Latest Odisha News

BREAKING NEWS

Browsing Category

ରାଜନୀତି

ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ?

ଭୁବନେଶ୍ବର : ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ? କେଉଁ ବିଧାୟକଙ୍କର ରାଜ୍ୟ ପ୍ରତି ସର୍ବାଧିକ ଦାଇତ୍ବବୋଧ ରହିଛି ? କେଉଁ ବିଧାୟକ ବିଧାନସଭାର ଗୃହ କାର୍ଯ୍ୟରେ ଉଲ୍ଲେଖନୀୟ ପଦର୍ଶନ କରିଛନ୍ତି? ଶ୍ରେଷ୍ଠ ବିଧାୟକ ଚୟନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି …

ମେକ୍ ଇଣ୍ଡିଆ ନମ୍ବର ୧ ମିଶନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବ ଆପ୍

ଭୁବନେଶ୍ବର: ଓଡିଶାରେ ଏକ ବିକଳ୍ପ ରାଜନୀତି କରିବା ସହ ପରିବର୍ତ୍ତନ ଆଣିବାକୁ  ଆମ୍ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି ।  ଆମ୍ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ  ଆସନ୍ତା ୨୧ ଅଗଷ୍ଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଯାଉଛି । ଏହି କର୍ମୀସମ୍ମିଳନୀରେ …

ଦିଲ୍ଲୀ ଉପମୁ୍ଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ, ସ୍ବାଗତ କଲେ ସିସୋଦିଆ 

ଦିଲ୍ଲୀ : ଦିଲ୍ଲୀ ଉପମୁ୍ଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ । ଟୁଇଟ କରି ସିବିଆଇଙ୍କୁ ସ୍ବାଗତ କଲେ ସିସୋଦିଆ  । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ହିନ୍ଦୀରେ ଏକ ଟୁଇଟ୍ କରି ସୂଚନା ଦେଇଛନ୍ତି , "ସିବିଆଇ ଆସିଛି “। ଆମେ ତାଙ୍କୁ  ସ୍ୱାଗତକରୁଛୁ । ଆମେ ଅତ୍ୟନ୍ତ…

ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ

ଭୁବନେଶ୍ୱର: ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ । ବାଲି ଚୋରାଚାଲଣ ହେଉଥିବାର ଅଭିଯୋଗ ପରେବି ଚୁପ ହୋଇ ବସିଛନ୍ତି ଉଭୟ ପ୍ରଶାସନ ଓ ସରକାର । କୁଆଖାଇ ଏବଂ କୁଷଭଦ୍ର ନଦୀରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ  ଅପରାଜିତ ଷଢ଼ଙ୍ଗୀ । ଭୁବନେଶ୍ୱର…

ମୁଫତି ଡାକିଲେ ସର୍ବଦଳିୟ ବୈଠକ

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି  ସର୍ବଦଳିୟ ବୈଠକ ଡାକିଛନ୍ତି  ।  ରାଷ୍ଟ୍ରୀୟ ସମ୍ମିଳନୀ (ଏନସି) ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ଜାମ୍ମୁ କାଶ୍ମୀରରେ ଏକ ସର୍ବଦଳୀୟ ବୈଠକ  ଡକାଇବାକୁ ମେହବୁବା ଅନୁରୋଧ କହିଛନ୍ତି। ସର୍ବଦଳୀୟ ବୈଠକ ଡକାଇବାର…

ବନ୍ୟାଞ୍ଚଳ ପାଇଁ  ରିଲିଫ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି,…

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବେ ଶାହନବାଜ୍ ହୁସେନ

ଦିଲ୍ଲୀ: ବିଜେପିର ସଂଖ୍ୟାଲଘୁ ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନବାଜ୍ ହୁସେନଙ୍କୁ ଗିରଫ କରିବ ଦିଲ୍ଲୀ ପୋଲିସ । ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ  । ଦିଲ୍ଲୀ…

୧୦ଟି ସନ୍ତାନ ଜନ୍ମ କଲେ ପୁରସ୍କାର ଦେବେ ପୁଟିନ

ମସ୍କୋ: ଜନସଂଖ୍ୟାର ବିସ୍ପୋରଣ ବିଶ୍ବ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଜାତିସଂଘର ତଥ୍ୟରୁ ଜଣାପଡିଛି ଯେ ୨୦୨୦ ସୁଦ୍ଧା ବିଶ୍ବର ଜନସଂଖ୍ୟା ୭.୭ ବିଲିୟନ( ୭୭୫.୨୮ କୋଟିରୁ ଅଧିକ ) ଅତିକ୍ରମ କରିଛି। ୨୦୫୦ ବେଳକୁ ବିଶ୍ବର ଜନସଂଖ୍ୟା ପ୍ରାୟ ୯.୮ ବିଲିୟନ ହୋଇଯାଇଥିବ। ଜନସଂଖ୍ୟା ବୃଦ୍ଧି…

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅପରାହ୍ନ ସାଢେ ତିନିଟା ବେଳେ  ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ୫ ଜିଲ୍ଲାର ବନ୍ୟାସ୍ଥିତି ଅନୁଧ୍ୟାନ କରିବେ । ସେହିଜିଲ୍ଲା ଗୁଡିକ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ଏହି…

ବାଦ ପଡିଲେ ଗଡକରୀ, ଯୋଡି ହେଲେ ୟେଦୁରପ୍ପା; ବିଜେପିରେ କିଛି ଠିକ ଚାଲୁନଥିବା ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡରେ ହୋଇଛି ବଡଧରଣର ପରିବର୍ତ୍ତନ। ସଂସଦୀୟ ବୋର୍ଡ ରୁ ବିଜେପିର ପୂର୍ବତନ ରାଷ୍ଟୀୟ ଅଧ୍ଯକ୍ଷ ତଥା ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କୁ ବାଦ ଦେଇଛନ୍ତି ରାଷ୍ଟୀୟ ଅଧ୍ଯକ୍ଷ ଜେପି ନଡ୍ଡା ।…