Latest Odisha News

BREAKING NEWS

Browsing Category

ରାଜନୀତି

ତେଜିଲା ବାଇ-ଲ’ ବିବାଦ : ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ୫ଟି ପ୍ରଶ୍ନ

ଭୁବନେଶ୍ବର : ଭୁବନେଶ୍ବରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ନେଇ ଜାରି ବାଇ-ଲ’ ବିଜ୍ଞପ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଜବାବ ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି ଅପରାଜିତା ।…

ବନ୍ଦର ଭିନ୍ନ ଦିଗ; ଭୁବନେଶ୍ୱରରେ ସାଇକେଲ ଚଳାଇ ସୁରଙ୍କ ପ୍ରତିବାଦ, ଆଠଗଡ଼ରେ ଆନ୍ଦୋଳନକାରୀ ବାଣ୍ଟୁଛନ୍ତି ଚକଲେଟ୍

ଭୁବନେଶ୍ୱର: କଂଗ୍ରେସ ବନ୍ଦ ଡାକରା ଦେଲେ ପ୍ରାୟତଃ ଲୋକେ ଡରି ଯାଆନ୍ତି । କାରଣ କଂଗ୍ରେସ ଯେତେବେଳେ ବି ବନ୍ଦ ପାଳନ କରିଛି । ସେତେବେଳେ ଛୋଟ ମୋଟ ହିଂସା ଘଟିଛି । ତେବେ ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦରେ କୌଣସି ସ୍ଥାନରେ କିଛି ହିଂସା ଦେଖିବାକୁ ମିଳିନାହିଁ । କଂଗ୍ରେସ କର୍ମୀ…

କଂଗ୍ରେସର ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ କର୍ମୀଙ୍କ ପିକେଟିଂ

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦ ଓ ଅନ୍ୟ ପ୍ରସଙ୍ଗକୁ ଆଜି ଓଡ଼ିଶା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ବନ୍ଦ ଡାକରା ଦେଇଛି ଦଳ । ସକାଳୁ ସକାଳୁ ରାଜଧାନୀରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସର ଓଡ଼ିଶା ବନ୍ଦ ପାଳନ ଯୋଗୁଁ…

ତୈଳଦର ବୃଦ୍ଧି ପ୍ରସଙ୍ଗରେ ସଞ୍ଜୟ ଦାସବର୍ମାଙ୍କ ଦାବି : ବର୍ଦ୍ଧିତ ସେସ୍ ପ୍ରତ୍ୟାହାର କରୁ କେନ୍ଦ୍ର

ଭୁବନେଶ୍ବର : ଗତ ୬ ବର୍ଷ ଭିତରେ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ହୁ ହୁ ହୋଇ ବଢ଼ିଚାଲିଛି । କୋଭିଡ଼ ମହାମାରୀ ପରେ ଗରିବ, ମଧ୍ୟବିତ୍ତ ଶ୍ରେଣୀ ଲୋକ ଦରବୃଦ୍ଧି ଯୋଗୁ ବେଶି ହନ୍ତସନ୍ତ ହେଉଛନ୍ତି । ପେଟ୍ରୋଲ୍, ଡିଜେଲ୍ ଓ ପେଟ୍ରୋଲିୟମ୍ ଉତ୍ପାଦ ଉପରେ ନୂତନ ସେସ୍ ଲାଗୁ ଯୋଗୁ ଦରଦାମ୍…

ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ସୋମବାର ଓଡ଼ିଶା ବନ୍ଦ । କଂଗ୍ରେସ ଦଳ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ରହିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । କଂଗ୍ରେସ ସକାଳ ୭ଟାରୁ ଦିନ ଗୋଟାଏ ଯାଏ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ବନ୍ଦରୁ ଅତ୍ୟାବଶ୍ୟକୀୟ ସେବା…

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର, କହିଲେ- ‘ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ’

ଭୁବନେଶ୍ୱର: ଓଡ଼ିଶା ଭୂଇଁରେ ଆନ୍ଧ୍ରର ନିର୍ବାଚନ । କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆରେ ଶନିବାର ବଳପୂର୍ବକ ଫୋର୍ସ ଲଗାଇ ଆନ୍ଧ୍ର ସରକାର ନିର୍ବାଚନ କରାଇଛନ୍ତି । ସୁପ୍ରିମକୋର୍ଟଙ୍କ ନୋଟିସ୍ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ କୋଟିଆରେ ଭୋଟିଂ କରାଇଥିବା ବେଳେ ଏହାକୁ ଚିନ୍ତାର ବିଷୟ ବୋଲି…

ନିର୍ବାଚନ ପୂର୍ବରୁ CAAକୁ ନେଇ ରାଜନୀତି, କେରଳରେ ସଂଶୋଧିତ ଆଇନ୍ ଲାଗୁ ହେବନାହିଁ କହିଲେ ବିଜୟନ

ଥିରୁଅନନ୍ତପୁରମ୍: କେରଳରେ ଆଗକୁ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ସଂଶୋଧିତ ନାଗରିକତା ଆଇନକୁ ନେଇ ଆରମ୍ଭ ହୋଇଛି ଭୋଟ୍ ରାଜନୀତି । ଗୋଟିଏ ପଟେ କୋଭିଡ୍ ଟିକାକରଣ ସରିବା ପରେ ଦେଶରେ ସଂଶୋଧିତ ନାଗରିକା ଆଇନ୍ ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।…

ତାମିଲନାଡ଼ୁ ଓ କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ସେନାରେ ସାମିଲ୍ ହେବ ‘ଅର୍ଜୁନ ଯୁଦ୍ଧ ଟ୍ୟାଙ୍କ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡ଼ୁ ଓ କେରଳ ରାଜ୍ୟ ଗସ୍ତରେ ଯିବେ । ଚେନ୍ନାଇରେ ମୋଦି ଅଲଗା ଅଲଗା ପ୍ରକଳ୍ପକୁ ଉଦଘାଟନ କରିବେ । ଏହାସହ ଅର୍ଜୁନ୍ ଟ୍ୟାଙ୍କ (ଏମକେ-୧ଏ)କୁ ସେନାରେ ସାମିଲ୍ କରାଯିବ । ଏହାପରେ ପିଏମ୍ ମୋଦି କେରଳ ଯାଇ କୋଚ୍ଚିରେ ବିଭିନ୍ନ…

ବାଇ-ଲ’ ବିବାଦ, ଟ୍ୱିଟରରେ ଅନୁଭବ-ଅପରାଜିତା ମୁହାଁମୁହିଁ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ (NMA)ର ପ୍ରସ୍ତାବିତ ବାଇ-ଲ’କୁ ଭୁବନେଶ୍ୱର ବିରୋଧ । ସେବାୟତଙ୍କ ଠାରୁ ନେଇ ସାଧାରଣ ଲୋକ ଏହାକୁ ବିରୋଧ କରୁଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କେନ୍ଦ୍ର ତୁରନ୍ତ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର…

ଚାଷୀଙ୍କୁ ନେଇ ହରିୟାଣା କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ- ‘ଘରେ ଥିଲେ ବି ମରିଥାନ୍ତେ ୨ ଶହ…

ନୂଆଦିଲ୍ଲୀ: ଦେଶରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ବିଜେପି ନେତାଙ୍କ ତୁଣ୍ଡରେ ବାଟୁଳି ବାଜୁନି । କେତେବେଳେ ବିଜେପି ନେତା ଚାଷୀଙ୍କୁ ଆତଙ୍କବାଦୀ କହୁଛନ୍ତି ତ ଆଉ କେବେ ତାତ୍ସଲ୍ୟ କରୁଛନ୍ତି । ଏବେ ଏବେ ପୁଣି ବିଜେପି ମନ୍ତ୍ରୀଙ୍କ ଆଉ ଏକ ବୟାନ ଆସିଛି । ନିଜ ବୟାନକୁ…