Latest Odisha News

BREAKING NEWS

Browsing Category

ରାଜନୀତି

ମହିଳା ସଂରକ୍ଷଣ ମୁଦ୍ଦା: ୧୩ ବିରୋଧୀ ନେତାଙ୍କୁ ଭେଟିଲେ କେସିଆରଙ୍କ ଝିଅ, ବିଜେଡି ନିରବ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ବୁଧବାର ମହିଳା ସଂରକ୍ଷଣ ବିଲ୍ ଉପରେ ଏକ ଗୋଲଟେବୁଲ୍ ବୈଠକରେ ଯୋଗ ଦେଇଥିଲେ। ସଂସଦର ବଜେଟ୍ ଅଧିବେଶନରେ ଏହାକୁ ପାରିତ କରିବା ପାଇଁ ୧୩ଟି ବିରୋଧୀ ଦଳର ନେତାମାନେ ଏହି ବୈଠକରେ ଦାବି କରିଥିଲେ। ବୈଠକରେ…

ଶିକ୍ଷକଙ୍କୁ ଏତେ ଡର କାହିଁକି ?

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କୁ ଭୁବନେଶ୍ୱର ମନା। ବିଭିନ୍ନ ଦାବି ନେଇ ପିଏମଜିରେ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ଅନୁମତି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶିକ୍ଷକଙ୍କ କଣ୍ଠରୋଧ ବୋଲି…

‘ଶଙ୍ଖ ମୋ ଗର୍ବ’ କେବଳ ସ୍ଲୋଗାନ ନା ସତରେ ଗର୍ବ !

ଭୁବନେଶ୍ୱର: ଗୋଟିଏ ଗୋଟିଏ ବାକ୍ୟ ଲୋକଙ୍କ ହୃଦୟ କିଣିବାକୁ ସକ୍ଷମ ହୋଇଥାଏ। ସେଭଳି କିଛି ହୃଦୟଛୁଆଁ ବାକ୍ୟକୁ ସ୍ଲୋଗାନ ଆକାରରେ ରାଜନୈତିକ ଦଳ ଗୁଡିକ ବ୍ୟବହାର କରିବା ସହ ସଫଳତାର ଶୀର୍ଷ ଛୁଇଁଛନ୍ତି। ଦଳ ସପକ୍ଷରେ ଏ ସବୁ ସ୍ଲୋଗାନ ଏକ ବାତାବରଣ ତିଆରି କରିବାରେ ସଫଳ ହୁଏ। ଜାତୀୟ ଦଳ ହେଉ…

ଜୟନାରାୟଣଙ୍କୁ ଲାଗିଛି 5-ଟି ଭୂତ, ଝାଡ଼ି ହେବାକୁ ପରାମର୍ଶ ଦେଲେ ଅମର

ଭୁବନେଶ୍ୱର: 5-ଟିକୁ ନେଇ ବାରମ୍ବାର ପ୍ରଶ୍ନ କରୁଥିବା  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଚିଡି ଗଲାଣି ବିଜେଡି! କାଲି ଅରୁଣ ସାହୁଙ୍କ ପରେ ଆଜି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ରଖିଥିବା ବୟାନ ହିଁ ଏହାର ପ୍ରମାଣ ଦେଉଛି । ବିରୋଧୀ ଦଳ ବିଧାୟକ ଅପ୍ରାସଙ୍ଗିକ କଥା କହି…

ଶାସକ ଦଳକୁ ‘କୌରବ ସେନା’ କହି ବାଣ ମାରିଲେ ଧର୍ମେନ୍ଦ୍ର, ଭର୍ତ୍ତୃହରିଙ୍କ ସପକ୍ଷରେ କଲେ ଓକିଲାତି

ନୂଆଦିଲ୍ଲୀ: ବହୁତ କମଥର ଏପରି ଘଟିଥିବ ଯେଉଁସଭାରେ ନେତା କିମ୍ବା ମନ୍ତ୍ରୀ ଯୋଗ ଦେଇଥିବେ ହେଲେ ରାଜନୈତିକ ଟିକା ଟିପ୍ପଣୀ କରିନଥିବେ କିମ୍ବା କାହାକୁ ଇଙ୍ଗିତ କରି ଜବାବ ଦେଇଥିବେ। ତେଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେମିତି ବା ଏହି ଚିରାଚରିତ ଧାରାରୁ ବାଦ ପଡ଼ିବେ ଯେତେବେଳେ…

ମୁଦ୍ଦା ‘ଆଦାନୀ’: ୧୭ ବିରୋଧୀ ଦଳ ଗୋଷ୍ଠୀରୁ ଦୂରେଇ ରହିଲା ଟିଏମସି

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୁଦ୍ଦା ଗୋଟିଏ। କିନ୍ତୁ ଏକାଠି ପ୍ରତିବାଦ କିମ୍ବା ବୈଠକରେ ସାମିଲ ନହୋଇ ବିରୋଧୀ ଅଲଗା ଅଲଗା ସ୍ଥାନରେ ପ୍ରତିବାଦ କରିବା ଶାସକ ଦଳ ବିଜେପିକୁ ବେଶ ସୁହାଇଛି। ଆଦାନୀ ପ୍ରସଙ୍ଗରେ ବିରୋଧୀ ମେଳିରୁ ଦୂରେଇ ମଙ୍ଗଳବାର ଏକାକୀ ଟିଏମସି ପ୍ରତିବାଦ କରିଛି। ଏହାପରେ…

ଅତାବିରା NAC ନିର୍ବାଚନ, ନାମାଙ୍କନରେ ବିଜେଡିର ଶକ୍ତି ପ୍ରଦର୍ଶନ

ବରଗଡ଼: ଆସନ୍ତା ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ୧୨ ୱାର୍ଡ ବିଶିଷ୍ଟ ଅତାବିରା ଏନଏସି ପାଇଁ ଆଜି ବିଜୁ ଜନତା ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ଅବସରରେ ବିଜେଡି ଶକ୍ତି ପ୍ରଦର୍ଶନ କରିଛି । ଏହି ଅବସରରେ…

ପ୍ରଶଂସା ହେଉ କି ନିନ୍ଦା, ଏବେ ଚର୍ଚ୍ଚାରେ ଫାଇଭ ଟି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ବହୁ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଆହୁରି ଏକ ପ୍ରସଙ୍ଗ ଚର୍ଚ୍ଚାକୁ ବହୁଗୁଣିତ କରିଛି। ତାହା ହେଉଛି ଫାଇଭ ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସହ ଉନ୍ନୟନ…

ଦିନେ ଦୁଇଦିନରେ ପିସିସିର ନୂଆ କମିଟି !

ଭୁବନେଶ୍ୱର: ଘୋଷଣା ହେବ ଶରତଙ୍କ ନୂଆ ଟିମ। ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ ପ୍ରଦେଶ କଂଗ୍ରେସର ନୂଆ କମିଟି ଘୋଷଣା ହୋଇପାରେ। ପିସିସି ସଭାପତି ଦିଲ୍ଲୀ ଗସ୍ତ କରିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଦାଇତ୍ୱ ନେବାର ବହୁ ମାସ ବିତିଯାଇଥିଲେ ମଧ୍ୟ ଏ ଯାଏ ପିସିସି କମିଟି ଗଠନ ହୋଇ ନ…

‘5T’ ନେଇ ଜୟନାରାୟଣଙ୍କୁ ଜବାବ ଦେଲେ ଅରୁଣ, କହିଲେ ଗାଁକୁ ଗଲେ ବୁଝିପାରିବେ

ଭୁବନେଶ୍ୱର - ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ ବୁଝିପାରିବେ ‘5T’ କଣ, 5T ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ଏଭଳି ପାଲଟା ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ଏହି ‘୫-ଟି’…