Latest Odisha News

BREAKING NEWS

Browsing Category

ରାଜନୀତି

ମିଶନ ଶକ୍ତିରେ ବିନା ସୁଧରେ ନବୀନ ଦେଲେ ଋଣ, ବିଜେପି କହିଲା ମୋଦୀ ସରକାର ଯୋଜନାର ରିବ୍ରାଣ୍ଡିଂ

ଭୁବନେଶ୍ୱର: ରାଜ୍ୟର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପ ପାଇଁ ମୁଖ୍ୟମନ୍ତ୍ରୀ ୧୨୫କୋଟିର ସୁଧ ରିହାତି ବ୍ୟବସ୍ଥାର ଶୁଭାରମ୍ଭ କରିବା ପରେ ନିଦ ଭାଙ୍ଗିଛି ବିରୋଧୀ ବିଜେପିର। ଦୀର୍ଘ ଦିନ ଧରି ଏହି ଯୋଜନା ମହିଳା ଭୋଟ୍ ବ୍ୟାଙ୍କ ଉଦ୍ଦିଷ୍ଟ କହୁଥିବା ଦଳ ପ୍ରେସ କନଫରେନସ କରି କହିଛି କେନ୍ଦ୍ରର…

ହକି ବିଶ୍ୱକପ ବିଜ୍ଞାପନ: ମାମଲା କୋର୍ଟକୁ ଯିବା ପୂର୍ବରୁ ଭୁଲ ସୁଧାରିଲେ ରାଜ୍ୟ ସରକାର!

ଭୁବନେଶ୍ୱର: ବୁଧବାର ହକି ବିଶ୍ୱକପ ପାଇଁ ବିଗୁଲ ବାଜିବ। ଏହାପୂର୍ବରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଏକ ପ୍ରକାର ଶେଷ ହୋଇଯାଇଛି। କିନ୍ତୁ ଏହାରି ଭିତରେ ମଙ୍ଗଳବାର ଖବରକାଗଜରେ ଦେଖିବାକୁ ମିଳିଥିଲା ଗୋଟିଏ ବ୍ୟତିକ୍ରମ। ସାରା ରାଜ୍ୟରେ ହକି ବିଶ୍ୱକପ ପାଇଁ ହୋର୍ଡିଂ ଲାଗିଛି ସେଥିରେ…

ବିଜେଡି, ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ନେଇ କି ସମୀକରଣ ଆଙ୍କିବେ ଦିଲୀପ ?

ଭୁବନେଶ୍ୱର: ୨୦୨୪ରେ ଖେଳ ବିଗାଡ଼ିବା ଲାଗି ଯୋଜନା । ବିଜେଡି ଓ ବିଜେପି ପାଇଁ ମୁଣ୍ଡ ବିନ୍ଧା ସାଜିବେ ଅସନ୍ତୁଷ୍ଟ ନେତା । ଧାମନଗର ଉପନିର୍ବାଚନରେ ରାଜୁ ଦାସଙ୍କ ପାଇଁ ବିଜେଡି ଯେଉଁ କ୍ଷତି ସହିଥିଲା ୨୦୨୪ରେ ତାର ପୁନରାବୃତ୍ତି ହୋଇପାରେ ବିଜେଡି ଓ ବିଜେପି କ୍ଷେତ୍ରରେ । ରାଉରକେଲାର…

ବିମାନ ଉଡିଲା, ବିଜ୍ଞାପନ ଜରିଆରେ ବିବାଦ ବଢିଲା: ରାଉରକେଲାକୁ ବିମାନ ଉଡାଣର ଶ୍ରେୟ କାହାର?

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଉରକେଲାକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ଅବସରରେ ବିଭିନ୍ନ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ନ ଥିବା ନେଇ ବିବାଦ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ହୋର୍ଡିଂ ଓ ବିଜ୍ଞାପନରେ ମୋଦିଙ୍କ ଫଟୋ ନଥିବା…

ବଳ ବଢ଼ାଉଛନ୍ତି ବିଜୟ, ପୁଅ ଅରବିନ୍ଦ ହେବେ ପ୍ରାର୍ଥୀ !

କେନ୍ଦ୍ରାପଡ଼ା: ଓଡ଼ିଶା ରାଜନୀତିର ଅନ୍ୟତମ ଧୂରୀଣ ରାଜନେତା ବିଜୟ ମହାପାତ୍ର । ଅଶୀ ଓ ନବେ ଦଶକରେ ଓଡ଼ିଶା ରାଜନୀତିରେ ଥିଲା ବିଜୟ ଦବଦବା । ଏକଦା ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ବିଜୟଙ୍କୁ କୁହା ଯାଉଥିଲା ସୁପର ସିଏମ୍ । ବିଜୁବାବୁଙ୍କ ଦେହାନ୍ତ ପରେ ନବୀନଙ୍କୁ ଓଡ଼ିଶା…

ଦଳ ଭାଙ୍ଗିବାକୁ ନେଇ କଣ କହିଲେ ଗୁଲାମ ନବୀ ଆଜାଦ ?

ଶ୍ରୀନଗର: ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ି ଗୁଲାମ ନବୀ ଆଜାଦ ଗତବର୍ଷ ଅଗଷ୍ଟ ୨୬ରେ ହାତ ଛାଡ଼ିଥିଲେ । କଂଗ୍ରେସ ଛାଡ଼ିବା ପରେ G୨୩ ଗୋଷ୍ଠୀର ଗୁଲାମ ଗଠନ କରିଥିଲେ ଡେମୋକ୍ରାଟିକ୍ ଆଜାଦ ପାର୍ଟି । ଡିଏପି ଗଠନ ପରେ ଆଜାଦଙ୍କ ସହ ଜମ୍ମୁ-କାଶ୍ମୀରର ବହୁ ନେତା ହାତ ମିଳାଇଥିଲେ । ହେଲେ…

କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ବରୀର ଯୁବନେତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇ ଚାଲିଛି । ଆମେ ସମସ୍ତେ ମିଳିମିଶି ମୋଦିଙ୍କ ହାତମୁଠାକୁ ଟାଣ କରି ଦେଶର ବିକାଶ ପଥକୁ ତ୍ୱରାନ୍ୱିତ କରିବା । ଆଜିର ମିଶ୍ରଣ ପର୍ବ ଦଳର ସଂଗଠନକୁ…

କେବେ ସରିବ ଦିଲୀପ ରାୟଙ୍କ ରାଜନୈତିକ ଅଜ୍ଞାତବାସ ?

ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ଉଠୁଛି ପଡ଼ୁଛି ରାଉରକେଲା । ହେଲେ ଏତେ ବଡ଼ ଆୟୋଜନରେ ରାଉରକେଲାର ବରିଷ୍ଠ ରାଜନେତା ତଥା ହୋଟେଲିୟର୍ ଦିଲୀପ ରାୟଙ୍କୁ ଦେଖିବାକୁ ମିଳୁନି । ଯାହାକୁ ନେଇ ଖାଲି ରାଉରକେଲା କାହିଁକି ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହେଉଛି । ହକି ବିଶ୍ୱକପ୍ ବେଳେ ଦିଲୀପ…

ଫୋକସରେ ୨୦୨୪, ଘନ ଘନ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଗୋଟି ଚାଳନା କରୁଛି । କେନ୍ଦ୍ରମନ୍ତ୍ରୀ ଘନ ଘନ ଓଡ଼ିଶା ଆସୁଛନ୍ତି । ୨୦୨୨ ବର୍ଷ ଶେଷରୁ ଆରମ୍ଭ ହୋଇଥିବା ଏହି ଧାରା ୨୦୨୩ ବର୍ଷର ପ୍ରଥମ ସପ୍ତାହରେ ଜୋର୍ ଧରିଛି । ଗୋଟିଏ ସପ୍ତାହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

5ଜି ରାଜନୀତି: ବିଜେଡି କହିଲା ଗାଁରେ ନାହିଁ ନେଟଓ୍ୱର୍କ, କେନ୍ଦ୍ରମନ୍ତ୍ରୀ କହିଲେ ଅଙ୍ଗୁଳି ଉଠାଇ ଲାଭ ନାହିଁ

ଭୁବନେଶ୍ୱର: ଟ୍ୱିନ ସିଟିରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ 5ଜି ସେବା। ମାର୍ଚ୍ଚ ୩୧ ସୁଦ୍ଧା ଏହି ହାଇସ୍ପୀଡ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ଏହା ପୂର୍ବରୁ 5ଜି ସେବା ଯୋଗାଇ ଦେଇଛନ୍ତି। ଏପରି କରି ମୋଦୀ ସରକାର କିଭଳି ଓଡ଼ିଶା ପ୍ରତି ସ୍ବତନ୍ତ୍ର…