Latest Odisha News

BREAKING NEWS

Browsing Category

ରାଜନୀତି

ମୋଦୀଙ୍କ ‘ମନ୍ କି ବାତ୍‌’କୁ ରାହୁଲଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି । ଏନ୍‌ଇଇଟ୍ ଏବଂ ଜେଇଇ ପରୀକ୍ଷା ପ୍ରସଙ୍ଗାରେ ମୋଦୀଙ୍କୁ ଟ୍ୱିଟ୍ ଜରିଆରେ…

ଅନ୍‌ଲକ-୪ ଅର୍ଥନୀତିରେ ସୁଧାର ଆଣିବ: ବିଜେପି

ଭୁବନେଶ୍ୱର: ମହାମାରୀ କରୋନା ଭିତରେ ଦେଶରେ ଲାଗୁ ହୋଇଛି ଅନ୍‌ଲାକ୍‌-୪ । ଏହି ଅନ୍‌ଲକ୍‌-୪ରେ ସମସ୍ତ କଟକଣାକୁ ଧୀରେ ଧୀରେ କୋହଳ କରାଯାଇଛି । ଏହାଦ୍ୱାରା ଅର୍ଥନୀତିରେ ସୁଧାର ଆସିବ । ଏଥିସହ ଶାସନ ବ୍ୟବସ୍ଥାରେ ମଧ୍ୟ ଅସୁବିଧା ହେବନାହିଁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ…

ହ୍ୱାଟ୍ସଆପ୍‌କୁ ହ୍ୟାଣ୍ଡେଲ କରୁଛି ବିଜେପି: ରାହୁଲ

ନୂଆଦିଲ୍ଲୀ: ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ନିୟଣନ୍ତ୍ରଣ ନେଇ ରାହୁଲ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ହ୍ୱାଟ୍ସଆପ୍‌କୁ ବିଜେପି ହ୍ୟାଣ୍ଡେଲ କରୁଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ରାହୁଲ ଟାଇମ୍…

କରୋନାରେ ମୃତ୍ୟୁବରଣ କଲେ କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାର

ଚେନ୍ନାଇ: କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାରଙ୍କର ଆଜି ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବସନ୍ତଙ୍କୁ ଗତ ୧୦ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

ବଗଲା ଧର୍ମଶାଳା ଜମି ହଡପ ଷଡଯନ୍ତ୍ର: କଂଗ୍ରେସ

ଭୁବନେଶ୍ୱର: ପୁରୀ ବଗଲା ଜମି ସରକାର ବିକ୍ରି କରିଥିବା ନେଇ ଅଭିଯୋଗ ଉଠିଛି । ଏହାକୁ ନେଇ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବଗଲା ଧର୍ମଶାଳା ଜମି ହଡପ କରିବା ନେଇ ଷଡଯନ୍ତ୍ର ଚାଲିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ କହିଛି,…

ସେପ୍ଟେମ୍ବର ୧୪ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ସେପ୍ଟେମ୍ବର ୧୪ରୁ ଏହି ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୧ ଯାଏ ଚାଲିବ । ଏନେଇ ଏକ ସୂତ୍ରରୁ ଜଣାପଡିଛି । ଚଳିତ ଅଧିବେଶନରେ ସଂସଦର ଉଭୟ ଗୃହ ବିନା ଅଫ୍ ଡେ’ରେ ଚାଲିବ । ଅର୍ଥାତ୍ ଶନିବାର ଓ ରବିବାର ଛୁଟି…

ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହେଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍‌: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କୁ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଚୟନ ହୋଇଥିବା ବେଳେ ତାଙ୍କ ବିପକ୍ଷରେ…

ସରିଲା ହାଇଡ୍ରାମା: ସୋନିଆ ରହିଲେ ଅନ୍ତରୀଣ ଅଧ୍ୟକ୍ଷା

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ କିଏ ହେବ । ତାକୁ ନେଇ ଆସି କଂଗ୍ରେସର କାର୍ଯ୍ୟକାରଣୀ ବୈଠକରେ ଚାଲିଥିବା ଦିନ ତମାମ ହାଇଡ୍ରାମା । ଆରୋପ ପ୍ରତ୍ୟାରୋପ ମଧ୍ୟ ହେଲା । ବେଶ୍ ମାନସମନ୍ଥନ ହେଲା କିନ୍ତୁ କିଛି ବଦଳିଲାନି । ଶେଷରେ ସୋନିଆ ଗାନ୍ଧୀ ହିଁ ରହିଲେ ଦଳର ଅନ୍ତରୀଣ ଅଧ୍ୟକ୍ଷା । ବର୍ତ୍ତମନା…

କଂଗ୍ରେସରେ ବରିଷ୍ଠ ନେତାଙ୍କ ବଦଳୁଛି ମତ

ନୂଆଦିଲ୍ଲୀ: ନେତୃତ୍ୱ ପରିବର୍ତ୍ତନ ନେଇ କଂଗ୍ରେସରେ ଟଣାଓଟରା ଚାଲିଥିବା ବେଳେ ବଦଳୁଛି ବରିଷ୍ଠ ନେତାଙ୍କ ମତ । ରାହୁଲ ଗାନ୍ଧିଙ୍କ ବିଜେପି ଷଡଯନ୍ତ୍ର ଥିଓରୀକୁ ନେଇ ପ୍ରଶ୍ନ ଉଠାଇଥିବା ଦଳର ବରିଷ୍ଠ ନେତା କପିଲ ସିବଲ ନିଜର ଟ୍ୱିଟ୍ ଫେରାଇନେଇଛନ୍ତି । ସିବଲ କହିଛନ୍ତି, ରାହୁଲ ବ୍ୟକ୍ତିଗତ…

ସିଡବ୍ଲୁସି ବୈଠକ: ନେତୃତ୍ୱ ପରିବର୍ତ୍ତନ ଚିଠିର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ

ନୂଆ ଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ମୁଖିଆ ପ୍ରସଙ୍ଗରେ ବସିଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ବରିଷ୍ଠ ନେତାଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି । ବିଶେଷ କରି ନେତୃତ୍ୱ ପରିବର୍ତ୍ତନ ସମ୍ପର୍କିତ ଚିଠିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧି । ସିଡବ୍ଲୁସି ବୈଠକରେ ରାହୁଲ…