Latest Odisha News

BREAKING NEWS

Browsing Category

ରାଜନୀତି

ବଲୁଚିସ୍ତାନ ହେବ କି ଆଉ ଏକ ବାଂଲାଦେଶ?

ନୂଆଦିଲ୍ଲୀ: ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜାକ୍ ଘଟଣା ପରେ ପୁଣି ଚର୍ଚ୍ଚାକୁ ଆସିଛି ବଲୁଚିସ୍ତାନ । ପ୍ରଶ୍ନ ଉଠୁଛି, ନିଜ ଦେଶ ପାକିସ୍ତାନ ବିରୋଧରେ କାହିଁକି ଏଭଳି ବିଦ୍ରୋହ କରୁଛି ବଲୁଚିସ୍ତାନ? କାହିଁକି ନିଜ ଦେଶର ଲୋକଙ୍କୁ ବନ୍ଦୀ ବନାଇବାକୁ ବି ପଛାଉ ନାହାନ୍ତି ବଲୁଚ ବିଦ୍ରୋହୀ ?…

ଗୃହରୁ ସସପେଣ୍ଡ ହେଲେ ତାରା ବାହିନୀପତି

ଭୁବନେଶ୍ବର: ଗୃହରୁ ସସପେଣ୍ଡ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ ହେଲେ ତାରା। ତାଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୂଚନା ମୁତବକ, ମଙ୍ଗଳବାର ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଗୃହରେ…

ଜିଭ ଦେଖାଇ ଚେୟାର ଉଠାଇ ନେଲେ; ବିଦାୟୀ ସମ୍ବର୍ଦ୍ଧନାରେ ଜଷ୍ଟିନ ଟ୍ରୁଡୋଙ୍କ ଅଜବ କାରନାମା… 

ନୂଆଦିଲ୍ଲୀ: କାନାଡାର ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇସାରିଛନ୍ତି। ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ ମାର୍କ କାର୍ନି। ତାଙ୍କ ଶପଥ ଗ୍ରହଣ ପୂର୍ବରୁ ସୋମବାର ଦିନ ଲିବରାଲ ପାର୍ଟିର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଜଷ୍ଟିନ୍ ଟ୍ରୁଡୋଙ୍କୁ ଆନୁଷ୍ଠାନିକ ଭାବରେ ବିଦାୟ…

ଡିଏମକେ ବୈଠକ, ଯୋଗଦେବେ ନବୀନ

ନୂଆଦିଲ୍ଲୀ: ସରଗରମ ହେବାରେ ଲାଗିଛି ଲୋକସଭା ସିଟର ପରିସୀମନ ପ୍ରସଙ୍ଗ । ଦକ୍ଷିଣରୁ ଆରମ୍ଭ ହୋଇଥିବା ସ୍ବର ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ବିଭିନ୍ନ ଅଣଏନଡିଏ ଦଳ ମୁଖ୍ୟଙ୍କୁ ଭେଟୁଛନ୍ତି ଡିଏମକେ ନେତା । ପରିସୀମନ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧକୁ ଜୋରଦାର କରିବାକୁ…

ସୀମା ପୁନଃ ନିର୍ଦ୍ଧାରଣ ନେଇ ଡିଏମକେ ନେତାଙ୍କ ସମର୍ଥନରେ ନବୀନ

ଭୁବନେଶ୍ୱର: ଡିଏମକେର ବରିଷ୍ଠ ନେତା ଟିଆରବି ରାଜା ଏବଂ ଦୟାନିଧି ମାରନ ମଙ୍ଗଳବାର ଦିନ ଭୁବନେଶ୍ୱରରେ ବିଜେଡି ସଭାପତି ତଥା ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଡିଏମକେ ନେତାମାନେ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ଚିନ୍ତା ପ୍ରକାଶ କରିବା ସହ…

ମାତ୍ର ୯ ମାସରେ ୨୧ ହଜାର କୋଟି ଋଣ କଲେଣି ମୋହନ ସରକାର

ଭୁବନେଶ୍ୱର: ମୋହନ ସରକାର ଗତ ୯ ମାସ ମଧ୍ୟରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି। ବିଜେଡି ବିଧାୟକ ଗୌତମ…

ନେପାଳକୁ ଫେରିବ ରାଜା ଶାସନ !

ନୂଆଦିଲ୍ଲୀ: ନେପାଳକୁ ପୁଣି ଫେରିବ କି ରାଜା ଶାସନ? ୧୬ବର୍ଷ ତଳେ ନେପାଳ ବିଶ୍ବର ଏକମାତ୍ର ହିନ୍ଦୁ ରାଷ୍ଟ୍ର ଥିଲା । ୨୦୦୮ପର୍ଯ୍ୟନ୍ତ ନେପାଳରେ ରାଜତନ୍ତ୍ର ରହିଥିବା ବେଳେ, ରାଜା ଥିଲେ ଜ୍ଞାନେନ୍ଦ୍ର ଶାହା । ତେବେ ମାଓବାଦୀ ଆନ୍ଦୋଳନ ତଥା ବାମପନ୍ଥୀ କ୍ରାନ୍ତି ପରେ ନେପାଳରେ କ୍ଷମତା…

କାହିଁକି ଡିଏମକେ ସାଂସଦଙ୍କ ଉପରେ ରାଗିଗଲେ ଧର୍ମେନ୍ଦ୍ର?

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ମୁହାଁମୁହିଁ । ଭାଷାକୁ ନେଇ କଥା କଟାକଟି । ପ୍ରଶ୍ନକାଳରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ସଂସଦରେ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ପ୍ରଶ୍ନକାଳରେ ପିଏମ୍ ଶ୍ରୀରେ ସ୍କୁଲ ଫଣ୍ଡକୁ ନେଇ ପ୍ରଶ୍ନ ଉଠାଇଥିଲେ ଡିଏମକେ…

ଅସ୍ତିତ୍ୱ ବଞ୍ଚାଇବାକୁ ଓଡିଶାରେ ଡ୍ରାମାବାଜୀ କରୁଛି କଂଗ୍ରେସ: ବିଜେପି

ଭୁବନେଶ୍ୱର :  ଆନ୍ତର୍ଜାତିକ ମହିଳା ଦିବସ ଅର୍ଥାତ ଶନିବାର କର୍ଣ୍ଣାଟକରୁ ଆସିଥିଲା ଦୁଃଖଦ ଖବର। ପର୍ଯ୍ୟଟନ ପାଇଁ କର୍ଣ୍ଣାଟକ ଆସିଥିବା ଦୁଇ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାକୁ ଦୃଢ ନିନ୍ଦା କରିଛି ଓଡ଼ିଶା ବିଜେପି। କଂଗ୍ରେସ ଦଳର ଦୋମୁହାଁ ନୀତିର ଅସଲ ଚେହେରା ପଦାରେ ପଡିଥିବା…

‘ଓଡିଶାରେ ମିଶିବା ଆମର ଭୁଲ୍’…କାହିଁକି ଏମିତି କହିଲେ ଜୟନାରାୟଣ?, ଘେରିଲେ ବିରୋଧୀ

ଭୁବନେଶ୍ବର: ଓଡିଶାରେ ମିଶିବା ଆମର ଭୁଲ୍ । ସମ୍ବଲପୁରରେ ଆୟୋଜିତ ସୁଭଦ୍ରା ସଭାରେ କିଛି ଏମିତି କହିଛନ୍ତି ଶାସକ ଦଳ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ଯାହାକୁ ନେଇ ଏବେ ତେଜିଛି ରାଜନୀତି । ସରକାର ଓଡିଶାର ସାର୍ବଭୌମତ ଚାହୁଁନାହାନ୍ତି କି? ବୋଲି ପ୍ରଶ୍ନ କରି ଘେରିଛନ୍ତି ବିରୋଧୀ ।…