Latest Odisha News

BREAKING NEWS

Browsing Category

ରାଜନୀତି

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: କାଲି ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କାଲି ସନ୍ଧ୍ୟାରେ ପ୍ରଚାର ସରିଥିଲା । ୩୦ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ଲାଗି ନିର୍ବାଚନ ହେବ । ୧୫୧୪…

ପ୍ରତ୍ୟକ୍ଷ ସାକ୍ଷାତର ଆବଶ୍ୟକତା ନାହିଁ, ମୁଖ୍ୟମନ୍ତ୍ରୀ ଫୋନରେ କାର୍ଯ୍ୟ କରୁଛନ୍ତି: ବିଜେଡି ମୁଖପାତ୍ର ପ୍ରତାପ ଦେବ

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ଅନୁପସ୍ଥିତିକୁ ନେଇ ଥରେ କି ଦୁଇଥର ନୁହେଁ, ବାରମ୍ବାର ସ୍ୱର ଉତ୍ତୋଳନ କରିଥିଲେ ବିରୋଧୀ ଦଳ । ଶେଷରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ । ପ୍ରତାପ ଦେବଙ୍କ ଅନୁଯାୟୀ,…

ମାର୍ଚ୍ଚ ପ୍ରଥମ ସପ୍ତାହରେ ନିଯୁକ୍ତି ପାଇବେ ବ୍ଲକ ଓ ଜିଲ୍ଳା ରିଟର୍ଣ୍ଣିଂ ଅଫିସର: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ । ଏହି ପକ୍ରିୟାରେ ସଭ୍ୟ ସଂଗ୍ରହକାରୀମାନେ ପ୍ରତି ବୁଥରେ ଶତାଧିକ ସଭ୍ୟ ସଂଗ୍ରହ କରିବେ ବୋଲି ସୂଚନା…

ନିର୍ବାଚନୀ ହିଂସାରୁ ନିବୃତ ରହୁ ବିଜେଡି : ଡ. ଲେଖାଶ୍ରୀ

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଥିବାର ପ୍ରମାଣିତ ହେବା ସତ୍ୱେ ରାଜ୍ୟ…

ହାରିବା ଭୟରେ ହିଂସାର ଆଶ୍ରୟ ନେଉଛି ବିଜେଡି: ବିଜେପି

ଭୁବନେଶ୍ୱର: ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଶାସକ ବିଜେଡିକୁ ହାରିବାର ଭୟ ଘାରିଛି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଯେତେ ପ୍ରକାରର ପ୍ରୟାସ କରିଲେ ସୁଦ୍ଧା ଭୋଟରଙ୍କ ନିକଟରେ ଗ୍ରହଣୀୟ ହୋଇପାରୁନାହିଁ । ହତାଶ ହୋଇ ଶାସକ ବିଜେଡି ବିରୋଧୀଙ୍କ ପ୍ରତି ହିଂସାପରାୟଣ…

ଗାଁ’ର ନକ୍ସା ବଦଳାଇବେ ସୁନ୍ଦରୀ ପ୍ରିୟଙ୍କା

ବଲାଙ୍ଗୀର: ମଡେଲିଂକୁ କ୍ୟାରିୟର କରିଥିବା ପ୍ରିୟଙ୍କା ଏବେ ସାଜିଛନ୍ତି ସରପଞ୍ଚ ପ୍ରାର୍ଥୀ । ଘର ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ୍ ଚୁଡାପାଲ୍ଲି ପଞ୍ଚାତ ଢୁଳୁସର । ସୁନ୍ଦରୀ ମଡେଲ ଏବେ ନିଜ ପଞ୍ଚାତର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି । ପ୍ରିୟଙ୍କା ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ଭଉଣୀ…

“ଲିଙ୍ଗରାଜଙ୍କ ଜମି ବିକ୍ରି ପ୍ରସଙ୍ଗ”, ରାଜ୍ୟ ସରକାର ଖଣି ବ୍ୟବସାୟୀ ପ୍ରଭାକରନଙ୍କୁ ଅନୈତିକ ଭାବେ ଜମି…

ଭୁବନେଶ୍ୱର: “ବାଡ ଯଦି କ୍ଷେତ ଖାଇବ କ୍ଷେତକୁ କିଏ ସୁରକ୍ଷା ଦେବ?” ଯେଉଁମାନଙ୍କ ହାତରେ ରାଜ୍ୟ, ପ୍ରକୃତିକ ସଂପଦ ସମେତ ଭଗବାନଙ୍କ ସଂପତିର ସୁରକ୍ଷା କରିବାର ଗୁରୁ ଦାୟୀତ୍ୱ ରହିଛି ସେମାନେ ଭକ୍ଷକ ସାଜି ବେଆଇନ ଭାବେ ହରିଲୁଟ୍ କରିବେ, ତାହେଲେ ଏହାଠୁ ନିନ୍ଦନୀୟ ଓ ଜନବିରୋଧୀ କାର୍ଯ୍ୟ କଣ…

ପୌର ସଂସ୍ଥା ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଲା ପୌରାଧ୍ୟକ୍ଷ ଚୂଡ଼ାନ୍ତ ତାଲିକା । ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ଏସି ମହିଳାଙ୍କ ପାଇଁ ୯ଟି ଅଧ୍ୟକ୍ଷ ପଦ ଥିବା ବେଳେ ଏସଟି ପାଇଁ ୮ଟି ଅଧ୍ୟକ୍ଷ ପଦ ସଂରକ୍ଷିତ…

ଆବାସ ଯୋଜନାରେ ଅଣଦେଖା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରତାପ ଜେନାଙ୍କ ଚିଠି

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ପୁଣି ତେଜିଲା କେନ୍ଦ୍ର-ରାଜ୍ୟ ବିବାଦ । କେନ୍ଦ୍ରର ବାରମ୍ବାର ଅବହେଳା ଓ ଅଣଦେଖା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ପଞ୍ଚାୟତିରାତ ମନ୍ତ୍ରୀ ପ୍ରତାପ ଜେନା । ଚିଠିରେ ଉଲ୍ଲେଖ ରହିଛି, ଆବାସ ପ୍ଲସରେ…

ଚିହ୍ନ ଆସିବା ପରେ ଭୋଟରକୁ ଭେଟୁଛନ୍ତି ପ୍ରାର୍ଥୀ

ଗଞ୍ଜାମ: ଆଗକୁ ପଞ୍ଚାୟତ ନିର୍ବାଚନ । ଚିହ୍ନ ଆସିବା ପରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରସାର ପ୍ରସାର ଆରମ୍ଭ କରିଛନ୍ତି । ପ୍ରାର୍ଥୀମାନେ ସେମାନଙ୍କର ସମର୍ଥକମାନଙ୍କ ସହ ଘରକୁ ଘରବୁଲି ଭୋଟର ମାନଙ୍କୁ ଭେଟୁଛନ୍ତି । ଏହାରି ଭିତରେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀମାନେ ଭୋଟରଙ୍କ ଅଧିକ…