Latest Odisha News

BREAKING NEWS

Browsing Category

ରାଜନୀତି

୮୩୦୦ କୋଟି ଟଙ୍କା ଅତିରିକ୍ତ ବଜେଟକୁ ମଞ୍ଜୁର କଲେ ଓଡିଶା ସରକାର

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ୮୩୦୦ କୋଟି ଟଙ୍କା ଅତିରିକ୍ତ ବଜେଟ୍ ମଞ୍ଜୁର କରାଯାଇଛି । ରାଜ୍ୟ ସଚିବାଳୟରେ ଶୀତକାଳୀନ ଅଧିବେଶନକୁ ଉଦଘାଟନ କରିବା ସହ ଅର୍ଥମନ୍ତ୍ରୀ…

ଆଜି ଶିବସେନା-ବିଜେପି ବୈଠକ; ବିଜେପି ଉପରେ ଚାପ ପ୍ରୟୋଗ କରିବେ ଉଦ୍ଧବ ଠାକରେ !

ମୁମ୍ବାଇ: ମହାରାଷ୍ଟ୍ରରେ ଶାସନ କ୍ଷମତାକୁ ନେଇ ବିଜେପି-ଶିବସେନା ମହାମେଣ୍ଟରେ ଯେଉଁ ଫାଟ ସୃଷ୍ଟି ହୋଇ ସମସ୍ୟା ସୃଷ୍ଟି ହୋଇଛି ତାହାର ସ୍ଥାୟୀ ସମାଧାନ ଲାଗି ଆଜି ନୂଆଦିଲ୍ଲୀଠାରେ ଏହି ଦୁଇ ଦଳର ୨ଟି ଲଗାତର ବୈଠକ ଅନୁଷ୍ଠିତ ହେଉଛି ବୋଲି ଏନଡ଼ିଟିଭି ସୂତ୍ରରୁ ପ୍ରକାଶ । ମହାରାଷ୍ଟ୍ର…

ଯାଜପୁର ପିଇଓ ମୃତ୍ୟୁ ଘଟଣା: ବିଜେପି ଫାର୍ସ କରୁଛି ବୋଲି କହିଲା ବିଜେଡ଼ି

ଭୁବନେଶ୍ୱର: ଯାଜପୁର ପିଇଓ ସ୍ମୃତିରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ବିଜେପି ଶାସକ ବିଜେଡ଼ି ବିରୋଧରେ ରବିବାର ଦିନ ଦୋଷାରୋପ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛି । ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ମଧ୍ୟ ଦାବି କରିଛି । ଏସମ୍ପର୍କରେ…

୫ଟି’ ବ୍ୟବସ୍ଥା ସୁଶାସନର ପ୍ରତୀକ ନୁହେଁ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୫ଟି’ ବ୍ୟବସ୍ଥାକୁ ପୁରୁଣା ଶାସନ ପ୍ରଣାଳୀ ବୋଲି କହିଛନ୍ତି ବିଜେପି ନେତା ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡଙ୍ଗୀ । “୫ଟି (ପାରଦର୍ଶିତା, ଟିମ୍ ୱାର୍କ, ପ୍ରଦ୍ୟୋଗିକ, ସମୟ ଓ ପରିବର୍ତ୍ତନ) ରାଜ୍ୟ ସରକାରଙ୍କର ଏକ…

କଂଗ୍ରେସରେ କନ୍ଦଳ ତେଜିଲା; ନେତୃତ୍ୱ ପରିବର୍ତ୍ତନ ଲାଗି ଦାବୀ କଲେ ବିରୋଧୀ ଗୋଷ୍ଠୀ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନର୍ଗଠନ ହେବା ପୂର୍ବରୁ ଅସନ୍ତୁଷ୍ଠ ଗୋଷ୍ଠୀର ନେତାମାନେ ନେତୃତ୍ୱ ପରିବର୍ତ୍ତନ ଲାଗି ଦାବୀ କରିଛନ୍ତି । ଏସମ୍ପର୍କରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବୁଧବାର ଦିନ…

ବିଜେପୁରରେ ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଐତିହାସିକ ବିଜୟ ଲାଭ କରିବା ପରେ ଶୁକ୍ରବାର ଦିନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ରୀତା ନିଜ ସମର୍ଥକଙ୍କ ଗହଣରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ…

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଗଢିବେ ସରକାର, ହରିୟାଣାରେ ଝୁଲା ବିଧାନସଭା !

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ବିଜେପି-ଶିବସେନା ମେଣ୍ଟ ପୁଣିଥରେ ସରକାର ଗଢିବା ସମ୍ଭାବନା ସୃଷ୍ଟି ହୋଇଛି । ଗୁରୁବାର ଦିନ ଅନୁଷ୍ଠିତ ଭୋଟଗଣତିରେ ସମୁଦାୟ ୨୮୮ଟି ବିଧାନସଭା ଆସନ ମଧ୍ୟରୁ ବିଜେପି-ଶିବସେନା ମେଣ୍ଟ ୧୬୨ଟି ଆସନରେ ବିଜୟ ହାସଲ କରିଛନ୍ତି ବା ଅଗ୍ରଣୀ…

ବିଜେପୁରରେ ବିଜେଡିର ବାଜିମାତ୍, ରେକର୍ଡ କଲେ ରୀତା ସାହୁ

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନରେ ପୁଣି ବାଜିମାତ୍ କରିଛି ବିଜେଡ଼ି । ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବିପୁଳ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି । ମିଳିଥିବା ସୂଚନାଅନୁଯାୟୀ ଗଣତିର ଶେଷ ରାଉଣ୍ଡ ସୁଦ୍ଧା…

ବିଜେପୁର ଉପନିର୍ବାଚନ ଫଳାଫଳ: ବହୁ ଆଗରେ ବିଜେଡି

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନ ଲାଗି ଭୋଟଗଣତି ଜାରି ରହିଥିବାବେଳେ ୧୨ ରାଉଣ୍ଡ ସୁଦ୍ଧା ବିଜେଡି ଅନ୍ୟ ପ୍ରତିଦ୍ୱନ୍ଦୀ ଦଳଙ୍କଠାରୁ ଆଗୁଆ ରହିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ଆଜି ଭୋଟ୍ ଗଣତିର ୧୨ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ…

ବିଧାନସଭା ନିର୍ବାଚନ ୨୦୧୯: ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ଓ ହରିୟାଣାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାଇ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଭୋଟ ଗଣତିର ଯଥେଷ୍ଟ ଆଗରେ ରହିଥିବା ବେଳେ ହରିଆଣାରେ…