Latest Odisha News

BREAKING NEWS

Browsing Category

ରାଜନୀତି

ଶ୍ୱଶୁର ଘରେ ବିଧାୟକ ଜ୍ବାଇଁ ବିରୋଧରେ ତେଜୁଛି ଅସନ୍ତୋଷ, ଅଡୁଆରେ ଶଶୀ ଭୂଷଣ

ଭୁବନେଶ୍ୱର: ବିଜେଡି ନେତା ତଥା କେନ୍ଦ୍ରାପଡା ବିଧାୟକ ଶଶୀ ବେହେରା ଏବେ ଅଡ଼ୁଆରେ। କେନ୍ଦ୍ରାପଡା ସଦରର ଏହି ବିଧାୟକଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଏବଂ ସୋଶିଆଲ ମିଡିଆରେ ପୋଷ୍ଟର ଲାଗିଛି। ଯେଉଁଥିରେ ଶଶୀ ହଟାଅ ନାରା ଦିଆଯାଇଛି। ଆଗକୁ 2024 ସାଧାରଣ ନିର୍ବାଚନ ସହିତ ବିଧାନସଭା…

ପିନାକୀଙ୍କୁ ନେଇ ଅଡ଼ୁଆରେ ବିଜେଡି, ହାତରୁ ଖସିଯିବ କି ପୁରୀ ?

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିଜେଡି ହାତରୁ ଖସିଥିଲା ପୁରୀ ସହ ବ୍ରହ୍ମଗିରି ବିଧାନସଭା ଆସନ । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ଥିବାବେଳେ ବିଜେଡି ପୁରୀ ଲୋକସଭା ଆସନକୁ ନେଇ ବିବ୍ରତ ହୋଇ ପଡ଼ିଛି । ୨୦୧୯ ନିର୍ବାଚନରେ ବିଜେଡିର ପିନାକୀ ମିଶ୍ର, ବିଜେପିର ସମ୍ବିତ…

୨୪ ନୁହେଁ ୨୦୨୩ରେ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା, ଆସିବେ ମୋଦି ଓ ଶାହ

ଭୁବନେଶ୍ୱର: ଓଡ଼ିଶାରେ କିଏ ଚଳାଉଛି ସରକାର ? ଡିସେମ୍ବର ୨୮ରେ ଓଡ଼ିଶା ଗସ୍ତ ବେଳେ ନଡ୍ଡା ପଚାରିଥିବା ପ୍ରଶ୍ନକୁ ଏବେ ରାଜ୍ୟ ବିଜେପି ପଚାରିବ । ଦଳର ନେତୃତ୍ୱ ବୁଥରୁ ବୁଥ୍ ବୁଲି ଏହି ପ୍ରଶ୍ନ ପଚାରିବେ । ଆଗାମୀ ନିର୍ବାଚନରେ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ବିଜେପି ପ୍ରସ୍ତୁତ କରିଛି…

ବିଜେଡି ଛାଡ଼ିବେ କି ଭର୍ତ୍ତୃହରି ମହତାବ ?

ଭୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଚିନ୍ତାରେ ବିଜେଡି । ସପ୍ତାହକ ତଳେ ପୁରୀରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସରେ ଉପସ୍ଥିତ ନଥିଲେ ଭର୍ତ୍ତୃହରି । ଆଉ ଏବେ ଭର୍ତ୍ତୃହରି ଦେଇଥିବା ପ୍ରସଙ୍ଗ ମନ୍ତବ୍ୟ ବିଜେଡି ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । କଟକରେ ଦଳୀୟ…

ଆଉ ଏକ ସାଫ୍ରନ୍ ବିବାଦ: ରଦ୍ଦ ହେଲା ସିଙ୍ଗର୍ ଅରିଜିତ୍ ସିଂଙ୍କ କନସର୍ଟ

କୋଲକାତା: ପଶ୍ଚିମବଙ୍ଗର ତ୍ରୁଣମୂଳ ସରକାର ସିଙ୍ଗର ଅରିଜିତ୍ ସିଂଙ୍କ ଏକ କନସର୍ଟକୁ ରଦ୍ଦ କରିଦେଇଛି। ଏହାର କାରଣ ସାଫ୍ରନ୍ ବିବାଦ ବୋଲି କୁହାଯାଉଛି। ଫେବୃଆରୀ ୧୮ ତାରିଖରେ ହୋଇଥାନ୍ତ ଏହି ସଙ୍ଗୀତ କାର୍ଯ୍ୟକ୍ରମ। ତୃଣମୂଳ ସରକାର ସେହି ସ୍ଥାନରେ ଜି-୨୦ ଶିଖର ସମ୍ମିଳନୀର ବାହାନା ଦେଖାଇ…

ବିଜେଡିର କେନ୍ଦ୍ର ଅବହେଳା ପ୍ରସଙ୍ଗ, ତିନି କେନ୍ଦ୍ରମନ୍ତ୍ରୀ ଦେଲେ ହିସାବ

ଭୁବନେଶ୍ୱର: ବିଜୁ ଜନତା ଦଳ ନେତୃତ୍ୱାଧୀନ ସରକାର ବିରୋଧରେ ବର୍ଷିବା ସହିତ କେନ୍ଦ୍ର ଅବହେଳ ପ୍ରସଙ୍ଗର କଡା ଜବାବ ଦେଇଛନ୍ତି ତିନି କେନ୍ଦ୍ରମନ୍ତ୍ରୀ। ଭୁବନେଶ୍ୱର ରେଳଷ୍ଟେସନର ନବୀକରଣ ଭିତ୍ତିପ୍ରସ୍ତର ବେଳେ କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର…

ବିଜେପିର ୨୦୨୪ ବ୍ଲୁ-ପ୍ରିଣ୍ଟ, କି ମନ୍ତ୍ର ଦେବେ ନଡ୍ଡା ?

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାର ୨୧ଲୋକସଭା ଆସନରୁ ୮ଟି ହାତେଇ ଥିଲା । ୨୪ରେ ସେହି ସଂଖ୍ୟା ବଢ଼ାଇବାକୁ ଗୋଟି ଚାଳନା ଆରମ୍ଭ କରିଛି ବିଜେପି । ୩ ମାସ ବ୍ୟବଧ୍ୟାନରେ ଜେପି ନଡ୍ଡା ଦ୍ୱିତୀୟ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ଜେପି ନଡ୍ଡା କନ୍ଧମାଳ ଓ…

ଯେଉଁ ସ୍ଥାନର ଘଟଣା ପାଇଁ ମେଣ୍ଟ ଭାଙ୍ଗିଥିଲା, ସେହି ସ୍ଥାନରୁ ୨୦୨୪ ପାଇଁ ବିଗୁଲ ଫୁଙ୍କିବ ବିଜେପି!

ଭୁବନେଶ୍ୱର:  ୨୮ରେ ଓଡ଼ିଶା ଗସ୍ତରେ ଆସିବେ ବିଜେପିର ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା। ଏହି ସମୟରେ ପୁରୀ ଏବଂ କନ୍ଧମାଳ ଲୋକସଭା ଆସନରେ ଦଳୀୟ କାର୍ଯ୍ୟକ୍ରମ ରହିଛି। କନ୍ଧମାଳ ଜିଲ୍ଲାରେ ଜଲେଶପେଟା ସ୍ଥିତ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବେ।…

ବିଜେଡିର ୨୫ ବର୍ଷ ପୂର୍ତ୍ତିରେ ୨୦୨୪ ପାଇଁ କି ସଂକେତ ଦେଲେ ନବୀନ ?

ପୁରୀ: ଶଙ୍ଖକ୍ଷେତ୍ର ପୁରୀରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଦଳର ୨୫ ବର୍ଷ ପୂର୍ତ୍ତିରେ ବିଜେଡି ପୁରୀର ତାଳବଣିଆରେ ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରିଥିବା ବେଳେ ନବୀନ ଦେଇଛନ୍ତି ଗୁରୁମନ୍ତ୍ର । ଓଡ଼ିଶା, ଓଡ଼ିଶାବାସୀଙ୍କ ପାଇଁ ବିଜେଡି ଲଢ଼ୁଛି, ଆଗକୁ ଲଢ଼ିବ ବୋଲି ନବୀନ କହିବା…