Latest Odisha News

BREAKING NEWS

Browsing Category

ରାଜନୀତି

ଅମିତ ଶାହାଙ୍କୁ ଜୟରାମଙ୍କ ଟାର୍ଗେଟ୍ ! ବିବାଦୀୟ ବୟାନ ନେଇ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସର ମହାସଚିବ ଜୟରାମ ରମେଶଙ୍କ ଟାର୍ଗେଟ । ଅମିତ ଶାହା ମେଘାଳୟର ପୂର୍ବତନ କୋନରାଡ ସାଙ୍ଗମା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏପରିକି ତଦନ୍ତ ପାଇଁ ସେ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର…

କଂଗ୍ରେସରେ ବଢୁଛି ବିଜୟଙ୍କ ଗୁରୁତ୍ବ

ଭୁବନେଶ୍ୱର: କଂଗ୍ରେସରେ ସମସ୍ତେ ଏବେ ବିଜୟ ମୁହାଁ। ଦୀର୍ଘ ଦିନ ଧରି ଶାସନ କ୍ଷମତାରୁ ବାହାରେ ଥିବା କଂଗ୍ରେସ ନେତାଙ୍କ ପାଇଁ ବିଜୟ ହିଁ ସଂଜୀବନୀ ହେବେ ବୋଲି ଧାରଣା ସୃଷ୍ଟି ହୋଇଛି। ସେଥିପାଇଁ ବିଜୟଙ୍କ ନିକଟରେ ଏବେ ଭିଡ଼ ଦେଖିବାକୁ ମିଳୁଛି। ଆମେ କହୁଛୁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା…

ନବୀନଙ୍କୁ ଭେଟିଲେ, ବିଜୁବାବୁଙ୍କ କଥା ମନେ ପକାଇଲେ…

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ସାକ୍ଷାତ, ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ମମତା ଓଡ଼ିଶା ଆସିଥିବାରୁ ସେ ଖୁସି । ପଡ଼ୋଶୀ…

ବିଜେପିର ନୂଆ ଫଣ୍ଡା, ଆନୁଗତ୍ୟ ନୁହେଁ ପ୍ରଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ସଜାଡି ହେଉଛି ବିଜେପି। ସୁନୀଲ ବଂଶଲ ବିଜେପିର କ୍ଷେତ୍ରିୟ ପ୍ରଭାରୀ ଦାୟୀତ୍ୱ ନେବା ସହ ଜୟନାରାୟଣ ବିରୋଧୀ ଦଳ ନେତା ପଦ ସମ୍ଭାଳିଛନ୍ତି। ଏବେ ଆଉ ଜଣେ ପୁରୁଖା ଅନୁଭବୀ ନେତା ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ପଦ ମଣ୍ଡନ କରିଛନ୍ତି। ବଂଶଲ ପ୍ରଭାରୀ…

ସଭାପତି ବଦଳିଲେ ଦଳର ଭାଗ୍ୟ ବଦଳେନି-ସୌମ୍ୟ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ମନମୋହନ ସାମଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମଲଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି । ଦଳର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେଇଥିବାବେଳେ  ୨୦୧୪କୁ ଦୃଷ୍ଟିରେ ରଖି ଦଳ ଏପରି…

ଗଞ୍ଜାମ ଯିବେ ନବୀନ ! ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମିଶନ ଶକ୍ତି ଗୋଷ୍ଠୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ବାଣ୍ଟିବେ…

ଭୁବନେଶ୍ବର : ପୁଣିଥରେ ଗଞ୍ଜାମ ଜିଲ୍ଲାକୁ ପ୍ରକଳ୍ପ ସମ୍ଭାର ଭେଟି ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ଗସ୍ତ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି…

ଓଡ଼ିଶା ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ବିରୋଧୀ ଦଳ ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି । ମିଛର ଆଶ୍ରୟ ନେଇ ବିରୋଧୀ ଦଳ ନେତା ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି । କିନ୍ତୁ ମିଛକୁ ରଣନୀତି କରି ବିରୋଧୀ ଦଳ କେବେବି ଲୋକଙ୍କ ଭରସା ଜିତି ପାରିବ ନାହିଁ।  ଆଜି ବିରୋଧୀ ଦଳ ନେତା…

ଜାଗା ମିଶନର ହିତାଧିକାରୀ ଚୟନ ତାଲିକାରେ ଅନିୟମିତତା ଓ ଚଞ୍ଚକତା ହୋଇଛି: କଂଗ୍ରେସ

ଭୁବନେଶ୍ୱର: ୨୦୧୭ ମସିହାରେ ରାଜ୍ୟ ସରକାର ଜାଗା ମିଶନ ଗଠନ କରିଥିବା ବେଳେ ମୂଳ ଉଦ୍ଦେଶ୍ୟ ଥିଲା ରାଜ୍ୟର ସହରାଞ୍ଚଳର ବସ୍ତିମାନଙ୍କରେ ବାସ କରୁଥିବା ଗରିବ, ଭୂମିହୀନ ପରିବାରକୁ ଜମି ଅଧିକାର ଦେବା । କିନ୍ତୁ ଏଥିରେ ସରକାର କିଭଳି ଦୁର୍ନୀତି କରିଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ ।…

ବିରୋଧୀ ଦଳ ନେତାଙ୍କୁ ସାର୍ଟିଫିକେଟ ଦେବେ ଓଡ଼ିଶାବାସୀ, ବିଜେଡି ନୁହେଁ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ଥ ନେଇ ବିରୋଧୀଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ସମାଲୋଚନା କରିଥିଲେ । କହିଥିଲେ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ତ ପୁଞ୍ଜିନିବେଶ କେମିତି ଆସୁଛି ? ନବୀନଙ୍କ କାଉଣ୍ଟର ପରେ ବିଜେପି ପୁଣି ଥରେ ଟାର୍ଗେଟ୍…

ପୁଣି ମନେ ପଡ଼ିଲା ମହାନଦୀ ! କେନ୍ଦ୍ର ଓ ଛତିଶଗଡକୁ ଦାୟୀ କଲେ ଦେବୀ, କଟାକ୍ଷ କଲେ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ବର : ବେଶ କିଛି ଦିନର ନିରବତା ପରେ ବୁଧବାର ବିଧାନସଭାରେ ଶୁଭିଛି ମହାନଦୀ ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ବିଜେଡି ବିଧାୟକ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଦେବୀ ମିଶ୍ର କହିଛନ୍ତି, ମହାନଦୀର ଜଳ ଉପରେ ଅଢ଼େଇ କୋଟିରୁ ଅଧିକ…