Latest Odisha News

BREAKING NEWS

Browsing Category

ରାଜନୀତି

ଧାମନଗର ଭୋଟ୍ ୭ମ ରାଉଣ୍ଡ ସୁଦ୍ଧା ସୂରଜ ଆଗୁଆ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ୭ମ ରାଉଣ୍ଡରେ ସୂରଜ ୫୨୦୦ ଭୋଟରେ ଆଗରେ ରହିଛନ୍ତି । ତାଙ୍କୁ ୩୧,୯୦୮ ଖଣ୍ଡ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ…

ଧାମନଗର: ୬ଷଷ୍ଠ ରାଉଣ୍ଡରେ ବିଜେପି ଆଗୁଆ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୬ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ୬ଷ୍ଠ ରାଉଣ୍ଡରେ ସୂରଜ ୪୩୯୨ ଭୋଟ ପାଇ ଆଗରେ ରହିଛନ୍ତି । ତାଙ୍କୁ ୨୭,୧୬୦ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ…

ଧାମନଗର: ୫ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ

ଧାମନଗର: ୫ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୨୨୪୯୫, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୧୮ହଜାର ୯୨୩, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୭୧୯, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ  ୩୩୮୯, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୧୩୨ ଖଣ୍ଡ ଭୋଟ୍ ପାଇଛନ୍ତି । ସୂରଜ…

ଧାମନଗର ଉପନିର୍ବାଚନ: ୪ରାଉଣ୍ଡରେ ଆଗୁଆ ରହି ପ୍ରତିକ୍ରିୟା ରଖିଲେ ସୂରଜ

ଧାମନଗର : ପ୍ରଥମ ୪ଟି ରାଉଣ୍ଡରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତିଯେ, ଉପନିର୍ବାଚନରେ ୫ ଜଣ ପ୍ରାର୍ଥୀ ଥିଲେ । ଧାମନଗରବାସୀ ନିଜର ମତଦାନ କରିଛନ୍ତି । ବିଜେପି ଇତିହାସ ରଚିବାର ଆଶା ରଖିଛନ୍ତି । ଅସମୟରେ ଉପନିର୍ବାଚନ…

ଧାମନଗର ଉପନିର୍ବାଚନ: ବିଜେପି ଓ ବିଜେଡି ମଧ୍ୟରେ ଟକ୍କର

ଧାମନଗର: ଧାମନଗର ଉପନିର୍ପ୍ରବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି ୧ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୪୭୪୯, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ୩୯୮୦, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ୧୬୨, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ୪୦୨, ସ୍ୱାଧୀନ ପ୍ରାର୍ଥୀ…

ଧାମନଗର ଉପନିର୍ବାଚନ: ୪ର୍ଥ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ

ଧାମନଗର: ଧାମନଗର ଭୋଟ୍ ଗଣତି ଜାରି ରହିଛି । ଚତୁର୍ଥ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସେ ୩୨୬୧ ଭୋଟରେ ଆଗୁଆ ଅଛନ୍ତି । ତାଙ୍କୁ ୧୮,୧୮୧ , ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୧୪୯୨୦, କଂଗ୍ରେସ ପ୍ରାର୍ଥୀ ବାବା…

ଧାମନଗର ଉପନିର୍ବାଚନ : କଡ଼ା ସୁରକ୍ଷାବଳୟରେ ଭୋଟ୍ ଗଣତି, ୩ୟ ରାଉଣ୍ଡ ଶେଷ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ଗତ ଦୁଇ ରାଉଣ୍ଡରେ ମଧ୍ୟ ସୂରଜ ଆଗୁଆ ଥିଲେ । ୩ୟ ରାଉଣ୍ଡରେ ସୂରଜ ୧୨,୮୯୨ ଭୋଟ ପାଇ ଆଗରେ ରହିଛନ୍ତି । ତାଙ୍କ ପଛକୁ ବିଜେଡି…

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କିଏ ହେବେ?

ଭୁବନେଶ୍ୱର: ଆସନ୍ତାକାଲି ଧଦ୍ରକ ଧାମନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ରାଜ୍ୟରେ ଖାଲିପଡିଥିବା ଆଉ ଏକ ବିଧାନସଭା ଆସନ ବରଗଡ ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଛି। ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ବିୟୋଗ ପରେ ଏହି ଆସନ…

ଆସନ୍ତାକାଲି ଧାମନଗର ରାୟ

ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ଧାମନଗର ଉପନିର୍ବାଚନର ଫଳାଫଳ ।  ୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ।  ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଭଦ୍ରକ…

ତିହିଡି ବ୍ଲକରେ ନିର୍ବାଚନ ପରବର୍ତ୍ତୀ ହିଂସା; ୩ ଜଣ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଦେଖିବାକୁ ମିଳିଛି ନିର୍ବାଚନ ପରବର୍ତ୍ତୀ ହିଂସା । ଗତକାଲି ୨ ଜଣ ଓ ଆଜି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତଙ୍କ ଅଭିଯୋଗକୁ ଆଧାକ କରି ଦୁଇଟି ପୃଥକ ମାମଲା ପୋଲିସ ରୁଜୁ କରିଛି । ତେବେ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ ।…