Latest Odisha News

BREAKING NEWS

Browsing Category

ରାଜନୀତି

ଉପାସନାଙ୍କ ‘ବିଜୟ’ ଗଣିତ, କେତେ ହେବ ସଫଳ ?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନର ରୂପରେଖ କଣ ହେବ। ଯେଉଁମାନେ ପ୍ରମୁଖ ଦଳର ଆଗ ଧାଡ଼ିର ନେତା ସେମାନେ କଣ ସେହି ଦଳରେ ରହି ନିର୍ବାଚନ ଲଢ଼ିବେ ? ନା ଚିତ୍ର କିଛି ଅଲଗା ହେବ। ଏଭଳି କିଛି କଳ୍ପନା କଳ୍ପନା ଏବେ ମୁଣ୍ଡ ଟେକିଛି। ରାଜ୍ୟରେ ବିଆରଏସର ଏଣ୍ଟ୍ରି ଓ ଏଥିରେ ବିଜୟ ମହାପାତ୍ରଙ୍କ…

୨୦୨୪ ନିର୍ବାଚନରେ ବିଜେଡି, ବିଜେପିକୁ ଭାରି ପଡ଼ିବେ କି ଏସବୁ ନେତା ?

ଭୁବନେଶ୍ୱର: ସମ୍ବଲପୁରରେ ବିରୋଧୀ ଦଳ ନେତା ଓ ପୋଲିସ ହାତାହାତିକୁ ନେଇ ରାଜନୀତି ତେଜୁଛି । ଶାସକ ବିଜେଡି, ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଇସ୍ତଫା ଦାବି କରିଥିବା ବେଳେ ବିଜେପି କହିଛି, ସରକାର ନିଜ ମନ୍ତ୍ରୀ ଓ ବିଧାୟକଙ୍କୁ ପରଖନ୍ତୁ । ତେବେ ବିଜେପି ହେଉ ଅବା ବିଜେଡି ନେତା । ଅନେକଙ୍କ…

ବିଜେଡି ଷଡ଼ଯନ୍ତ୍ର କରି ହତ୍ୟା କରିବାକୁ ଯୋଜନା କରୁଛି: ଜୟନାରାୟଣ

ଭୁବନେଶ୍ୱର: ସମ୍ବଲପୁର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଜଣେ ମହିଳା ପୋଲିସ ଅଧିକାରୀଙ୍କ ମଧ୍ୟରେ ବୁଧବାର ହୋଇଥିବା ଗଣ୍ଡଗୋଳକୁ ନେଇ ଓଡିଶାରେ ଏବେ ରାଜନୀତି ଚରମ ସୀମାରେ ପହଞ୍ଚିଛି। ଏହି ବିବାଦ ମଧ୍ୟରେ ଗୁରୁବାର ଦିନ ବିଜେପିର ବରିଷ୍ଠ ନେତା ଏକ ଚାଞ୍ଚଲ୍ୟକର…

ଜୟନାରାୟଣଙ୍କ ଅତୀତ କଥା ମନେ ପକାଇ ବିଜେପିକୁ ତୀର ମାରିଲେ ପ୍ରଣବ

ଭୁବନେଶ୍ୱର: ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ରହିଛି । କିନ୍ତୁ ବିରୋଧର ଅର୍ଥ ନୁହେଁ କାହାକୁ ବ୍ୟକ୍ତିଗତ କିମ୍ବା ଶାରିରୀକ ଆଘାତ ପହଞ୍ଚାଇବା । କିନ୍ତୁ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାରମ୍ବାର ଆକ୍ରମଣ କରୁଛନ୍ତି କେବେ ନିଜ ଦଳର ନେତାଙ୍କୁ ତ ଆଉ କେବେ…

ଶକ୍ତି ସାଉଣ୍ଟୁଛି କଂଗ୍ରେସ, ବିଜୟଙ୍କ ପରେ ହାତ ଧରିଲେ ସିକ୍ତା

ଭୁବନେଶ୍ୱର: କଂଗ୍ରେସ ପାଇଁ ସୃଷ୍ଟି ହେଉଛି ସମ୍ଭାବନା । ବିଜୟ ପଟ୍ଟନାୟକଙ୍କ ପରେ ଏବେ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡକ୍ଟର ସିକ୍ତା ପତିଙ୍କ ଯୋଗଦାନ। ରାଜନୈତିକ ଚର୍ଚ୍ଚା ଦୃଷ୍ଟିକୋଣରୁ ଏହା ବିଶେଷ ଗୁରୁତ୍ୱ ରଖୁଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ଓଡ଼ିଶାରେ…

ରାଜ୍ୟରେ ବିଜୟ ହେବେ କି ବିଆରଏସର ଭବିଷ୍ୟତ ?

ଭୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଫୋକସ ଓଡିଶା। କେବଳ ଦକ୍ଷିଣ ଓଡିଶା ନୁହେଁ ଉପକୂଳର ପ୍ରଭାବଶାଳୀ ନେତା ମାନଙ୍କୁ ବିଆରଏସ ନିଜ ଆଡକୁ ନେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କୁ ବିଆରଏସ୍ ନେତା ଭେଟିବା ପରେ ଏହାକୁ…

କିଏ, କାହାକୁ ଧକ୍କା ମାରିଲା ? ଜୟନାରାୟଣ ନା IIC ?

ସମ୍ବଲପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ଯାଇଥିବା ବିଜେପି ଅଭିଯୋଗ କରି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି । ସମ୍ବଲପୁରରେ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଛି ଅସ୍ୱାଭାବିକ ସ୍ଥିତି । ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସଙ୍କୁ…

ବିଜେପିକୁ ଅନ୍ୟ ଦଳ ତୁଳନାରେ ଢ଼େର ଅଧିକ ଚାନ୍ଦା ମିଳିଛି: ଏଡିଆର ରିପୋର୍ଟ

ନୂଆଦିଲ୍ଲୀ: ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର)ର ଏକ ରିପୋର୍ଟ ଅନୁଯାୟୀ, ଗତବର୍ଷ ଭାରତୀୟ ଜନତା ପାର୍ଟି (ବିଜେପି)କୁ ୬୧୪.୬ କୋଟି ଟଙ୍କାର ଚାନ୍ଦା ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୯୫.୪ କୋଟି ଟଙ୍କା। ମଙ୍ଗଳବାର ଏହି ରିପୋର୍ଟ ପ୍ରକାଶ ପାଇଛି। ଗତ ଆର୍ଥିକ ବର୍ଷରେ…

ସେଲଫି ଅଭିଯାନ ପରିବର୍ତ୍ତେ ମହିଳାଙ୍କ କଥା ଉଠାଅ: ବିଜେଡି

ଭୁବନେଶ୍ୱର: ସେଲଫି ଅଭିଯାନ ପରିବର୍ତ୍ତେ ମହିଳା ସଶକ୍ତିକରଣ ପାଇଁ, ଓଡିଶା ବିଜେପି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ନେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ,…

ହାତ ଧରିଲେ ବିଜୟ ପଟ୍ଟନାୟକ, କହିଲେ ‘ଓଡ଼ିଶାର ଭବିଷ୍ୟତ ପାଇଁ ରାଜନୀତିକୁ ଆସିଛି’

ନୂଆଦିଲ୍ଲୀ: ହାତ ଧରିଲେ ବିଜୟ ପଟ୍ଟନାୟକ । ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଦିଲ୍ଲୀ ଯାଇ କଂଗ୍ରେସରେ ସାମିଲ୍ ହୋଇଛନ୍ତି । ଆଜି ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ମିଶିଛନ୍ତି । କଂଗ୍ରେସରେ ଯୋଗ ଦେବା ପରେ ବିଜୟ କହିଛନ୍ତି, ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା…