Latest Odisha News

BREAKING NEWS

Browsing Category

ରାଜନୀତି

ପଦ୍ମପୁର ଉପନିର୍ବାଚନ ପାଇଁ ୧୩ ଜଣ ଦାଖଲ କଲେ ପ୍ରାର୍ଥୀପତ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ଆଉ କିଛି ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ହାଇଭୋଲଟେଜ ମୁକାବିଲା ପାଇଁ ମୋଟ୍ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।…

ମାସକ ତଳେ ଫାଇଲ୍ ଫିଙ୍ଗିଥିଲେ ପୌରାଧ୍ୟକ୍ଷା, ଏବେ ଏତଲା ଦେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଯାଜପୁର: କାଟତି ଲଢ଼େଇ, ରାତି ଅଧିଆ ବଦଳିଲେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ । ବ୍ୟାସନଗର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପରକୁ ପୌରାଧ୍ୟକ୍ଷା ଫାଇଲ୍ ଫିଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମୁନି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ରାତି ଅଧିଆ ଖଣ୍ଡପଡ଼ା ବଦଳି କରା ଯାଇଛି ।…

ପଦ୍ମପୁର ଉପନିର୍ବାଚନ, ଶେଷଦିନରେ ନାମାଙ୍କନ ଭରିଲେ ୩ ଦଳର ପ୍ରାର୍ଥୀ

ବରଗଡ଼: ଆନ୍ଦୋଳନ, ଛକାପଞ୍ଛା ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ୩ ଦଳ ଶେଷ ଦିନରେ ନାମାଙ୍କନ ଭରିଛନ୍ତି । ପ୍ରଥମେ ବିଜେଡିରୁ ଦିବଙ୍ଗତ ବିଧାୟକ ବରିହାଙ୍କ ଝିଅ ବର୍ଷା ନାମାଙ୍କନ କରିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର…

ଫସଲ ବୀମାକୁ ନେଇ ରାଜ୍ୟ ଉପରେ ଦୋଷ ଝାଡ଼ି ହେଲା କେନ୍ଦ୍ର

ଭୁବନେଶ୍ୱର: ମରୁଡ଼ି ପାଇଁ ଚାଷୀଙ୍କ ଫସଲ ଗଲା । ଆକଳନ କରି କ୍ଷତିପୂରଣ ନଦେଇ ଚୁପ୍ ବସିଲା ପ୍ରଶାସନ । ଫସଲ ବୀମା କ୍ଲେମ୍ ପରେ ବି ଚାଷୀଙ୍କୁ ମିଳିଲାନି ଟଙ୍କା । ଯାହାକୁ ନେଇ ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳନ ପଦ୍ମପୁର ଉପନିର୍ବାଚନକୁ ବେଶ୍ ଉଷ୍ମ କରିଛି । ଫସଲ ବୀମାକୁ ରାଜନୈତିକ କାଦୁଅ ଫିଙ୍ଗା…

ପଦ୍ମପୁରକୁ ଜିଲ୍ଲା ପ୍ରତିଶ୍ରୁତି, ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ଥୋପ ପରେ ଥୋପ । ପ୍ରଥମେ ମରୁଡ଼ି ପାଇଁ ଇନପୁଟ୍ ସହାୟତା । ଏବେ ଉପନିର୍ବାଚନରେ ଭୋଟ୍ ହାତେଇବାକୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତି । ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ତଣ୍ଟିରେ ଥିବା ଧାରଣା କଣ୍ଟା ହଟିଛି । ଆଜି ନବୀନ ନିବାସରେ ବିଜେଡି…

ସରକାର ମରୁଡି କ୍ଷୟକ୍ଷତି ରିପୋର୍ଟ ଘୋଷଣା କରିନାହାନ୍ତି, କାହାକୁ କେତେ ଟଙ୍କା ମିଳିବ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ବେଳେ ଚାଷୀଙ୍କ ପ୍ରସଙ୍ଗ ରୋଚକ ହୋଇଛି। ଫସଲ ବୀମାକୁ ନେଇ ଦୁଇ ଦଳ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ସରକାର ଇନପୁଟ ସବସିଡି ଘୋଷଣା କରିଛନ୍ତି। ଏଥିପାଇଁ ନିଜ ତହବିଲରୁ ୨୦୦ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। ହେଲେ ଏହାକୁ ନେଇ…

ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲା ବିଜେଡି

ଭୁବନେଶ୍ୱର: ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛି ବିଜେଡି । ହୋମୱାର୍କ ନକରି କେନ୍ଦ୍ରମନ୍ତ୍ରୀ ମନ୍ତବ୍ୟ ଦେଉଛନ୍ତି । ଚାଷୀଙ୍କ ପ୍ରତି ଦରଦ ଆଗରୁ କେଉଁଠି ଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଓଡ଼ିଶା ଚାଷୀଙ୍କ…

ଦଙ୍ଗା ମାମଲାରେ ଦୋଷୀ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କଲା ବିଜେପି

ଲକ୍ଷ୍ନୌ: ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେଲେ ମୁଜଫରନଗର ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକଙ୍କ ପତ୍ନୀ । ଖତୌଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ରାଜକୁମାରୀ ସୈନିଙ୍କୁ ଟିକେଟ୍ ଦେଇଛି । ରାଜକୁମାରୀ ସୈନି ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ସୈନିଙ୍କ ପତ୍ନୀ…

ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ରାଜକୋଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ଦିଆଯିବ । ସୂଚନା…

ପଦ୍ମପୁର ଉପନିର୍ବାଚନ: ଷ୍ଟ୍ରଙ୍ଗ୍ ରୁମରେ ପହଞ୍ଚିଲା ଇଭିଏମ୍

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ପଦ୍ମପୁର ଆରଏମସିସ୍ଥିତ ଷ୍ଟ୍ରଙ୍ଗ୍ ରୁମରେ ପହଞ୍ଚିଲା ଇଭିଏମ୍ । କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ପହଞ୍ଚିଛି ଇଭିଏମ୍ । ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ…