Latest Odisha News

BREAKING NEWS

Browsing Category

ରାଜନୀତି

ବାଲେଶ୍ୱର ସଦର ଉପ ନିର୍ବାଚନ; କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବାଲେଶ୍ୱର: ବାଲେଶ୍ୱର ସଦର ଉପ ନିର୍ବାଚନ ଲାଗି କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଗୁରୁବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ସହରର ରିଟର୍ନିଂ ଅଫିସରଙ୍କ ନିକଟରେ ରବିନ୍ଦ୍ର ଜେନା, ପ୍ରତାପ ଜେନା, ସମୀର ରଞ୍ଜନ ଦାଶ, ଜ୍ୟୋତି ପ୍ରକାଶ…

ନୀତିଶଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଉଡିଗଲା ମଞ୍ଚ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବିହାର ବିଧାନସଭା ନିର୍ବାଚନ । ଏଥିପାଇଁ ସବୁ ଦଳର ପ୍ରାର୍ଥୀ ଆରମ୍ଭ କରିଦେଲେଣି ଜୋରସୋର ପ୍ରଚାର। ନେତା ମନ୍ତ୍ରୀମାନେ ନିଜ ନିଜ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥନରେ ଓହ୍ଲାଇ ପ୍ରଚାର କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଜେଡିୟୁ ଆଶାୟୀଙ୍କ…

ବାଲେଶ୍ୱରରେ ବିଜେଡିର ପ୍ରାର୍ଥୀତ୍ୱକୁ ନେଇ ବଢ଼ୁଛି କନ୍ଦଳ

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀକୁ ନେଇ ଦଳ ଭିତରେ ବଢ଼ୁଛି ଅସନ୍ତୋଷ । ତେବେ ଏହି ଅସନ୍ତୋଷକୁ ପ୍ରସମିତ କରିବା ପାଇଁ ଆଜି ବାଲେଶ୍ୱର ପହଂଚିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରତାପ ଦେବଙ୍କୁ…

ବାଲେଶ୍ୱରରେ ବିଜେଡି ପ୍ରାର୍ଥୀକୁ ନେଇ ଅସନ୍ତୋଷ

ବାଲେଶ୍ୱର: ପ୍ରାର୍ଥୀ ଘୋଷଣା ପରେ ବାଲେଶ୍ୱର ବିଜେଡିରେ ବଢ଼ୁଛି ଅସନ୍ତୋଷ । ସ୍ୱରୂପ ଦାସଙ୍କ ବିଜେଡି ଟିକେଟ୍ ଦେବା ପରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥକ ଚିହିଁକି ଉଠିଛନ୍ତି । ରବୀନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟ ସାମ୍ନା କର୍ମୀମାନେ ରୁଣ୍ଡ ହୋଇ ସୂରୁପ ଦାସଙ୍କ ପ୍ରାର୍ଥିତ୍ୱକୁ…

କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗରେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଏତଲା

ଭୁବନେଶ୍ୱର: ଭୁବନେଶ୍ୱର:ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଏତଲା । କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ ନାଁରେ ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଅରୂପ ପଟ୍ଟନାୟକ ଗଡମାଣିତ୍ରୀ ଗାଁକୁ ଯାଇଥିବା…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ: କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ୱର ସଦର ପାଇଁ ଦଳ ମମତା କୁଣ୍ଡୁଙ୍କୁ ଓ ତିର୍ତ୍ତୋଲ ପାଇଁ ବିଂମାଶୁ ଭୂଷଣ ମଲ୍ଲିକଙ୍କୁ ଟିକେଟ୍ ମିଳିଛି । ଦଳର ନୂଆ ମୁହଁ ଭାବେ ନିର୍ବାଚନକୁ ଓହ୍ଲାଇଥିବା…

ବିଜେପିରେ ଯୋଗ ଦେଲେ ଅଭିନେତ୍ରୀ ଖୁସବୁ ସୁନ୍ଦର

ଚେନ୍ନାଇ: କଂଗ୍ରେସର ଅନ୍ୟତମ ପ୍ରମୁଖ ଡିଫେଣ୍ଡର ଅଭିନେତ୍ରୀ ଖୁସବୁ ସୁନ୍ଦର ଆଜି ଦଳ ଛାଡି ତାମିଲନାଡୁ ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ବାସ୍ତବତା ସହିତ କୌଣସି ସମ୍ପର୍କ ନଥିବା…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ: ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାଲେଶ୍ୱର ସଦର ଆସନ ପାଇଁ ବିଜେଡି ନୂଆ ମୁହଁକୁ ମୌକା ଦେଇଛି । ସମସ୍ତଙ୍କୁ ଚକିତ କରି ଏଥର ଟିକେଟ ହାସଲ କରିଛନ୍ତି ସ୍ୱରୂପ କୁମାର ଦାସ । ସେପଟେ ତିର୍ତ୍ତୋଲ ପାଇଁ ଦଳ ପକ୍ଷରୁ ବିଜୟ ଶଙ୍କର…

ଉପନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ରମାକାନ୍ତ ଭୋଇ

ଜଗତସିଂପୁର: ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ବ୍ୟୁହ ରଚନା କରୁଛି ବିଜେଡି । ରଣନୀତି ପ୍ରସ୍ତୁତି ଭିତରେ ଚାଲିଛି ମିଶ୍ରଣ ପର୍ବ । ଆଜି ବିଜେଡିରେ ଯୋଗ ଦେଇଛନ୍ତି ବିଜେପି ଛାଡିଥିବା ରମାକାନ୍ତ ଭୋଇ । ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ଦେବାଶିଷ ସାମନ୍ତରାୟ ଓ ସାଂସଦ…

କଂଗ୍ରେସ ଛାଡିଲେ ଖୁସବୁ

ଚେନ୍ନାଇ: କଂଗ୍ରେସକୁ ପୁଣି ଝଟ୍‌କା । ଦଳ ଛାଡିଲେ ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର । ସେ ଆଜି କଂଗ୍ରେସକୁ ବାଏ ବାଏ କହିଛନ୍ତି । ଦୀର୍ଘ ୬ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିବା ଖୁସବୁ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ…