Latest Odisha News

BREAKING NEWS

Browsing Category

ରାଜନୀତି

ଯବାନଙ୍କ ଉପରେ ମୋଦୀଙ୍କ ଭରସା ନାହିଁ : ରାହୁଲ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାରିଛନ୍ତି ବାଣ । ଚୀନ୍ ସହ ଓ ସୀମା ବିବାଦ ଚାଲିଥିବା ବେଳେ ରାହୁଲ ଟ୍ୱିଟ୍ ଜରିଆରେ ଟାର୍ଗେଟ କରିଛନ୍ତି ମୋଦୀଙ୍କୁ । ପ୍ରଧନମନ୍ତ୍ରୀ ମୋଦୀ ସେନା ଉପରେ ବିଶ୍ୱାସ କରନ୍ତି ନାହିଁ ବୋଲି…

ଟପ୍ ୫୦ରେ ଓଡ଼ିଶାର ୨ ବିଧାୟକ

ଭୁବନେଶ୍ୱର: ଦେଶର ସର୍ବଶ୍ରେଷ୍ଟ ୫୦ ବିଧାୟକଙ୍କ ତାଲିକାରେ ସାମିଲ ହୋଇଛନ୍ତି ଓଡ଼ିଶାର ୨ ବିଧାୟକ । ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ବି ଟପ୍ ୫୦ ଲିଷ୍ଟରେ ସ୍ଥାନ ପାଇଛି । ଦେଶର…

ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶ । ଏନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ତେବେ କେଉଁଠି ବିଧାନସଭା ବସିବ ସେନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । ବିଧାନସଭା କି ଲୋକସେବା ଭବନରେ ବସିବ, ସେନେଇ ନିଷ୍ପତ୍ତି ହେବ…

କରୋନା ମୁକ୍ତ ହେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କରୋନାରୁ ମୁକ୍ତ ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେ ନିଜେ ଏ ନେଇ ଟ୍ୱିଟ୍ କରି ଜଣାଇଛନ୍ତି କରି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ‘ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଏଥି ପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋର ଶୁଭେଚ୍ଛୁ ଯେଉଁମାନେ…

ପଖାଳ ମୋର ପସନ୍ଦ, ପିଠା ପ୍ରତି ରହିଛି ବିଶେଷ ରୁଚି: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳ ଖାଇବାକୁ ଭଲ ପାଆନ୍ତି । ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ପ୍ରମୋଶନ ଅବସରରେ ଏହି କଥା କହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ଏଥି ସହ ସେ କହିଛନ୍ତି, ‘ଓଡିଶା ଜଗନ୍ନାଥଙ୍କ ଦେଶ…

ମାସେ ପରେ ଗେହଲଟ-ପାଇଲଟ କୋଳାକୋଳି

ଜୟପୁର: ପୁଣି କଂଗ୍ରେସ ଫ୍ଲାଇଟକୁ ଫେରିଲେ ପାଇଲଟ । ଗେହଲଟଙ୍କ ବିମାନରେ ବସିଲେ ସଚିନ । ଗେଟିଏ ମାସର ଟଣାଓଟରା ପରେ ଦଳକୁ ଫେରିଲେ ପ୍ରଦଶେ କଂଗ୍ରେସ କମିଟିର ରାଜ୍ୟ ସଭାପତି ରହିଥିବା ସଚିନ ପାଇଲଟ । ବାଦ ବିବାଦ, ମାତାନ୍ତର ଓ ଆରୋପ ପ୍ରତ୍ୟାରୋପ ଭୁଲି ହୋଇଛି ପାଇଲଟ ଓ ଗେହଲଟଙ୍କ ଭେଟ୍‌ଘାଟ…

ରାଜସ୍ଥାନ ରାଜନୀତି: କାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଜୟପୁର: ରାଜସ୍ଥାନ ରାଜନୀତିରେ ଏବେବି ଜାରି ରହିଛି ନାଟକ । ଏଠାରେ ଘଡିବେ ଘୋଡା ଛୁଟୁଛି । ଶୁକ୍ରବାର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ମଧ୍ୟରେ ବିଜେପି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ତେଣୁ ଅଶୋକ ଗେହଲଟ ସରକାର ସାମ୍ନାରେ ଆସ୍ଥା ଭୋଟ୍…

କାଲି ନରମିଲେ, ଆଜି ଛାଡିଲେ ତେରଛା ବାଣ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟରେ ପଡିବାକୁ ଯାଉଛି ପୂର୍ଣ୍ଣଛେଦ । ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ରାଜ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧାର ଶେଷ ହୋଇଛି । ଶେଷରେ ନରମିଛନ୍ତି ପାଇଳଟ । ପାଇଲଟଙ୍କ ଫ୍ଲାଇଟ ନେଇଛି ୟୁ-ଟର୍ଣ୍ଣ । କଂଗ୍ରେସକୁ ସଚ୍ଚିନ ପାଇଲଟ ଫେରିବାର…

ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଭେଣ୍ଟିଲେଟରରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ମୁଣ୍ଡରେ ରକ୍ତ ଜମାଟ ହୋଇଥିବାରୁ ଆଜି ଆର୍ମି ଆର୍ ଆର୍ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ସଫଳ ହୋଇଥିଲେ ହେଁ ସନ୍ଧ୍ୟାରେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ଭେଣ୍ଟିଲେଟର…

ରାହୁଲ ଓ ପ୍ରୟଙ୍କାଙ୍କୁ ଭେଟିଲେ ସଚିନ, ହେବ ଘର ବାହୁଡା !

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଓ କଂଗ୍ରେସ ବିରୋଧରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚନ ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ସୃଷ୍ଟି ହୋଇଥିଲା ରାଜନୈତିକ ହଟଚମଟ । ତେବେ ଏଥିରେ ଖୁବ୍‌ଶୀଘ୍ର ପୂର୍ଣ୍ଣଛେଦ ପଡିପାରେ । ଏନେଇ ସମ୍ଭାବନା ସୃଷ୍ଟି ହୋଇଛି । ସଚିନ ପାଇଲଟ୍ ସୋମବାର ରାହୁଲ ଗାନ୍ଧୀ…