Latest Odisha News

BREAKING NEWS

Browsing Category

ରାଜନୀତି

ନବ ଦାସଙ୍କୁ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ । ସରକାର ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବଞ୍ଚାଇବାରେ ଅସଫଳ ହେଲେ । କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୋଲିସ ଏଏସ୍ଆଇ ହତ୍ୟା କଲେ । ଏବେ ଯେଉଁ ତଦନ୍ତ ଚାଲିଛି ତାକୁ ନେଇ କଂଗ୍ରେସ ସନ୍ତୁଷ୍ଟ ନାହିଁ । ତା ଛଡ଼ା ଗୋପାଳ ପାଇଖାନା ଟାଙ୍କିରେ କାଗଜ ଖଣ୍ଡେ…

ସଭାରେ ନବୀନଙ୍କ ଭରପୂର ପ୍ରଶଂସା, କ’ଣ ଇସାରା ଦେଉଛନ୍ତି ତାରା ?

ଭୁବନେଶ୍ୱର: ଭରା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଖାଲି ପ୍ରଶଂସା କରି ନାହାନ୍ତି ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି ତାରା । ଜୟପୁର ବିକ୍ରମ ଦେବ କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ତାରା ନବୀନଙ୍କୁ…

ବିଶ୍ୱରେ ଲୋକପ୍ରିୟ ନେତା ମୋଦି, ପଛରେ ପଡ଼ିଲେ ବାଇଡେନ୍ ଓ ସୁନକ

ନୂଆଦିଲ୍ଲୀ: ବିଶ୍ୱରେ ସବୁଠୁ ଲୋକପ୍ରିୟ ନେତା କିଏ ? ଦୁନିଆର ଲୋକପ୍ରିୟ ନେତାଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷ ସ୍ଥାନରେ ଅଛନ୍ତି । ଆମେରିକା, ୟୁକେ ଭଳି ରାଷ୍ଟ୍ରର ମୁଖ୍ୟ ଲୋକପ୍ରିୟତା କ୍ଷେତ୍ରରେ ମୋଦିଙ୍କ ପଛରେ ରହିଛନ୍ତି । ବିଜନେସ…

ଏକାସାଙ୍ଗରେ ତାରା ଓ ରବି ଉପସ୍ଥିତ ରହିବା ଅସମ୍ଭବ !

ଓଡ଼ିଶା ସମ୍ବାଦ ବ୍ୟୁରୋ : ସୂର୍ଯ୍ୟ ଓ ତାରା । ଏ ଦୁଇ ଜଣ କେବେ ଏକା ସାଥିରେ ଦେଖାଯାଆନ୍ତି ନାହିଁ। ସୂର୍ଯ୍ୟ ଅସ୍ତ ହେଲେ ଆକାଶରେ ମିଞ୍ଜି ମିଞ୍ଜି ହୋଇ ତାରା ଦେଖାଯାଏ ଆଉ ସକାଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆକାଶରୁ ତାରା ଗାଏବ ହୋଇଯାଇଥାଏ। ବୋଧହୁଏ ଏହାକୁ କେହି ମାନନ୍ତୁ ନ…

ବିଶ୍ୱାସ ନଥିବା କହି PSO ଫେରାଇଲେ ଜୟ ନାରାୟଣ, ବିଜେଡି କଲା ତାତ୍ସଲ୍ୟ

ଭୁବନେଶ୍ୱର: ASIଙ୍କ ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସରକାର ଯୋଗାଇଥିବା ପିଏସଓ (ବ୍ୟକ୍ତିଗତ ସୁରକ୍ଷା କର୍ମୀ)ଙ୍କୁ ନେଇ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇଛନ୍ତି । ଖାଲି ପ୍ରଶ୍ନ ଉଠାଇ ନାହାନ୍ତି, ଆବଶ୍ୟକତା ନଥିବା କହି ସରକାର ଯୋଗାଇ ଦେଇଥିବା ପିଏସଓଙ୍କୁ ଫେରାଇ…

ଆଗକୁ ନିର୍ବାଚନ: ନବ-କିଶୋରଙ୍କ ବିୟୋଗ ଶାସକ ଦଳ ପାଇଁ ବଡ଼ ଆହ୍ୱାନ

ଝାରସୁଗୁ଼ଡା: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଶାସକ ଦଳ ବିଜେଡି ପାଇଁ ବଡ଼ ଝଟକା। ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ଝାରସୁଗୁଡାରେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇଯାଇଥିଲା। ହେଲେ ଏବେ ଝାରସୁଗୁଡାରେ ବର୍ଷକ ଭିତରେ ଦୁଇ ପ୍ରମୁଖ ନେତା କିଶୋର…

ପୁଅ ଗିରଫକୁ ନେଇ ଡିଜିପିଙ୍କୁ ଟାଣିଲେ ସାଲୁଜା

ଭୁବନେଶ୍ୱର: କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସାଲୁଜାଙ୍କ ପୁଅ ସେଜି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସିନେମା ହଲରେ ଗଣ୍ଡଗୋଳ କରିଥିଲେ । ଯେଉଁଥିପାଇଁ ପୋଲିସ ସେଜିଙ୍କ ସହ ୬ ଜଣଙ୍କୁ ଗିରଫ କରିଛି । ପୁଅ ସହ ୬ ଜଣଙ୍କୁ…

ଗୋପାଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟ ନାରାୟଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ଏବେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ବୁଧବାର ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି ଭାଙ୍ଗି କ୍ରାଇମବ୍ରାଞ୍ଚ ଅଧିକାରୀ ଗୋପାଳର ହାତ ଲେଖା ଟୁକୁଡ଼ା…

‘ଫେବୃଆରୀରେ ଓଡ଼ିଶା ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର’

ଭୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେବାକୁ ହାଇଦ୍ରାବାଦ ଯାଇଥିବା ଓଡି଼ଶା ନେତା ଫେରିଛନ୍ତି। ସୋମବାର ଅପରାହ୍ନରେ କେସିଆରଙ୍କ ଚାଟାର୍ଡ ବିିମାନ ଭୁବନେଶ୍ୱରରେ ଏହି ନେତାଙ୍କୁ ଛାଡିଥିଲା। ଏହାପରେ ଉତ୍ସାହିତ ଥିବା ବିଆରଏସ ନେତା କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାରେ 1…

ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ ନବ ଦାସ

ଭୁବନେଶ୍ୱର: ନବୀନଙ୍କ କ୍ୟାବିନେଟର ଅନ୍ୟତମ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ ନବ ଦାସ । ଝାରସୁଗୁଡ଼ା ଜିଲ୍ଲା ସହ ପଶ୍ଚିମ ଓଡ଼ିଶାରେ ଥିଲା ନବ ଦାସଙ୍କ ଦବଦବା । ୨୦୧୯ରେ ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ଆଉ ବିଜେଡି ଟିକେଟରେ ଝାରସୁଗୁଡ଼ା ଆସନରୁ ଲଢ଼ି ବିଧାୟକ ହୋଇଥିଲେ ନବ ଦାସ…