Latest Odisha News

BREAKING NEWS

Browsing Category

ରାଜନୀତି

ମଧ୍ୟପ୍ରଦେଶରେ ବିଜେପିକୁ ଡବଲ ଝଟକା

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିକୁ ବଡ଼ ଝଟକା। ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପୁଅ ତଥା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ କଂଗ୍ରେସରେ ଯୋଗ ଦେଇଛନ୍ତି। ନିଜର ସମର୍ଥକ ମାନଙ୍କ ସହ ଦୀପକ କଂଗ୍ରେସରେ ମିଶିଛନ୍ତି। ମଧ୍ୟପ୍ରଦେଶ ପିସିସି ସଭାପତି…

‘ରାତି ଅଧରେ ପ୍ରାର୍ଥୀଙ୍କ ପ୍ରଚାର’, ‘ଟଙ୍କା ବାଣ୍ଟୁଛନ୍ତି ସରକାରୀ କର୍ମଚାରୀ’;…

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଉପନିର୍ବାଚନରେ ବିଜେଡି, ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରିବା ସହ ଜନତାଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ୍ ଉଲଘଂନ…

‘କର୍ଣ୍ଣାଟକ ନିର୍ବାଚନ’, ୧୭ ଆସନ ପାଇଁ ମୋଦିଙ୍କ ମାୟାଜାଲ !

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ରବିବାର ଶେଷ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଓ ରବିବାର ଦୁଇ ଦିନ ମୋଦି ବେଙ୍ଗାଲୁରୁରେ ଆଠ ଘଣ୍ଟାର ରୋଡ଼ ଶୋ କରିବେ ବୋଲି ସୂଚନା ମିଳିଛି। ନମ ବେଙ୍ଗାଲୁରୁ ନମ ହେମେ ବା ଆମ ବେଙ୍ଗାଲୁରୁ ଆମ ଗର୍ବ ନାମରେ ଏହି ରୋଡ଼ ସୋ କରି…

ଆସନ୍ତା ୯ ତାରିଖରେ ନବୀନଙ୍କୁ ଭେଟିବେ ନୀତିଶ କୁମାର

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ଆସନ୍ତା ୯ ତାରିଖରେ ଓଡ଼ିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିବା ବେଳେ ନବୀନଙ୍କୁ ଭେଟିବାକୁ…

ବିଜେପି ସାଂସଦଙ୍କ ସ୍ୱାଧିକାର ଭଙ୍ଗ ନୋଟିସ୍, ରାଜ୍ୟକୁ ଜବାବ ମାଗିଲେ କେନ୍ଦ୍ର ସରକାର

ଝାରସୁଗୁଡା: ସମ୍ବଲପୁରରେ ହିଂସା ପରେ ବିଜେପି ସାଂସଦ ପୀଡ଼ିତ ପରିବାରକୁ ଭେଟିବାକୁ ଯିବାବେଳେ ପ୍ରଶାସନ ଅଟକାଇବା ଓ ଗିରଫ କରିବା ମାମଲାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ସରକାର । ବିଜେପି ସାଂସଦଙ୍କ ଅଭିଯୋଗ କ୍ରମେ ଡିଓପିଟି ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଏନେଇ ୧୫ ଦିନ ମଧ୍ୟରେ ଜବାବ…

ମଧ୍ୟପ୍ରଦେଶରେ କଂଗ୍ରେସକୁ ହରାଇବାକୁ ବିଜେପିର ‘ଆମେଥି ପ୍ଲାନ’

ଭୁବନେଶ୍ୱର: ମଧ୍ୟପ୍ରଦେଶ ପାଇଁ ବଢିଛି ବିଜେପିର ଚିନ୍ତା। ରାଜ୍ୟର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦଳ କିଭଳି ଶାସନକୁ ଫେରିବ ସେ ନେଇ ଚିନ୍ତା ବଢିଛି। ସେଥିପାଇଁ ଦଳ ଏକ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରମୁଖ ଦମଦାର ନେତାଙ୍କ ଉପରେ ଆଖି ପକାଇଛି…

ରାହୁଲଙ୍କ ହିମାଚଳ କାର୍ଡ

ଭୁବନେଶ୍ୱର: ହିମାଚଳ ପ୍ରଦେଶର ଶିମଲା ନଗର ନିଗମରେ କଂଗ୍ରେସକୁ ମିଳିଥିବା ବିପୁଳ ସଫଳତାକୁ କର୍ଣ୍ଣାଟକ ନିର୍ବାଚନ ସହ ଯୋଡ଼ିଛି ଦଳ। ଶିମଲା ମୁନିସିପାଲ କର୍ପୋରେସନ ନିର୍ବାଚନରେ କଂଗ୍ରେସ ୩୪ ଆସନ ମଧ୍ୟରୁ ୨୪ ଟି ଆସନ ଜିତି ରେକର୍ଡ କରିଛି। ଯାହାକୁ ନେଇ ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର…

ମଣିପୁର ପାଇଁ ମନ ନାହିଁ !

ଭୁବନେଶ୍ୱର: ଆଦିବାସୀ ଓ ମେଟେଇ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ଯୋଗୁ ମଣିପୁର ଜଳୁଛି। ମଣିପୁର ସ୍ଥିତି ଏତେ ସାଙ୍ଘାତିକ ଯେ ରାଜ୍ୟରେ ସୁଟ ଆଟ ସାଇଟର ଅର୍ଡର ମଧ୍ୟ ଦିଆଯାଇଛି। ରାଜ୍ୟରେ ଅଧିକ ଜବାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି। ଏଭଳି ସ୍ଥିତିରେ ମଣିପୁରକୁ ନେଇ ରାଜନୀତି…

କର୍ଣ୍ଣାଟକ ନିର୍ବାଚନ, ‘ଡବଲ ଇଞ୍ଜିନ ନୁହେଁ ଟ୍ରବଲ ଇଞ୍ଜିନ ସରକାର’

ଭୁବନେଶ୍ୱର: କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ବିଜେପି ଡବଲ ଇଞ୍ଜିନ ସରକାରକୁ ଫୋକସ କରିଛି। କଂଗ୍ରେସ କିମ୍ବା ଜେଡିଏସକୁ ଭୋଟ ନ ଦେଇ ବିଜେପିକୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ତଥା ବିଜେପିର ସବୁ ବରିଷ୍ଠ ନେତା କର୍ଣ୍ଣାଟକବାସୀଙ୍କୁ ନିବେଦନ…

ଇସ୍ତଫା ଫେରାଇ ନେଲେ ଶରଦ ପାୱାର, ରହିବେ ଏନସିପି ଅଧ୍ୟକ୍ଷ

ମୁମ୍ବାଇ: ଶରଦ ପାୱାର ରହିବେ ଏନସିପି ଅଧ୍ୟକ୍ଷ । ୩ ଦିନ ପରେ ଫେରାଇ ନେଲେ ଇସ୍ତଫା । ଶୁକ୍ରବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ଫେରାଇ ନେବେ ବୋଲି କହିଛନ୍ତି ଶରଦ ପାୱାର । ସାମ୍ବାଦିକ ସମ୍ମିଳନୀରେ ଶରଦଙ୍କ ସହ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ଶରଦ…