Latest Odisha News

BREAKING NEWS

Browsing Category

ରାଜନୀତି

ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ: ବିଜେଡି

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ମାମଲାରେ ବାରମ୍ଵାର ଅରୁଚିକର ମନ୍ତବ୍ୟ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ମାନସିକ ଭାରସାମ୍ୟ ହରାଇଛନ୍ତି । ତେଣୁ ତୁରନ୍ତ ତାଙ୍କର ମାନସିକ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ବିଜୁ ଜନତା ଦଳ, ବିଜେପି ନେତୃବୃନ୍ଦଙ୍କୁ ପରାମର୍ଶ…

ଢେଙ୍କାନାଳରେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିଲେ ପ୍ରଭାବ ପଡ଼ିବ ନାହିଁ: ବିଜେଡି ବିଧାୟକ

ଭୁବନେଶ୍ୱର: ଦୁଇ ଥରର ରାଜ୍ୟସଭା ସାଂସଦ, ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନ ଲଢ଼ିବେ। ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେବା ବେଳେ ନିଜେ ନିର୍ବାଚନ ଲଢ଼ିବେ ବୋଲି କହିବା ପରେ ସେ ଏବେ କେଉଁଠୁ ପ୍ରାର୍ଥୀ ହେବେ ସେ ନେଇ ଚର୍ଟ୍ଟା…

ହସୁଛି ଗୋପାଳ, କାନ୍ଦୁଛି ନବଙ୍କ ପରିବାର

ଝାରସୁଗୁଡ଼ା: ହସୁଛି ଗୋପାଳ, କାନ୍ଦୁଛି ନବଙ୍କ ପରିବାର । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ମନ ଖୋଲି ହସୁଛି । ମନ୍ତ୍ରୀ ନବଙ୍କୁ ମାରିବା ପରେ ବି ଗୋପାଳ ମନରେ ପଶ୍ଚାତାପର ଚିହ୍ନ ବର୍ଣ୍ଣ ନାହିଁ । ଅନ୍ୟପଟେ ନବଙ୍କୁ ହରାଇ ଭାଙ୍ଗି ପଡ଼ିଛି ପରିବାର । ପରିବାର…

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତରୁ ଧିରେ ଧିରେ ସତ ପଦାକୁ ଆସୁଥିବା ବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।…

ସାନି ଏତଲା ପରେ ବିଜୟଙ୍କୁ ନେଇ ତିର୍ତ୍ତୋଲ ଗରମ, ପୋଲିସ କାହିଁକି ଚୁପ୍ ?

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରେମିକା ସୋମାଲିକାଙ୍କ ସାନି ଏତଲା ପରେ ବିଜୟ ଶଙ୍କରଙ୍କ ବିରୋଧରେ ରାଜନୈତିକ ପ୍ରତିବାଦ ଶାଣିତ ହେବାରେ ଲାଗିଛି । ମଙ୍ଗଳବାର କଂଗ୍ରେସ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି…

ଓଡ଼ିଶା ପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନରେ ପିନାକୀ ମିଶ୍ର ଅସହିଷ୍ଣୁ କାହିଁକି ? : ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର: ବରିଷ୍ଠ ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ପ୍ରତି ଅବଦାନରେ ଅସହିଷ୍ଣୁ ହୋଇ ଯାଇଛନ୍ତି । ତେଣୁ ସେ ଲୋକସଭାରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି ବୋଲି ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…

ହାତ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ !

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇ ପାରନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ନେତା ଅମୀୟ ପାଣ୍ଡବଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ରାଜ୍ୟ ରାଜନୀତିକୁ ଏହା ଖୋରାକ୍ ଯୋଗାଇଛି । ହେଲେ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ୍ ହେବେ କି ନା ସେ ନେଇ କିଛି ମନ୍ତବ୍ୟ…

ନବ ଦାସ ହତ୍ୟା ପଛରେ ବହୁତ ବଡ଼ ବଡ଼ ମୁଣ୍ଡ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ଗୋପାଳ ହେଉଛି ସୁଟର, ହ୍ୟାଣ୍ଡଲର କିଏ ? ନବ ଦାସଙ୍କୁ ହତ୍ୟା ପଛର ନାୟକ କିଏ ? କାହା ପ୍ରରୋଚନାରେ ଏତେ ବଡ଼ ହତ୍ୟାକାଣ୍ଡ ଘଟିଲା ତାହା ମୁଖ୍ୟ । ଗୋପାଳ ତ ମାନିଛି ସେ ମାରିଛି । ହେଲେ କାହିଁକି ମାରିଲା, କାହା ପ୍ରରୋଚନାରେ ମାରିଲା କହି ପୋଲିସ ଓ କ୍ରାଇମବ୍ରାଞ୍ଚକୁ ସମାଲୋଚନା…

ରାହୁଲଙ୍କ ‘ରାଫେଲ ଡିଲ୍’ ଫେଲ୍, ୨୦୨୪ରେ ସ୍ୱପ୍ନ ପୂରଣ କରିବ କି ‘ଆଦାନୀ ପ୍ରସଙ୍ଗ’?

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ ରାଫେଲକୁ ନିଜର ମୁଖ୍ୟ ନିର୍ବାଚନୀ ଅସ୍ତ୍ର କରିଥିଲେ। କିନ୍ତୁ ନିର୍ବାଚନରେ ଏବଂ କୋର୍ଟରେ କୌଣସି ପ୍ରକାର ସଫଳ ହୋଇନଥିଲେ ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳ କଂଗ୍ରେସ। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ସୋମାଲିକାଙ୍କ ନିଆଁରେ ଘିଅ ଢ଼ାଳିଲା କଂଗ୍ରେସ

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ ବଢ଼ୁଛି । ହାଇକୋର୍ଟ ନିର୍ଦ୍ଦେଶ ପରେ ପୋଲିସ ସୋମାଲିକାଙ୍କ ସାନି ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି । ଇତି ମଧ୍ୟରେ ପୋଲିସ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଦାଶ କରିଥିବା ମାମଲାରେ ସୋମାଲିକାଙ୍କୁ ଜେରା…