Latest Odisha News

BREAKING NEWS

Browsing Category

ରାଜନୀତି

ନାଗରିକତା ସଂଶୋଧନ ବିଲ୍ ୨୦୧୯: ଚର୍ଚ୍ଚିତ ନେହରୁ-ଲିୟାକତ୍ ସମଝୌତା

ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ୬ ଦିନ ଧରି ଘମାଘୋଟ ଆଲୋଚନା ପରେ ୮ ଏପ୍ରିଲ ୧୯୫୦ ମସିହାରେ ଦିଲ୍ଲୀରେ ଏକ ରାଜିନାମା ସ୍ୱାକ୍ଷର ହୋଇଥିଲା, ଯାହା ନେହରୁ-ଲିୟାକତ୍ ସମଝୌତା ନାମରେ ପରିଚିତ । ଦୁଇ ଦେଶରେ ଅବସ୍ଥାନ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ନେଇ ଏହି ରାଜିନାମା…

ଖୁବ୍ ଚର୍ଚ୍ଚାରେ ‘ନାଗରିକତା ବିଲ୍’; ରାଜ୍ୟସଭା ଉପରେ ଆଜି ସମସ୍ତଙ୍କ ନଜର…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ (ସିଏବି) ଲୋକସଭାରେ ପାରିତ ହୋଇଯିବା ପରେ ଏବେ ସମସ୍ତଙ୍କ ନଜର ରାଜ୍ୟସଭା ଉପରେ । ସୋମବାର ଦିନ ଲୋକସଭାରେ ଏହି ବିଲଟି ପାଶ୍ ହେବା ପରେ ଏନଡ଼ିଏ ସରକାର ଏହି ବିଲଟିକୁ ଆଜି ରାଜ୍ୟସଭାରେ ଆଗତ କରିଛନ୍ତି । ଆଜି ଏହି ବିଲଟିକୁ ନେଇ ରାଜ୍ୟସଭାରେ ଚାଲିଛି…

ଝାଡ଼ଖଣ୍ଡରେ ଜମୁଛି ପ୍ରଚାର; ମୁହାଁମୁହିଁ ହେଲେ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମୋଦୀ !

ଋାଞ୍ଚି: ଆସନ୍ତା ୧୨ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ଦଳର ପ୍ରଚାର କାର୍ଯ୍ୟ ଜୋରଦାର୍ ଜାରି ରହିଛି । ସୋମବାର ଦିନ ଝାଡ଼ଖଣ୍ଡର ଭିନ୍ନ ଭିନ୍ନ ନିର୍ବାଚନୀ ସଭାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ…

ଝାଡ଼ଖଣ୍ଡରେ କଂଗ୍ରେସ କ୍ଷମତାକୁ ଆସିଲେ ଫେରାଇ ଦିଆଯିବ ଲୋକଙ୍କ ଜଳ, ଜଙ୍ଗଲ ଓ ଜମି: ରାହୁଲ ଗାନ୍ଧୀ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଇତିମଧ୍ୟରେ ୨ଟି ପର୍ଯ୍ୟାୟ ମତଦାନ ସମାପ୍ତ ହୋଇସାରିଥିବା ବେଳେ ଆସନ୍ତା ୧୨ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ନିର୍ବାଚନ । ଏହି ନିର୍ବାଚନରେ ଶାସକ ବିଜେପି ସମେତ ଝାଡ଼ଖଣ୍ଡ ମୁକ୍ତି…

କର୍ଣ୍ଣାଟକ ରାଜନୀତିରେ ସଙ୍କଟ ଟଳିଲା; ଇସ୍ତଫା ଦେଲେ ସିଦ୍ଦରମେୟା

ବେଙ୍ଗାଲୁରୁ: ଦୀର୍ଘଦିନ ଧରି କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ସଙ୍କଟଜନକ ପରିସ୍ଥିତି ଏବଂ ଅଚଳାବସ୍ଥାର ଏକରକମ ପରିସମାପ୍ତି ଘଟିଛି । ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ଶାସକ ବିଜେପି ୧୫ଟି ଆସନରୁ ୧୨ଟି ଆସନରେ ବିଜୟ ଲାଭ କରିବା ଫଳରେ ଏବେ ଅତ୍ୟନ୍ତ ସୁବିଧା ଜନକ…

ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାସ୍; ଏବେ ରାଜ୍ୟସଭାକୁ ଅପେକ୍ଷା

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଗୃହିତ ହେବା ପରେ ଏବେ ସମସ୍ତଙ୍କ ନଜର ରାଜ୍ୟସଭା ଉପରେ ରହିଛି । ଗତ ସୋମବାର ଦିନ ଏହି ବିଲ୍ ସପକ୍ଷରେ ସଂସଦରେ ୩୧୧ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ୍ ପଡିଥିଲା । ତେବେ ମଙ୍ଗଳବାର ଦିନ ଏହି ବିଲ୍…

କର୍ଣ୍ଣାଟକ ଉପ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପ ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ବିଜେପିର ୟେଦ୍ଦୁରପ୍ପା ସରକାର ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଭୋଟ୍ ଗଣତି ହେଉଥିବା ୧୫ଟି ଆସନ ମଧ୍ୟରୁ ବିଜେପିକୁ ଅତିକମରେ ୬ଟି…

ଝାଡଖଣ୍ଡ ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ୨୦ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୨ୟ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ଏହି ୨ୟ ପର୍ଯ୍ୟାୟରେ ୨୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ସେଥି…

ପୁରୀ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ପୋଲିସ ଗିରଫ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର/ପୁରୀ: ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ ହେବା ପରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି। ଗତ ସୋମବାର ଦିନ ପୁରୀରେ ଥିବା ଏକ ପୋଲିସ କ୍ୱାଟର ମଧ୍ୟରେ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ…

ରାଜ୍ୟସଭାରେ ପୋଲାଭରମ୍ ପ୍ରସଙ୍ଗ ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୋମବାର ଦିନ ରାଜ୍ୟସଭାରେ ଚର୍ଚ୍ଚିତ ପୋଲାଭରମ୍ ପ୍ରକଳ୍ପକୁ ନେଇ ପ୍ରସଙ୍ଗ ଉତଥାପନ କରିଛନ୍ତି । ଶ୍ରୀ ପାତ୍ର ଏହି ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବା ସହିତ ଏନେଇ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି । My…