Latest Odisha News

BREAKING NEWS

Browsing Category

ରାଜନୀତି

ଓଡିଶାର ୯ଟି ବୁଥରେ ସାନି ମତଦାନ ଆରମ୍ଭ

ଭୁବନେଶ୍ୱର : ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ୯ଟି ବୁଥରେ ଗୁରୁବାର ଦିନ ସାନି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଆହୁରି ମଧ୍ୟ ଇଭିଏମ୍ ତ୍ରୁଟି ଯୋଗୁଁ ସାନି ମତଦାନ ଆରମ୍ଭ ହୋଇଥିବା ବୁଥ୍ ଗୁଡିକ ହେଲା- ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୧୨୯,…

ମୋଦୀଙ୍କୁ ନବୀନଙ୍କ କଟାକ୍ଷ, ବିଜେଡ଼ି ସରକାରର ଶପଥ ଗ୍ରହଣ ଉତ୍ସବକୁ କଲେ ନିମନ୍ତ୍ରଣ

ବାଲେଶ୍ୱର: ବିଜେଡ଼ି ସରକାର ବିଦା ହେଲା ପରେ ପୁଣି ଓଡ଼ିଶା ଆସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟର ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ କଟାକ୍ଷ କରିଛନ୍ତି । ବ୍ୟାସକବି ଫକୀରମୋହନଙ୍କ ମାଟି ବାଲେଶ୍ଵରରେ ନିର୍ବାଚନୀ ଶୋଭାଯାତ୍ରାରେ…

୩ୟ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାରେ ୭୧.୬୧ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହୋଇଛି ଏବଂ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଲାଗି ଏପ୍ରିଲ ୨୩ ତାରିଖରେ ହୋଇଥିବା ମତଦାନର ହାର ୭୧.୬୧ ପ୍ରତିଶତ । ଇତିମଧ୍ୟରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡ଼ାନ୍ତ ମତଦାନ ହାର ପ୍ରକାଶିତ ହୋଇଛି । ଭୁବନେଶ୍ୱରରେ…

ଦୁଇ ହାତ ନଥିବା ଦିବ୍ୟାଙ୍ଗ ଗୋଡ଼ ଦ୍ୱାରା ଦେଲେ ଭୋଟ୍

ନୂଆଦିଲ୍ଲୀ: ଏବେ ଭାରତରେ ଚାଲିଛି ମହାନ ଗଣତନ୍ତ୍ରର ମହାପର୍ବ । ବିଶ୍ୱର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତକୁ ଅନ୍ୟ ରାଷ୍ଟ୍ରମାନେ ସମ୍ମାନ କରିଥାଆନ୍ତି । ଦୁଇ ହାତ ନଥିଲେ ମଧ୍ୟ ତେଲେଙ୍ଗାନା ଓ ବିହାରରେ ଦୁଇଜଣ ଦିବ୍ୟାଙ୍ଗ ନିଜ ଗୋଡ଼ ସାହାର୍ଯ୍ୟରେ ନିଜର ସୁଚିନ୍ତିତ ମତଦାନ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର ନେଲେ ଅକ୍ଷୟ କୁମାର, ଟ୍ୱିଟ୍ କଲେ ଟ୍ୱିଙ୍କଲ୍ ଖାନ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ‘ଅଣ ରାଜନୈତିକ’ ସାକ୍ଷାତକାର ନେବା ପରିପ୍ରେକ୍ଷୀରେ ବଲିଉଡ଼ ଷ୍ଟାର୍ ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ୍ ଖାନ୍ନା ମୋଦୀଙ୍କୁ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସେ ବହୁତ ଖୁସି ଏଇଥିପାଇଁ ଯେ,…

ପାଟକୁରାରେ ନିର୍ବାଚନ ହେବା ନେଇ ଇସିଆଇଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ବିଜୟ

ଭୁବନେଶ୍ୱର : ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୋଷଣା ପରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିଷ୍ପତ୍ତିକୁ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ବୁଧବାର ଦିନ ସ୍ୱାଗତ କରିଛନ୍ତି । ଶାସକ ବିଜେଡି ବିଧାୟକ ବେଦ ପ୍ରକାଶଙ୍କ ମୃତ୍ୟୁ ପରେ…

ଭୁବନେଶ୍ୱର ଲୋକସଭା ଆସନର ଜୟଦେବରେ ସର୍ବାଧିକ ମତଦାନ

ଭୁବନେଶ୍ୱର : ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ମତଦାନ ମଙ୍ଗଳବାର ଦିନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରେ ଜୟଦେବ ନିର୍ବାଚନମଣ୍ଡଳୀର ସର୍ବାଧିକ ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ…

ମେ’ ୧୯ରେ ପାଟକୁରା ବିଧାନସଭା ଆସନରେ ହେବ ନିର୍ବାଚନ

ଭୁବନେଶ୍ୱର : ପାଟକୁରାରେ ବିଧାନସଭା ଆସନରେ ମେ’ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ, ଏନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଘୋଷଣା କରିଛନ୍ତି । ଜାରି ଅଧିସୂଚନା ଅନୁଯାୟୀ ଆସନ୍ତା ମେ’ ୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୨ ତାରିଖରେ ଯାଞ୍ଚ ପ୍ରକ୍ରିୟା…

ବ୍ରହ୍ମଗିରିରେ ଗ୍ରାମବାସୀ ଭାଙ୍ଗିଦେଲେ ଇଭିଏମ୍

ପୁରୀ: ମଙ୍ଗଳବାର ଦିନ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କମାଶାସନ ଅଞ୍ଚଳର ୨୨୨ ନଂ ବୁଥରେ ଇଭିଏମ୍ ବା ଭୋଟିଂ ମେସିନଗୁଡ଼ିକୁ ଗ୍ରାମବାସୀ ଭାଙ୍ଗିଦେଇଥିବାର ଅଭିଯୋଗ ହୋଇଛି । ନିଜ ମୁତାବକ ଭୋଟ ସୁଇଚ୍…

ଚାଷୀ, ମହିଳା ଓ ଯୁବକଙ୍କୁ ହତାଶ କରିଛି ବିଜେପି: ନବୀନ

ଭଦ୍ରକ: ବିଜେଡ଼ି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ମାରାଥନ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଦ୍ରକ ଓ ବାଲେଶ୍ୱରଠାରେ ଅନୁଷ୍ଠିତ ଦୁଇଟି ବିଶାଳ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ବିଜେପିକୁ ସମାଲୋଚନା…