Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି ପାଇଁ ବିଜେଡି ବିପଦ !

ଭୁବନେଶ୍ୱର: ଆସନ୍ନ ନିର୍ବାଚନ ପାଇଁ ତତ୍ପର ବିଜେଡି। ଦକ୍ଷିଣ ଓଡିଶାଠୁ ଆରମ୍ଭ କରି ପଶ୍ଚିମ ଓଡିଶା ସବୁଆଡେ ମୁଖ୍ୟମନ୍ତ୍ରୀ ଘନ ଘନ ଗସ୍ତ କରି ଲୋକଙ୍କୁ ବହୁ ଯୋଜନା ଉପହାର ଦେଉଛନ୍ତି। ନିର୍ବାଚନ ଘୋଷଣା ବହୁ ପୂର୍ବରୁ ବିଜେଡି ସପକ୍ଷରେ ବାତାବରଣ ତିଆରି ହେଉଛି। କିନ୍ତୁ ବିଜେଡିରେ ସବୁ ଠିକ…

୨୪ରେ ନବୀନ, ପ୍ରଭାବହୀନ ହେଉଛନ୍ତି କି ବିରୋଧୀ ?

ଭୁବନେଶ୍ୱର: ବର୍ଷରେ ପଦାର୍ପଣ କରିଛି ନବୀନଙ୍କ ଶାସନ। ଦୀର୍ଘ ବର୍ଷ ଧରି ନିରବଛିନ୍ନ ଭାବେ ଶାସନ କରି ଆସିଥିବା ନବୀନଙ୍କୁ ବିରୋଧୀ ଯେତେ ପ୍ରକାର ବିରୋଧ କଲେ ମଧ୍ୟ ଏହାର ବିଶେଷ କିଛି ପ୍ରଭାବ ପଡିବା ଦେଖାଯାଇ ନାହିଁ । ଏପରିକି ପିଲାଟିଏ ଜନ୍ମ ନେଇ ହେତୁ ପାଇବା ସହ ଆଜି ଯାଏ ମଧ୍ୟ ନବୀନଙ୍କୁ…

ବ୍ରାଣ୍ଡ କିଏ ? ବିଜୁ ନା ନବୀନ ?

ଭୁବନେଶ୍ୱର: ଓଡ଼ିଶା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। କେବଳ ରାଜ୍ୟ ନୁହେଁ ବିଶ୍ୱ ସ୍ତରରେ ଭାରତର ନାଁ କୁ ଉଜ୍ବଳ କରିବା ତଥା ଦେଶ ପାଇଁ ମଧ୍ୟ ବିଭିନ୍ନ ସମୟରେ ବିଜୁ ବାବୁ ଗୋୖରବ ଆଣି ଦେଇଛନ୍ତି । ଏପରିକି ସେହି ଧାରାକୁ ତାଙ୍କ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ବିଜୁଙ୍କ ଜୟନ୍ତୀରେ ଦିଲୀପ ରାୟ ମାରିଲେ ତେରେଛା ବାଣ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି ସାରା ଓଡ଼ିଶା ମନେ ପକାଉଛି । ବିଜୁଙ୍କ ସହ ସମୟ ଅତିବାହିତ କରିଥିବା ଲୋକେ ବିଜୁ ପଟ୍ଟନାୟକଙ୍କ ଗୁଣଗାନ କରୁଛନ୍ତି । ଆଜି ବିଜୁ ଜନ୍ମ ଜୟନ୍ତୀରେ ବିଜୁବାବୁଙ୍କ କଥା ମନେ ପକାଇ ତେରେଚ୍ଛା ତୀର ମାରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ…

ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳିଲା ବିଜେପି

ଭୁବନେଶ୍ୱର: ପଞ୍ଚାୟତିରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଓ ଦୁର୍ନୀତି ଖଣିରେ ପରିଣତ କରିବାରେ ସର୍ବଶ୍ରେଷ୍ଠ ସ୍ଥାନରେ ଅଛି ଓଡ଼ିଶା । ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି । ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାରର ବାରୁଦ ଗଦାରେ ଛିଡା ହୋଇଛି ଓଡ଼ିଶା ପ୍ରଦେଶ ।…

କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ନେଇ ପିଏମ୍ ମୋଦିଙ୍କୁ ୮ଟି ବିରୋଧୀ ଦଳର ଚିଠି, କଂଗ୍ରେସ ଚୁପ୍  

ନୂଆଦିଲ୍ଲୀ: ଇଡି, ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିରପେକ୍ଷ ହୋଇ କାମ କରୁନାହାଁନ୍ତି । କେନ୍ଦ୍ର ସରକାରଙ୍କ ହାତବାରିସୀ ହୋଇ କାମ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ପରେ ସିବିଆଇ ଓ କେନ୍ଦ୍ର ସରକାରଙ୍କୁ ନେଇ ରାଜନୀତି…

ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ: ବିଜେପି

ଭୁବନେଶ୍ୱର: ବିଧାନସଭା ଘେରାଉ ବେଳେ ବିଜୁ ଯୁବ ମୋର୍ଚ୍ଚା ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଜ୍ୟର ସବୁ ଥାନାରେ ଆଜି ବିଜେପି ଏତଲା ଦେଇଛି । ଦଳ କହିଛି, ଓଡ଼ିଶାରେ ପୋଲିସଙ୍କର ଅସହାୟ, ଅକ୍ଷମତା କାରଣରୁ ଅନେକ ମାମଲା ଥାନାରେ ରୁଜୁ ହୋଇପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ…

ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି, ବିଜେପି ମୁହାଁମୁହିଁ; ବିଜେପି କହିଲା ‘ନାଟକ କରୁଛନ୍ତି ରାଜ୍ୟ…

ଭୁବନେଶ୍ୱର: ଗ୍ୟାସ ଭଳି ପଦାର୍ଥର ଦର ଅନ୍ତର୍ଜାତୀୟ ବଜାରର ସ୍ଥିର କରିଥାଏ । ଏଥିରେ ମୋଦf ସରକାରଙ୍କ କୌଣସି ଭୂମିକା ନାହିଁ । ଏ କଥାକୁ କଣ ବିଜୁ ଜନତା ଦଳର ନେତାନେତ୍ରୀ ଜାଣନ୍ତିନି କି? ଗ୍ୟାସ ଉପରେ ସର୍ବାଧିକ ଟିକସ ରାଜ୍ୟ ସରକାର ନେଉଛନ୍ତି । ତେଣୁ ପ୍ରଥମେ ରାଜ୍ୟ ସରକାର ସିଂହଭାଗ ଟିକସ…

ଗ୍ୟାସରୁ ରାଜ୍ୟ ପାଉଥିବା ଅଂଶରୁ ସିଂହଭାଗ ଟଙ୍କା ଛାଡ଼ କରିବାକୁ ବିଜେପିର ଦାବି

ଭୁବନେଶ୍ୱର: ଗ୍ୟାସ୍ ଦର ବୃଦ୍ଧି ଯୋଗୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବିଜେଡି, ବିଜେପି ପରସ୍ପରକୁ ଆକ୍ଷେପ କରିବାରେ ଲାଗିଛନ୍ତି । ବିଜେଡି ଗ୍ୟାସ ଦର ବୃଦ୍ଧି ପାଇଁ ବିଜେପିକୁ ସମାଲୋଚନା କରିଛି । ଯାହାର ଜବାବ ଦେଇ ବିଜେପି କହିଛି, ଦେଶରେ ରୋଷେଇ ଗ୍ୟାସର ଚାହିଦାକୁ ପୂରଣ କରିବା ପାଇଁ…

ଧାରଣୀୟ ବିକାଶ ନୁହେଁ ନିରନ୍ତର ବିନାଶର ଦସ୍ତାବିଜ୍ ଓଏସ୍‌ଆଇଏଫ୍‌-୨.୦: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: ଦୁଇ ଦିନ ତଳେ ଓଡ଼ିଶା ସସ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ ଇଣ୍ଡେକ୍ସ ଫ୍ରେମ ୱାର୍କର ଦ୍ୱିତୀୟ ସଂସ୍କରଣ ବା ଓଏସଆଇଏଫ-୨.୦ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ନାଗିରକ କୈନ୍ଦ୍ରିକ ଯୋଜନାକୁ ଧାରଣୀୟ ବିକାଶ ଲକ୍ଷ୍ୟର ଗୋଟିଏ ଗୋଟିଏ ପ୍ରତୀକ ବୋଲି ଏହି…