Latest Odisha News

BREAKING NEWS

Browsing Category

ରାଜନୀତି

କେଉଁଠୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ? ଲୋକସଭା ନା ବିଧାନସଭା ପ୍ରାର୍ଥୀ ହେବେ ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଯେତିକି ପାଖଉଛି, ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି । ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେ ଏଥର ନିର୍ବଚାନ ଲଢ଼ିବେ । ଦୈନିକ ଇଂରାଜୀ ସମ୍ବାଦପତ୍ର ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ…

କଥା ଗଣତନ୍ତ୍ରର କଥା ସମ୍ବିଧାନର……..

ସ୍ଵାଧୀନତାର ୭୫ ବର୍ଷ ଭିତରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି ।  ଆମ ସମ୍ବିଧାନ ଆମେ ତିଆରି କରିଛୁ । ଆମ ଦେଶକୁ ଆମେ ଶାସନ କରୁଛୁ ।  ଏ ଦୀର୍ଘ ବର୍ଷ ଭିତରେ ଆମେ ଅନେକ ଉତ୍ଥାନ ପତନ ଦେଇ ରେ ଗତି କରିଛୁ । ବଦଳିଛି ସରକାର ପରେ ସରକାର । ଦେଶରେ ଅନେକ ବିକାଶର ଚିତ୍ର ଅଙ୍କା ଯାଇଛି…

ଗାଁ ଗାଁରେ କେନ୍ଦ୍ର ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ବିଜେପି

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ କିଭଳି ନିର୍ବାଚନ ଲଢିହ ସେ ନେଇ ଆଲୋଚନା ହୋଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଏକ ଘରୋଇ ହୋଟେଲରେ ଚାଲିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ଆଲୋଚନା ହୋଇଛି। ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ…

ବିଜେପି ସମ୍ପର୍କରେ ନୀତୀଶ କୁମାର? ଦଳର ବରିଷ୍ଠ ନେତାଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

ପାଟଣା: କ'ଣ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ୟୁ-ଟର୍ଣ୍ଣ ନେବେ ? ବିଜେପିକୁ ଫେରିବାକୁ ସେ ପୁଣିଥରେ ଚିନ୍ତା କରୁଛନ୍ତି କି? ଜନତା ଦଳ (ୟୁନାଇଟେଡ୍) ର ସଂସଦୀୟ ବୋର୍ଡର ସଭାପତି ଉପେନ୍ଦ୍ର କୁଶୱା ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏକ ବୟାନ ଦେଇଛନ୍ତି। ଏହାପରେ…

ଦୃଢ଼ୀଭୂତ ହେଲା ଚର୍ଚ୍ଚା, ବିଜେପି ଛାଡ଼ିବେ ଗମାଙ୍ଗ ବାପପୁଅ !

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ । ହେଲେ କାର୍ଯ୍ୟକାରିଣୀକୁ ଆସି ନାହାଁନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ଯାହାକୁ ନେଇ ବିଜେପି ଶିବିରରେ ଚର୍ଚ୍ଚା ହେଉଥିଲେ ବି ନେତା ମୁହଁ ଖୋଲୁ ନାହାନ୍ତି । ତେବେ ଗମାଙ୍ଗ ବାପପୁଅ…

ଇଭେଣ୍ଟ ମ୍ୟାନେଜମେଣ୍ଟରେ ବ୍ୟସ୍ତ ଓଡ଼ିଶା ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହିତ ହୋଇଛି । ଯାହା ଉପରେ ବିଜେପି ସାମ୍ବାଦିକ ସମ୍ମିଳୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । କହିଛି, ଗତ କିଛିଦିନ ହେଲା ଓଡ଼ିଶା ସରକାର ବିଶ୍ୱକପି…

ଓଡ଼ିଶାର ଚାଷୀଙ୍କ ଉପରେ କେସିଆରଙ୍କ ନଜର

ଭୁବନେଶ୍ୱର: ଭାରତ ରାଷ୍ଚ୍ର ସମିତି (ବିଆରଏସ) ଓଡ଼ିଶାରେ ପ୍ରବେଶ କରିବା ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି। ଦକ୍ଷିଣ ଓଡ଼ିଶାର ନେତାଙ୍କୁ ବିଆରଏସ ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଭେଟିବା ପରେ ଏବେ ସାମ୍ନାକୁ ଆସିଛି ଆଉ ରାଜ୍ୟରେ ନବ ନିର୍ମାଣ ସଂଗଠନର ବିଆରଏସ ଲିଙ୍କ୍। ଆଉ…

ବାବୁ ଭାବୁଛନ୍ତି ଲୋକ ପ୍ରତିନିଧିଙ୍କ ଠାରୁ ସେମାନେ ବଡ଼: ସୌମ୍ୟ

ଭୁବନେଶ୍ୱର: ଗଣତନ୍ତ୍ରର ସରକାରରେ କିଏ ବଡ଼ ? ଅଫିସର, ଲୋକ ପ୍ରତିନିଧି ନା ଜନତା ? ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଲୋକ ପ୍ରତିନିଧି ବଡ଼ ନା ପ୍ରଶାସକ ବଡ଼ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଅନେକ ସମୟରେ କିଛି ପ୍ରଶାସକ ଭାବୁଛନ୍ତି, ସେମାନେ ଲୋକ ପ୍ରତିନିଧିଙ୍କଠାରୁ ବଡ଼…

ଓଡ଼ିଶାରେ ନବୀନ ସବୁ ଦଳର ସଭାପତି: ଶିଶିର ଗମାଙ୍ଗ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ଦଳର ସଭାପତି । ଓଡ଼ିଶାରେ ନବୀନଙ୍କ ନିୟନ୍ତ୍ରଣରେ ସବୁ ଦଳ । ଏଭଳି ସାଂଘାତିକ ବୟାନ ଦେଇଛନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଗମାଙ୍ଗ । ଆଜି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ଯେତିକି…

ଆବାସ ଯୋଜନାରେ ଅଯବ ମାପଦଣ୍ଡକୁ ନେଇ ଉଠିଲା ପ୍ରଶ୍ନ, ବିଜେପି କହିଲା ତୃଣମୂଳ ସ୍ତରରେ ଘେରିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଏବେ ପଞ୍ଜାୟତ ଅଫିସରେ ଝୁଲୁଛି । ଅନେକ ସ୍ଥାନରେ ଝାଟିମାଟି ଘର ଭିତରେ ରହୁଥିବା ଲୋକ ଭୋଟ୍ ଦେଇ ଘର ଖଣ୍ଡିଏ ପାଇଁ ଯେଉଁ ଆଶା ରଖିଥିଲା ତାହା ସଫଳ ନହେବା ପରେ ଏବେ ଅସନ୍ତୋଷ ଝାଡିବା ଆରମ୍ଭ କରିଛି । ଆଉ କେଉଁଠି…