Latest Odisha News

BREAKING NEWS

Browsing Category

ରାଜନୀତି

ପିସିସି ରେସ୍‌ରେ ମୁଁ ନାହିଁ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ନେଇ ଦିଲ୍ଲୀରେ ଚର୍ଚା ଜୋରଧରିଥିବା ବେଳେ ରାଜ୍ୟରେ ବି ପିସିସି ମୁଖିଆ ପରିବର୍ତ୍ତନ ନେଇ ଜୋର ଧରିଛି ଅଙ୍କକଷା । ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି, ସେ ପିସିସି ଦୌଡରେ ନାହାଁନ୍ତି । ସେ କେବେ କୌଣସି ସଭାପତିଙ୍କୁ ବିରୋଧ…

ପୁରୀ ବଗଲା ଧର୍ମଶାଳା ଜମି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେଉ: କଂଗ୍ରେସ

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ଆଜି ପ୍ରେସମିଟ୍ କରି ପ୍ରଶ୍ନ କରାଯାଇଛି ଯେ, କେଉଁ ନିୟମ ଆଧାରରେ ଜମି ଅଧିଗ୍ରହଣ କରାଗଲା । କେଉଁ ଆଇନରେ ଅଛି ସରକାର ଦଶ ପ୍ରତିଶତ ଅଧିକ ଟଙ୍କା ଦେବେ ବୋଲି । ଆଇନରେ ଅଛି…

ବଦଳିବେ କି ରାଜ୍ୟ କଂଗ୍ରେସ ସଭାପତି? ମେଳି ବାନ୍ଧିଲେ ବିଧାୟକ

ଭୁବନେଶ୍ୱର: ସିଡବ୍ଲୁସି ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସ ବାନ୍ଧିଛି ମେଳି । ରାଜ୍ୟ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ କଂଗ୍ରେସ ନେତାଙ୍କ ଏକ ବୈଠକ ବସିଥିଲା । ଏଥିରେ…

ବିହାରରେ ଏକାଠି ନିର୍ବାଚନ ଲଢ଼ିବେ ବିଜେପି, ଜେଡିୟୁ ଓ ଏଲ୍‌ଜେପି

ନୂଆଦିଲ୍ଲୀ: ଆଗକୁ ଆସୁଛି ବିହାର ନିର୍ବାଚନ । ଏବେଠାରୁ ହିଁ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ସମସ୍ତ ରାଜନୈତିକ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି କସରତ । ଏହାରି ଭିତରେ ବିଜେପି କାର୍ଯ୍ୟକାରଣୀ ବୈଠକ ସରିଛି । ନୀତିଶଙ୍କ ନେତୃତ୍ୱରେ ବିଜେପି, ଜେଡିୟୁ ଓ ଏଲ୍‌ପେଜି ଏକାଠି ହୋଇ ବିହାରରେ…

କଂଗ୍ରେସ ସଭାପତି ପଦ ଛାଡିବେ ସୋନିଆ !

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ସଭାପତି ପଦ ଛାଡିବେ ସୋନିଆ ଗାନ୍ଧୀ । ଇଣ୍ଡିଆ ଟୁଡେର ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧୀ ପାର୍ଟି ସହଯୋଗୀଙ୍କୁ କହିଛନ୍ତ ସେ ଅନ୍ତରୀଣ ସଭାପତି ଭାବେ ନିଜର ଏକ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ତାଙ୍କୁ ପାର୍ଟିର ସଭାପତି ପଦରୁ ହଟିବା ଉଚିତ୍ ଏବଂ ପାର୍ଟିକୁ…

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ନେଇ ବର୍ଷିଲେ ବିଜୟ

ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳା ଜମି ବିକ୍ରି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ପ୍ରଥମ ଦଫାରେ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ଅନେକ ମଠ ଭଂଗା ହେଲା , ସେସମୟରେ କେହି ମୁହଁ ଖୋଲିଲେ ନାହିଁ । ହେଲେ ବଗଲା ଜମି ବିକ୍ରି ନେଇ ଏବେ…

ପୂର୍ବତନ ସିଜିଆଇ ରଞ୍ଜନ ଗୋଗୋଇ ହୋଇପାରନ୍ତି ଆସାମ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ!

ଗୌହାଟି: ଆସନ୍ତା ବର୍ଷ ଆସାମରେ ହେବାକୁ ବିଧାନସଭା ନିର୍ବାଚନରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜିଆଇ) ରଞ୍ଜନ ଗୋଗୋଇ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କଂଗ୍ରେସର ଭେଟେରାନ୍ ନେତା ତରୁଣ ଗୋଗେଇ ଦାବି କରିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ…

ବିଜେଡି ନେତାଙ୍କୁ ନୂଆ ସାଂଗଠନିକ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର: ବିଜେଡି ନେତାଙ୍କୁ ବଂଟାଗଲା ନୂଆ ସାଂଗଠନିକ ଦାୟିତ୍ୱ । ବିଜେଡିରେ ୪୫ ଜଣଙ୍କୁ ନୂଆ ସମ୍ପାଦକ ଓ ୪୧ ଜଣଙ୍କୁ ନୂଆ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି । କିଶୋର ତରାଇ ଓ ସଂଘମିତ୍ରା ଦଳେଇଙ୍କୁ ଏସସି କଲ୍ୟାଣ…

ବଦଳିଲେ ଗୋଆ ରାଜ୍ୟପାଳ

ଗେଆ: ବଦଳିଲେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ଏପଟେ ଗୋଆର ଅତିରିକ୍ତ ଦାୟିତ୍ୱ ତୁଲାଇବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀ । ସତ୍ୟପାଲ ମଲ୍ଲିକ ଗତ ଅକ୍ଟୋବର ୨୦୧୯ରେ ଗୋଆର…

ଅମିତ ଶାହ ଅସୁସ୍ଥ, ଦିଲ୍ଲୀ ଏମସ୍ ରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଦିଲ୍ଲୀ ଏମସ୍ ରେ ଭର୍ତ୍ତି କରାଯାଇଛି । ଗତ ଦୁଇ ତିନି ଦିନ ହେଲା ସେ ଶରୀରରେ ପୀଡା ଓ ଅତ୍ୟଧିକ କ୍ଲାନ୍ତ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେ ଏବେ ସୁସ୍ଥ ଥିବା ଏମସ୍ ପକ୍ଷରୁ…