Latest Odisha News

BREAKING NEWS

Browsing Category

ରାଜନୀତି

ବିହାର ଭୋଟରଙ୍କୁ କଂଗ୍ରେସର ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ମାସିକ ୧୫ଶହ ଟଙ୍କା ବେରୋଜଗାରୀ ଭତ୍ତା

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ସରଗରମ । ସରକାରକୁ ଆସିଲେ ନିଯୁକ୍ତି ନମିଳିବା ଯାଏ ମାସିକ ୧୫ ଶହ ଟଙ୍କା ଲେଖାଏ ବେରୋଜଗାରୀ ଭତ୍ତା ଦେବ କଂଗ୍ରେସ । ପ୍ରଥମ କ୍ୟାବିନେଟ୍ ବୈଠକରେ ୧୦ ଲକ୍ଷ ନିଯୁକ୍ତି ନେଇ ଫୈସଲା ନିଆଯିବ । ବିହାର ଭୋଟରଙ୍କୁ ଏହି ଦଳ ପ୍ରତିଶ୍ରୁତି ଦେଇଛି…

ଶାସନ ଗାଦି ଛାଡ଼ିବେ ୟେଦୁରପ୍ପା!!

ବାଙ୍ଗାଲୋର: କର୍ଣ୍ଣାଟକ ବିଜେପିରେ ପଡ଼ିଲାଣି ଫାଟ । ପଦାରେ ପଡ଼ିଲାଣି ଦଳର ଅନ୍ତଃକନ୍ଦଳ । ଦଳୀୟ ବିଧାୟକ ବସନଗୌଡା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଶାସନରେ ଖୁସି ନଥିବା କହିଛନ୍ତି । ବିଜେପି ବିଧାୟକ ବସନଗୌଡା ଯତନାଲ ଦାବୀ କରିଛନ୍ତି ଯେ ହାଇ କମାଣ୍ଡ ବିଏସ ୟେଦୁରପ୍ପାଙ୍କ ଉପରେ…

ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ; କହିଲେ କରୋନା ସଂକ୍ରମଣକୁ ରୋକିବାରେ ଓଡିଶା ସଫଳ

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୂଜା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି ।…

ଉପ ନିର୍ବାଚନରେ ବିଜେପି ଲାଗି ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ବର ସଦର ଏବଂ ତିର୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ମଙ୍ଗଳବାର ଦିନ ଗଣମାଧ୍ୟମକୁ…

ରାଜ୍ୟର ଜନଜାତିଙ୍କୁ ସଶକ୍ତ କରିବା ପାଇଁ ତିନି ବର୍ଷରେ ୧୬୫୬.୮ କୋଟି ଟଙ୍କା ପ୍ରଦାନ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡିଶାର ଜନଜାତି ତଥା ଅନ୍ୟାନ୍ୟ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ପାଇଁ ଗତ ତିନିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ରାଜ୍ୟକୁ ୧୬୫୬.୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ଛଡ଼ା…

୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ କଂଗ୍ରେସର ନିଯୁକ୍ତି

ଭୁବନେଶ୍ୱର: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ରବିବାର ଦିନ ଓଡ଼ିଶାର ଜିଲ୍ଲା ଓ ସହର ପାଇଁ ସାଂଗଠନିକ ସଭାପତି ନିଯୁକ୍ତ କରାଯାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କାହାକୁ ମିଳିଛି ଦାୟିତ୍ଵ- ଅନୁଗୁଳ-  ବିପ୍ଳବ ଜେନା ବଲାଙ୍ଗିର- ଦିଲୀପ କୁମାର ବେହେରା ବରଗଡ଼- ନିହାର…

ବୈଜୟନ୍ତ ଓଡ଼ିଶାର ‘କୃତଘ୍ନ କୁପୁତ୍ର’: ଅନୁଭବ ମହାନ୍ତି

ଭୁବନେଶ୍ୱର: ଓଡ଼ିଶାକୁ 'ପାକିସ୍ତାନ' ସହ ତୁଳନା କରିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଜୟ ପଣ୍ଡାଙ୍କୁ ଓଡ଼ିଶାର 'କୃତଘ୍ନ କୁପୁତ୍ର' ସମ୍ବୋଧନ କରି ଅନୁଭବ ଟ୍ୱିଟ କରିଛନ୍ତି, ଏଭଳି ଜଣେ…

‘ମୁଁ ମୋଦିଙ୍କ ହନୁମାନ,ମୋ ଛାତି ଚିରିଲେ ମୋଦି ଜୀ ବାହାରିବେ’: ଚିରାଗ ପାସୱାନ୍

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଲୋଚନାକୁ ନେଇ ସହଯୋଗୀ ବିଜେପି ଠାରୁ ବିମୁଖୀ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛନ୍ତି ଚିରାଗ ପାସୱାନ୍ । ଚିରାଗ ପାସୱାନ୍ ଆଜି କହିଛନ୍ତି ଯେ ବିଜେପି ନେତାଙ୍କ ମନ୍ତବ୍ୟ ତାଙ୍କୁ ଆଘାତ କରିଛି । କିନ୍ତୁ ତାଙ୍କ ଲକ୍ଷ୍ୟ ବିଜେପି ସହିତ…

ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ: ବିଜେପି ଓ ବିଜେଡି ପକ୍ଷରୁ ପ୍ରଚାର କରିବେ ନାମୀଦାମୀ ତାରକା

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି । ଏହି ଉପ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ହୋଇପଡିଥିବା ବେଳେ ବିଜେଡି…

୨୩ ତାରିଖରେ ବିହାର ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି, ୧୨ ଦିନରେ ୧୨ ରାଲି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ଏବେ ଚଳଚଞ୍ଚଳ । ଜୋରଦାର ହେଲାଣି ପ୍ରଚାର । ବିଜେପି ପାଇଁ ବିହାରରେ ୧୨ଟି ରାଲି କରିବେ ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୩ ତାରିଖରୁ ପ୍ରଚାର ମୈଦନାକୁ ଓହ୍ଲାଇବେ ମୋଦି । ପ୍ରଥମ ପ୍ରଚାର ରାଲି ସାସାରାମରେ…