Latest Odisha News

BREAKING NEWS

Browsing Category

ରାଜନୀତି

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଚ୍ଚ ନ୍ୟାୟାଳୟରୁ ମିଳିଛି ସର୍ତ୍ତମୂଳକ ଜାମିନ । ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ଗିରଫ ହୋଇ ଜେଲରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ହୋଇଥିବା…

ଏକାମ୍ର କ୍ଷେତ୍ର ବାଇ ଲ’ ବିବାଦ: ପୁଣି ଅଶୋକ ପଣ୍ଡା-ଅପରାଜିତା ଷଡ଼ଙ୍ଗୀ ବାକଯୁଦ୍ଧ

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ବାଇ-ଲ’ ପ୍ରସଙ୍ଗକୁ ନେଇ ଥମୁନି ରାଜନୈତିକ ବୟାନବାଜି । ପୁଣି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ ୪ଟି ପ୍ରଶ୍ନ ପଚାରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ସଂସଦରେ ନିଜ ଅଞ୍ଚଳ ସମସ୍ୟା କାହିଁକି ଉଠାଇଲେନି…

କୋକେନ ଜବତ ଘଟଣାରେ ବିଜେପି ନେତା ରାକେଶ ସିଂହ ଗିରଫ

କୋଲକାତା : ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ପାମେଲା ଗୋସ୍ୱାମୀଙ୍କ ଠାରୁ କୋକେନ ମିଳିବା ଘଟଣାରେ କୋଲକାତା ପୋଲିସ ଆଜି ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ରାକେଶ ସିଂହ । ସେ ବେଙ୍ଗଲ ବିଜେପି ୟୁନିଟର କମିଟି ସଦସ୍ୟ । ରାକେଶଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗ୍ଲାସିରୁ ଗିରଫ…

ମାନସିକ ଭାରସାମ୍ୟ ହରାଇଛନ୍ତି ଲେଖାଶ୍ରୀ : ବିଜେଡି

ଭୁବନେଶ୍ବର : ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତକୁ ଅଟକାଇବା ପାଇଁ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଦାମୀ ଓକିଲଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ୫…

ସାଇକେଲ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ, ତୈଳ ଦର ବୃଦ୍ଧି ପ୍ରତିବାଦ

ଭୁବନେଶ୍ୱର: ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ । ଶହେ ଟଙ୍କା ପାଖାପାଖି ହେଲାଣି ପେଟ୍ରୋଲ ଓ ଡିଜେଲ ଦାମ୍ । ତୈଳ ଦର ବୃଦ୍ଧିର ପ୍ରତିବାଦରେ ସାଇକେଲ୍ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାଇକେଲ୍ ଚଳାଇ ବିଧାନସଭା ଆସିଥିଲେ ।…

କେଜ୍ରିୱାଲ ଚାହୁଁଛନ୍ତି ଚାଷୀ ଆତ୍ମହତ୍ୟା କରନ୍ତୁ, ବିଜେପି ସାଂସଦଙ୍କ ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ରର ୩ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦୋଳନ ପ୍ରାୟ ୩ ମାସ ହେଲା ଜାରି ରହିଛି । ଆଇନ୍ ପ୍ରତ୍ୟାହାର କରିବାକୁ କୃଷକ ଦାବି କରି ଆସୁଥିବା ବେଳେ ଅମଙ୍ଗ କେନ୍ଦ୍ର । ଏଭଳି ସ୍ଥିତିରେ ବିଜେପି ନେତା କେତେବେଳେ ଚାଷୀଙ୍କୁ ଆତଙ୍କବାଦୀ ତ ଆଉ କେବେ ଦେଶଦ୍ରୋହୀ କହୁଛନ୍ତି । ଏବେ…

ରାଜ୍ୟ ବଜେଟ : ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟବୀମା ପାଇଁ ୯୧୬୪ କୋଟି

ଭୁବନେଶ୍ବର : ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ । ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଏସସିବି ମେଡିକାଲକୁ ଏମ୍ସ ପ୍ଲସ ପ୍ରତିଷ୍ଠାନରେ…

ରାଜ୍ୟ ବଜେଟରେ ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ବର: ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ବଜେଟରେ ସ୍ବାସ୍ଥ୍ୟ ସହ କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ୯୦ କୋଟି ଟଙ୍କା…

ପୁଡୁଚେରୀରେ କଂଗ୍ରେସ ସରକାରର ପତ୍ତନ, ବହୁମତ ସାବ୍ୟସ୍ତ କରିପାରିଲେନି ଭି. ନାରାୟଣସାମୀ

ପୁଡୁଚେରୀ: ଆସ୍ଥା ହରାଇଲେ ଭି. ନାରାୟଣସାମୀ । ପୁଡୁଚେରୀରେ କଂଗ୍ରେସ ସରକାରର ପତ୍ତନ ହୋଇଛି । ବିଧାନସଭାରେ ବହୁମତ ସାବ୍ୟସ୍ତ କରି ପାରିଲେ ନାହିଁ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ତାଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ…

ଆଜି ବହୁମତ ସାବ୍ୟସ୍ତ କରିବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ

ପୁଡୁଚେରୀ: କଣ ହବେ ପୁଡୁଚେରୀରେ ଶାସନାଧୀନ କଂଗ୍ରେସର ଭାଗ୍ୟ । ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ । ଆସ୍ଥା ଭୋଟର ସମ୍ମୁଖୀନ ହେବେ । ବହୁମତ ସାବ୍ୟସ୍ତ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ ଟି.…