Latest Odisha News

BREAKING NEWS

Browsing Category

ରାଜନୀତି

ଝାଡ଼ଖଣ୍ଡ ନିର୍ବାଚନ: କେତେକ ପ୍ରମୁଖ ପ୍ରାର୍ଥୀ ଓ ଆସନ ସମ୍ପର୍କରେ ଜାଣନ୍ତୁ…

ଋାଞ୍ଚି: ଝାଡ଼ଖଣ୍ଡରେ ଆସନ୍ତାକାଲି ୧ମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି । ରାଜ୍ୟର ୮୧ଟି ବିଧାନସଭା ଆସନ ମଧ୍ୟରୁ ୧ମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୩ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତାକାଲି ଅର୍ଥାତ ଶନିବାର ଦିନ ଯେଉଁ ୧୩ଟି ଆସନରେ…

ସରିଲା ମହାରାଷ୍ଟ୍ର ମହାନାଟକ; ଝାଡ଼ଖଣ୍ଡ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ଦୃଷ୍ଟି

ରାଞ୍ଚି: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିବା ପରେ ଏବେ ଏନଡ଼ିଏ ଓ ୟୁପିଏର ଦୃଷ୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉପରେ ରହିଛି । ଆଦିବାସୀ ଜନବହୁଳ ଏହି ରାଜ୍ୟ ପ୍ରାକୃତିକ ଖଣିଜ ପଦାର୍ଥ ଲାଗି ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ…

ଝାଡ଼ଖଣ୍ଡ ନିର୍ବାଚନ: କେଉଁ ଦଳର କ’ଣ ଇସ୍ତାହାର ଜାଣନ୍ତୁ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆସନ୍ତା ୩୦ ତାରିଖରେ ଆରମ୍ଭ ହୋଇ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । ଭୋଟଗ୍ରହଣ ପୂର୍ବରୁ  ଉଭୟ ଏନଡ଼ିଏ ଏବଂ ୟୁପିଏ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଶାସକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳର ବରିଷ୍ଠ ନେତା ତଥା…

ଜେଏମଏମ ନେତା ହେମନ୍ତ ସୋରେନ ୨ଟି ଆସନରୁ ଲଢିବେ ନିର୍ବାଚନ

ରାଞ୍ଚି: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ଚଳିତ ବିଧାନସଭାରେ ନିର୍ବାଚନରେ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜେଏମଏମ ସୂତ୍ରରୁ ଜଣାପଡ଼ିଛି । ହେମନ୍ତ ସୋରେନ ୟୁପିଏ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ…

ପଶ୍ଚିମବଙ୍ଗରେ ମମତାଙ୍କ ବାଜିମାତ୍; ପଛରେ ରହିଲା ବିଜେପି

କୋଲକାତା: ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ୩ଟି ବିଧାନସଭା ଉପ-ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ ଜିତାପଟ ହାସଲ କରିଛି । ଏହି ଉପନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡ୍ଡା ମୁକାବିଲା ହୋଇଥିଲେ ମଧ୍ୟ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏହି ତିନିଟି ଆସନରେ ଆଶାତୀତ…

ନଭେମ୍ବର ୨୪ ଭିତରେ ୮.୯ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ କରିଛନ୍ତି ଆବେଦନ: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ସେପ୍ଟେମ୍ବର ୧ରୁ ନଭେମ୍ବର ୨୪ ତାରିଖ ଯାଏଁ ପ୍ରାୟ ୮,୮୯,୦୯୩ ଲକ୍ଷ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ନେଇ ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ଏକ ଲିଖିତ ଉତ୍ତରରେ ମନ୍ତ୍ରୀ…

ମହାରାଷ୍ଟ୍ରରେ ସରକାର ଗଢିବେ ଉଦ୍ଧବ; ଶପଥ ଗ୍ରହଣ ଉତ୍ସବରେ ଏହି ନେତାଙ୍କୁ କଲେ ଆମନ୍ତ୍ରଣ

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହିତ ମହାରାଷ୍ଟ ରାଜନୀତିର ମହାସଙ୍କଟର ପରିସମାପ୍ତି ଘଟିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଗୁରୁବାର ଦିନ ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ…

ରାଜ୍ୟସଭାରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କୁ ପୁଣି ପ୍ରଶଂସା କଲେ ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏହିପରି କୌଣସି ପ୍ରସ୍ତାବକୁ ଉପସ୍ଥାପନା କରାଯାଇଥାଏ, ବୋଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କୁ ବୁଧବାର ଦିନ ଉଚ୍ଚ ପ୍ରଶଂସା କରିଛନ୍ତି । କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଉତ୍ସବ…

ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ ଠାକରେ; ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହିତ ମହାରାଷ୍ଟ ରାଜନୀତିର ମହାସଙ୍କଟର ପରିସମାପ୍ତି ଘଟିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଆସନ୍ତା କାଲି ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ସକାଳେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ…

ମହାରାଷ୍ଟ୍ର ବିଧାନସଭାରେ ଶପଥ ନେଲେ ନୂଆ ବିଧାୟକ

ମୁମ୍ବାଇ: ନିର୍ବାଚନ ଫଳାଫଳ ଘୋଷିତ ହେବାର ଦୀର୍ଘ ଏକମାସ ପରେ ଆଜି ମହାରାଷ୍ଟ୍ର ବିଧାନସଭାରେ ଶପଥପାଠ କରିଛନ୍ତି ନୂତନ ଭାବେ ନିର୍ବାଚିତ ସମସ୍ତ ବିଧାୟକ । ବୁଧବାର ସକାଳ ୮ଟା ସମୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଏକ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶ ଡ଼କାଇଥିଲେ । ଆଜି ସକାଳେ…