Latest Odisha News

BREAKING NEWS

Browsing Category

ରାଜନୀତି

ବାସୁଦେବପୁର ବିଧାୟକ କରୋନା ପଜିଟିଭ୍‌

ଭୁବନେଶ୍ୱର : ଭଦ୍ରକ ଜିଲ୍ଲାର ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଫେସବୁକରେ ସେ ନିଜେ ସୂଚନା ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଦେବା ଦେବା ପରେ ସେ ଆଜି ସ୍ୱାବ ପରୀକ୍ଷା କରାଇଥିଲେ ଏବଂ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଉଲ୍ଲେଖ…

କେଲୁଅ ନଦୀବନ୍ଧ ଭାଙ୍ଗିବା ଘଟଣା: ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଯାଜପୁର: କେଲୁଅ ନଦୀ ବନ୍ଧ ଭାଙ୍ଗିବା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ଦଳର ଏକ ପ୍ରତିନିଧି ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲା । ଏହାପରେ କଂଗ୍ରେସ ଦଳ ଏହାର ନିରପେକ୍ଷ ତଦନ୍ତ ଦାବି କରିବା ସହ ସ୍ଥାନୀୟ ନେତାଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ବରିଷ୍ଠ…

ବଗଲା ବିବାଦ: ଡିଜିଟାଲ ପ୍ଲାଟଫର୍ମରେ ବିଜେପିର ଦସ୍ତଖତ ଅଭିଯାନ ଆରମ୍ଭ

ପୁରୀ: ପୁରୀରେ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ପ୍ରସଙ୍ଗରେ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉନ୍ମୋଚନ କରିଛନ୍ତି । ଏହି ଆପ୍ ଜରିଆରେ ସାଧାରଣ…

ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଲୋକସଭା କାର୍ଯ୍ୟକାଳକୁ ଦେଖିବା ପରେ ହିଁ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି । ବର୍ତ୍ତମାନ ରାଜସ୍ଥାନରେ ବିଧାନସଭା ବସିଛି…

ବରୀରେ ସୃଷ୍ଟି ହୋଇଥିବା ସମସ୍ତ ଘାଇ ମନୁଷ୍ୟକୃତ, ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ

ବରୀ: ବରୀରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ତେବେ ଏହି ଘାଇକୁ ନେଇ ଏବେ ରାଜନୀତି ଜୋର୍ ଧରିଛି । ସୃଷ୍ଟି ହୋଇଥିବା ଘାଇଗୁଡିକ ମନୁଷ୍ୟକୃତି ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ । ପୂର୍ବତନ ବିଧାୟକ ଦେବାଶିଷ ନାୟକ ବୁଧବାର ବରୀରେ…

‘ଯୁବକଙ୍କୁ ଭାଷଣ ନୁହେଁ ଚାକିରି ଦାରକାର’

ନୂଆଦିଲ୍ଳୀ: ଜିଡିପି ଅଭିବୃଦ୍ଧି ହ୍ରାସ ଓ ବେରୋଜଗାରିକୁ ନେଇ ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୀର୍ଘ ସମୟ ଧରି ଅଟକି ରହିଥିବା ଏସଏସସି ଓ ରେଲଓ୍ଵେ ପରୀକ୍ଷାକୁ ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି ଯୁବ…

ବଗଲା ବିବାଦକୁ ନେଇ ବର୍ଷିଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ବଗଲା ଧର୍ମଶାଳା ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ଓଟିଡିସି ଓ ଆଟିଡିସିର ଚିଠିକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ଚିଠିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର। ସମ୍ବିତ ପାତ୍ରଙ୍କ ଅଭିଯୋଗ…

ଆସନ୍ତାକାଲି ନୂଆଦିଲ୍ଲୀରେ ହେବ ପ୍ରଣବ ମୁଖାର୍ଜୀଙ୍କର ଶେଷକୃତ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ସାଢେ ୮ଟାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେବେ ପ୍ରଣବ । ଏଥି ସହ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଏହି ସମୟରେ ଦେଶର ସମସ୍ତ ସ୍ଥାନରେ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମ୍ମାନରେ ସାତ ଦିନିଆ ରଷ୍ଟ୍ରୀୟ ଶୋକ ଘୋଷିତ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ର ସରକାର ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ତାଙ୍କୁ ସମ୍ମାନ ଜଣାଇ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପତାକାକୁ ସାତ ଦିନ ପାଇଁ ଅର୍ଦ୍ଧ ନମିତ କରିରଖାଯିବ । ଏହି ସମୟ ମଧ୍ୟରେ କୌଣସି ସରକାରୀ…

‘ମାମୁ ଭଣଜା ଯୋଡି ଡିନାମାଇଟ ଲଗାଇ ବନ୍ଧ ଭାଙ୍ଗିଛନ୍ତି’

ଭୁବନେଶ୍ୱର: ମାମୁ ଭଣଜା ଯୋଡି ଡିନାମାଇଟ ଲଗାଇ ନଦୀର ବନ୍ଧ ଭାଙ୍ଗିଛନ୍ତି । ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଲୋକଙ୍କ ଜୀବନକୁ ସଂକଟାପନ୍ନ କରିଛନ୍ତି । ଏପରି କହି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେ…