଜେପି ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଛି । ଆଦାନୀ ପ୍ରସଙ୍ଗ ଓ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ବିଜେପି ବିରୋଧରେ ଗଣତନ୍ତ୍ର ଲୁପ୍ତ ପାଉଥିବା କହି କଂଗ୍ରେସ କ୍ୟାମ୍ପେନ୍ ଆରମ୍ଭ କରିଛି ।…