Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପି ନେତା ଗିରଫ, ବାଂଲାଦେଶରୁ ଆସି ବେଆଇନ୍ ଭାବେ ଭାରତରେ ରହୁଥିବା ଅଭିଯୋଗ

ମୁମ୍ବାଇ: ୨୦୧୯ ଓ ୨୦୨୦ରେ ସଂଶୋଧିତ ନାଗରିକ ଆଇନକୁ ନେଇ ବେଶ୍ ବିରୋଧ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ସିଏଏକୁ ସମର୍ଥନ କରି କହିଥିଲେ- ଏହି ଆଇନ୍ ଦ୍ୱାରା ଅବୈଧ ଭାବେ ରହୁଥିବା ବାଂଲାଦେଶୀ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦେଶରୁ ବାହାର କରାଯାଇ ପାରିବ । ମୁମ୍ବାଇରୁ ଜଣେ…

ବିଧାନସଭା ନିର୍ବାଚନ ପାଇଁ ଟିଏମସି ଜାରି କଲା ଦଳୀୟ ସ୍ଲୋଗାନ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଶାସକ ତୃଣମୂଳ କଂଗ୍ରେସ ଆରମ୍ଭ କଲା ଅଭିଯାନ । ବିଜେପିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରିଛି ରଣନୀତି । ବିଜେପିକୁ ମାତ୍ ଦେବାକୁ ଟିଏମସି ନିଜର ନିର୍ବାଚନ ସ୍ଲୋଗାନ ସାଙ୍ଗକୁ ନେତ୍ରୀ ମମତା ବାନାର୍ଜୀଙ୍କ ବଡ଼ ବଡ଼ ହୋର୍ଡିଂ ରାଜଧାନୀ…

ଆସନ୍ତାକାଲି ଚାଷୀ ନେତାଙ୍କୁ ଭୋଟିବେ କେଜରିଓ୍ବାଲ

ନୂଆଦିଲ୍ଲୀ : ଏବେ ରଣନୀତି ବଦଳାଇଲା ଆମ୍ ଆଦମୀ ପାର୍ଟି । ପଞ୍ଜାବ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆମ୍ ଆଦମୀ ପାର୍ଟି ନିଜର ରାଜନୈତିକ ଆଭିମୁଖ୍ୟ ବଦଳାଇଛି । ଏଥିପାଇଁ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ନେତାଙ୍କୁ ଆସନ୍ତାକାଲି ସାକ୍ଷାତ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କୋଭିଡ ଗାଇଡଲାଇନ ମାନିବାକୁ ଦେଲେ ଆହ୍ୱାନ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡ-୧୯ର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଲାଣି। ତେଣୁ କୋଭିଡ…

ମଣ୍ଡି ତାତିରେ ପୁଣି ଗୃହ ମୁଲତବି, ମନ୍ତ୍ରୀଙ୍କ ଉତ୍ତର ନୁହେଁ ମୋସନ୍ ଆଣିବାକୁ ବିରୋଧୀଙ୍କ ଦାବି

ଭୁବନେଶ୍ୱର: ମଣ୍ଡି ସମସ୍ୟା ତାତିରେ ଚାଲି ପାରିଲାନି ବିଧାନସଭା । ପ୍ରଥମେ ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବିରୋଧୀ ହୋହଲ୍ଲା କରିଛନ୍ତି । ଗୃହରେ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବାଚସ୍ପତିଙ୍କ ରୁଲିଂ ଅନୁସାରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିବୃତି ରଖିଛନ୍ତି । ରାଜ୍ୟରେ…

ତୃତୀୟ ଦିନ ଅଧିବେଶନ ଆରମ୍ଭରୁ ମଣ୍ଡି ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ୍, ଗୃହ ମୁଲତବି

ଭୁବନେଶ୍ୱର: ବଜେଟ୍ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହ ପୁଣି ଚାଲି ପାରିନାହିଁ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ଫ୍ଲାକାର୍ଡ ଦେଖାଇ ଉଭୟ ଦଳର ବିଧାୟକ ଗୃହରେ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ବିଧାନସଭାକୁ ୧୧ଟା ୩୦ ଯାଏ…

୬ ଜଣଙ୍କୁ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଦାୟିତ୍ବ

ଭୁବନେଶ୍ବର : ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାକୁ ଶକ୍ତିଶାଳୀ କରିବା ପାଇଁ ଅଣ୍ଟା ଭିଡିଛି ବିଜେପି । ଏଥିପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଓ…

ବିଧାୟକଙ୍କ ଦରବୃଦ୍ଧି ପ୍ରତିବାଦ; ସାଇକେଲରେ ବିଧାନସଭା ଆସିଲେ, ଚୂଲ୍ଲା ଟେକି ଆଣିଲେ

ପାଟଣା: ଲଗାତାର ଭାବେ ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ସହ ଏଲପିଜି ଦର । ଯାହାର ପ୍ରଭାବ ପଡ଼ିଛି ସିଧା ଖାଉଟିଙ୍କ ଉପରେ । ପେଟ୍ରୋଲଜାତ ପଦାର୍ଥର ଅହେତୁକ ଦରବୃଦ୍ଧିକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ସରକାର ବିଧାୟକମାନଙ୍କ ଲାଗି ଗାଡ଼ି ସହ ତେଲଖର୍ଚ୍ଚ ଯୋଗାଇ ଦେଉଛନ୍ତି । ଦରବୃଦ୍ଧି…

ଆଜି ବିଧାୟକ ଦଳ ବ‌ୈଠକ, କରିବ‌େ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର: ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ ଆସନ୍ତା୧୮ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ବୁଧବାର ଦିନ ବିଜେଡି, କଂଗ୍ରେସ୍ ଓ ବିଜେପି ଦଳର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା…

ଆସନ୍ତା ୨୧ରେ ବସିବ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ଆସନ୍ତା ୨୧ ତାରିଖରେ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟର ସଭାପତି, ରାଜ୍ୟ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ସମେତ ରାଜ୍ୟରେ ଥିବା ସଂଗଠନର ମୁଖ୍ୟ ଉପସ୍ଥିତ ଥିଲେ । ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୈଠକରେ ପ୍ରଧାନମନ୍ତ୍ରୀ…